ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସ୍ମୃତିକୁ ନ ଦେଖିଲା ଯାଏ ମୋର ଗୋଟିଏ ଧାରଣା ଥିଲା ଯେ, ରାସ୍ତାଘାଟରେ ଆଖିକୁ ସୁନ୍ଦର ଦିଶୁଥିବା କଥାକଥିତ ସୁନ୍ଦରୀ
ଗୌତମବୁଦ୍ଧ ଦାଶ ( ମତାମତ - 27ଟି )
ଦେଖିବାକୁ ଗଲେ ଆଦୌ କଷ୍ଟକର କାମ ନୁହେଁ ବାଳ ପ୍ରମାଣେ ସୂତାଟାର ବା ଜୋର କେତେ? କିନ୍ତୁ ପରିସ୍ଥିତି ଦେଖ, ପୋଷାକ ସିଲେଇ ରିଲ୍ ସୂତା ଖଣ୍ଡକରେ କେମିତି ଗୋଟେ ଥୁଣ୍ଟା
ଗିରି ଦଣ୍ଡସେନା ( ମତାମତ - 6ଟି )
ମୋ ଟେବୁଲ୍ ଉପରେ ଭିଜିଟିଂ କାର୍ଡ଼ଟି ଦେଖି ମୁଁ ବିସ୍ମିତ ହେଲି ଭିଜିଟିଂ କାର୍ଡ଼ ଦେଖି ମୁଁ ଜଣଜଣକୁ ଡାକି ବିଦା କରୁଥାଏ ସପ୍ତାହକୁ ଗୋଟିଏ ଦିନ ଶନିବାର ସରକାରଙ୍କ ନିୟମ ଅନୁସାରେ ସର୍ବସାଧାରଣଙ୍କୁ ସାକ୍ଷାତ ଦେଇ ତାଙ୍କ ହାରିଗୁହାରି ଶୁଣିବାକୁ…
ଭୂପେନ୍ ମହାପାତ୍ର ( ମତାମତ - 8ଟି )
ଶ୍ୟାମଳୀର ଦୁଃଖସୁଖର ଜୀବନ ଲାଗିଥାଏ ଯେତିକି ବର୍ଷା ବତୁରାଇ ଦେଉଥାଏ, ସେତିକିକୁ ଖରା ଶୁଖାଇ ଦେଉଥାଏ ଭଲ ଲାଗୁଥାଏ ଜୀବନ ସବୁବେଳେ ତା’ସହ ଜଡ଼ିତ ଥାଏ ଶ୍ବେତାମ୍ବର ଜୀବନରେ ଏତେ ଖୁସି ଥାଏ ଯାହାର ମାପି ହେଉ ନଥାଏ ଦୂରତା, ଦୈର୍ଘ୍ୟ,…
କାଶୀନାଥ ନନ୍ଦୀ ( ମତାମତ - 7ଟି )
ତିନିଜଣ ବିଦେଶୀ ଏବଂ ଜଣେ ଭାରତୀୟ ସେଦିନ ରାଜଧାନୀ ଏକ୍ସପ୍ରେସ୍ର ଏକ ଏ.ସି. ଫାଷ୍ଟକ୍ଲାସ୍ କମ୍ପାର୍ଟମେଣ୍ଟରେ ଏକତ୍ର ଯାତ୍ରା କରୁଥିଲେ ପ୍ରଥମେ କମ୍ପାର୍ଟମେଣ୍ଟକୁ ଆସିଥିଲେ ଭାରତୀୟ ଯାତ୍ରୀ ଜଣକ ଶ୍ୟାମଳ, ଶ୍ମଶ୍ରୁଳ, ମଧ୍ୟବୟସ୍କ ଏବଂ ମଧ୍ୟମ ସ୍ବାସ୍ଥ୍ୟର ଅବୟବଧାରୀ ଏହି ଯାତ୍ରୀ…
କୃପାସାଗର ସାହୁ ( ମତାମତ - 22ଟି )
ଠନ୍ ଠନ୍ ଠନ୍ ସାରା ସଂସାରଟା ଶୋଇଗଲା ପରେ ଦରୱାନ ରାତି ଅଧରେ ସମୟ ଅନୁଯାୟୀ ବାରଥର ଆଉ ଏଗାରଥର କରି ଘଣ୍ଟା ବାଡ଼ାଏ ଓ! କି ବିରକ୍ତିକର ଆଉ ଭୟାନକ ଶବ୍ଦ ସିଏ ରେସିଡ଼େନ୍ସିଆଲ ସ୍କୁଲ ମୁଁ ରାତି ଅଧରେ…
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ( ମତାମତ - 13ଟି )
(୧) ସୁଖିରାମ ଭାରି ଗରିବ ତାର ଜମିବାଡ଼ି କିଛି ନାହିଁ ଦିନ ମଜୁରି କରି ଚଳେ ସେ ପ୍ରତିଦିନ ସକାଳେ ସେ ଗାଁରୁ ଚାଲି ଚାଲି ଆସି ସହର ଛକରେ ଠିଆ ହୁଏ ଯାହାର ଦରକାର ସେ ଆସି ତାକୁ କାମ…
ମୃଣାଳ ( ମତାମତ - 12ଟି )
ଆଖି ଲୁହକୁ ହାତ ପାପୁଲିରେ ପୋଛୁପୋଛୁ ବୁଦ୍ଧୁରାମ କହିଲା, ଦି,ଦି’ଟା ପିଲା ମ’ର ଖରାପ ହେଇଗଲେ ଏଇ ଛଅମାସ ଭିତରେ ବେଜୁଣୀ କହୁଚି, ଝିଅଟାକୁ ଦୁଷ୍ଟ ଡୁମା ନୁହେଁ, ଡାହାଣୀଟେ ଗୁଣି କରି ଦେଇଛି ପୂଜା ଠିକ୍ଠାକ୍ ହେଇଥିଲା, ବଳି ବି…
ଦେବେନ୍ଦ୍ର ମହାନ୍ତି ( ମତାମତ - 2ଟି )