ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଗାଁର ଚାନ୍ଦାଭେଦା ଦେଇ ନ ପାରିବା ହେତୁ ରାମ ମିଶ୍ରେ ଏକଘରକିଆ ହେଲେ ସେଇଠୁ ଧୋବା ଓ ବାରିକ ତାଙ୍କୁ ଖଟନ୍ତିନାହିଁ ଗୋଟିଏ ପୁଅ ପୋଲିଓ ଯୋଗୁଁ ଅକର୍ମଣ୍ୟ, ଅର୍ଥାଭାବରୁ ଦୁଇଟି ଝିଅଙ୍କ ବୟସ ଗଡ଼ିଯାଉଛି ବାହାଘର ପାଇଁ ଯେନତେନ ପ୍ରକାରେ…
ତାପସ ରଞ୍ଜନ ତ୍ରିପାଠୀ, ମନମଧୁପୁର, କେନ୍ଦ୍ରାପଡା ( ମତାମତ - 5ଟି )
ସୁଖରାମ ଗୋଟେ ଛୋଟକାଟର ଦାର୍ଶନିକ ଥିଲା, ସେ ଅଳ୍ପବହୁତେ ଜୀବନ, ମୃତ୍ୟୁ ଓ ଈଶ୍ବର ଆଦି ସଂପର୍କରେ ନିଜସ୍ବ ବିଚାରଟିଏ ସ୍ଥିର କରିସାରିଥିଲା ଏଣୁ ତାକୁ ଦୁଃଖ ଓ ସୁଖ ଏକା ରକମର ସ୍ବାଦ ଦେଇପାରୁଥିଲେ ଦିନେ ସେ ଯେ ସତକୁସତ…
ସତ୍ୟପ୍ରିୟ ମହାଳିକ ( ମତାମତ - 5ଟି )
ଅଧିକାରକୁ ସାବ୍ୟସ୍ତ କରିବାକୁ ପଡେ ତାକୁ ସୃଷ୍ଟି କରିବାକୁ ପଡେ ତାର କ୍ଷେତ୍ରକୁ ସଂପ୍ରସାରିତ କରିବାକୁ ପଡେ ବିନା ସଂଗ୍ରାମରେ, ବିନା ସେବାରେ, ବିନା ଦାନରେ ସେ ଅଧିକାର ମିଳେ କାହାକୁ ? ଅଧିକାର ମାଗିଲେ ମିଳେ ନାହିଁ- ତାକୁ ଛଡେଇ…
ଅଶୋକ ପ୍ରଧାନ, ଭୁବନେଶ୍ବର ( ମତାମତ ଦିଅନ୍ତୁ →
ସମୟ କେତେ ଜିନିଷ ବଦଳେଇ ଦିଏ ଗୋଟିଏ ସମୟରେ ଯାହା ଅତି ମୂଲ୍ୟବାନ୍ ମନେ ହେଉଥିଲା, ଆଜି ତାହା ସାଧାରଣ ହୋଇଗଲାଣି ପୁଣି ଗୋଟେ ସମୟରେ ଯାହା ନିହାତି ସାଧାରଣ ମନେ ହେଉଥିଲା, ଆଜି ତାହାହିଁ ମନେ ହୁଏ ଅତି ମୂଲ୍ୟବାନ୍…
ମୃଣାଳ ( ମତାମତ - 7ଟି )
ସହର ମଝି ଓଭରବ୍ରିଜ୍ କାନ୍ଥ ସନ୍ଧିରେ ଉଠିଥିଲା ଦେଢ ଫୁଟିଆ ଖଜୁରୀ ଗଛଟେ କିଛି ଦିନ ହେବ ବାଇଚଢେଇଟିଏ ବସା ବାନ୍ଧି ରହିଛି ସେ ଗଛରେ ଆଉ କୋଉଠି ସେ ରହିଥାନ୍ତା ଏଡେ ବଡ ସହରଟାରେ! ନଡିଆ କି ଖଜୁରୀ…
ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଭୁବନେଶ୍ବର ( ମତାମତ - 4ଟି )
ଗାଁ ମୁଣ୍ଡରୁ ବାହାରି ଅଙ୍କାବଙ୍କା ରାସ୍ତାଟି ଯେଉଁଠି ଉତ୍ତରପଟକୁ ବୁଲିଯାଇଛି, ଠିକ୍ ସେଇଠି ପୂର୍ବପଟେ ରାସ୍ତାକୁ ଲାଗି ଗୋଟାଏ ବିରାଟ ଦଣ୍ଡା ବର୍ଷାଦିନେ ଗାଁର ଗୋରୁଗାଈ ସେଇଠି ଚରନ୍ତି ଦଣ୍ଡାର ଗୋଟାଏ ପଟେ ପ୍ରକାଣ୍ଡ ବରଗଛ ସେହି ବରଗଛର ବଡବଡ ଓହଳରେ…
ଡ. ଅଭିମନ୍ୟୁ ବରାଳ, ସାକ୍ଷୀଗୋପାଳ ( ମତାମତ - 6ଟି )
କଲିଂବେଲ୍ରେ ହାତ ଦେବାବେଳକୁ ଘର ଭିତରୁ କୁନାର ଚିତ୍କାର ଶୁଭୁଥିଲା ଆଖିବୁଜା ପାହାର ପାହାର ମାଡ ବସୁଛି କୁନା ଚିତ୍କାର କରୁଛି ଜୀବନ ବିକଳରେ ବାପାଙ୍କର ଗୋଟେ ଅଙ୍ଗ ଅଚଳ ଓ ସେ ଶ୍ବାସ ବେମାରୀ ମୁନା ବୋଧେ ବାହାରେ ଖେଳୁଛି…
ଦୁର୍ଗା ପଟ୍ଟନାୟକ, ଭୁବନେଶ୍ବର ( ମତାମତ - 3ଟି )
ଆଜିକାଲି ବହୁତ ଡେ ପାଳନ କରାଯାଉଛି ଫାଦରସ୍ ଡେ, ମଦରସ୍ ଡେ, ଡକ୍ଟରସ୍ ଡେ, ଚିଲ୍ଡ୍ରେନ୍ସ ଡେ, ଭ୍ୟାଲେଣ୍ଟାଇନ୍ ଡେ ପୁଣି ପରିବେଶ ଦିବସ, ସ୍ବାସ୍ଥ୍ୟ ଦିବସ, ସମ୍ପ୍ରୀତି ଦିବସ ଇତ୍ୟାଦି ବର୍ଷର ଆଉ ବେଶୀ ଦିନ ଖାଲି ନାହିଁ, ସବୁଦିନ…
ମୃଣାଳ ( ମତାମତ - 6ଟି )
ଜାତିସଂଘ ଉଦ୍ଦ୍ୟେଶିକାରେ ଆଉ ଗୋଟିଏ ପଦ ଯୋଡାଯାଇଥିଲେ ବିଶ୍ବ ଲୋକସଂଖ୍ୟାର ପାଖାପାଖି ଅଧେ, ଅର୍ଥାତ୍ ପୁରୁଷ ଜାତି ଉପକାର ପାଇଥାନ୍ତେ ତାହା ହେଲା, ନିଜ ରୂପ ଆକର୍ଷଣୀୟ ଦେଖାଯିବା ମଧ୍ୟ ଏକ ମାନବାଧିକାର ବିଶ୍ବ ସମତା ପ୍ରତିଷ୍ଠା ଦିଗରେ…
ରବି କାନୁନ୍ଗୋ ( ମତାମତ - 2ଟି )
ବା ଘର ଘର ବୁଲି ଦାଢିମାଙ୍କୁଡି କଟାକଟି କରୁଥିବାବେଳେ ଛୁଞ୍ଚିଆ ବି ସାଙ୍ଗରେ ଯାଉଥିଲା କିନ୍ତୁ ସାପ ମନ୍ତ୍ର ଜଣା ନ ଥିବାରୁ ଖାଲି ନଖ କାଟିବା ତାଦ୍ବାରା ସମ୍ଭବ ହେଉଥିଲା ସେତେବେଳେ ଛୁଞ୍ଚିଆ ଅଣ୍ଡାଟେ ଥିଲା …
କମଳାକାନ୍ତ ଜେନା ( ମତାମତ - 10ଟି )