ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ହାମର୍ ପୁର୍ନା ଗାଙ୍ଗ୍ପୁର୍ ରାଏଜ୍, ପୁରାନ୍ ଯୁଗର୍ ଦକ୍ଷିଣ କୋଶଳ୍ର ଭିତ୍ରେ ଥିଲା ବୋଲିକରି ଇତିହାସ୍ କହୁଛେ ରଜା ରାମର୍ ସରଗ୍ବାସୀ ହେଳା ଉତ୍ତାରୁ ସେ ରାଏଜର୍ ଶାସନ୍ ଭାର୍ ପୋ କୁଶର୍ ଭାଗେ ପଡ୍ଲା, ତାହାର୍ ରାଜ୍ଧାନୀ ଥିଲା ବିନ୍ଧ୍ୟ…
ଶରତଚନ୍ଦ୍ର ପାଣ୍ଡେ, ସୁନ୍ଦରଗଡ଼ ( ମତାମତ - 19ଟି )