ନବ ପ୍ରତିଭା

ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ
ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ଗଳ୍ପ

 ୧ରାୟବାହାଦୁରଙ୍କ ବାହାଦୁରି

ବିଜୟ ମିଶ୍ର

କଥାଟି ଭାରତରେ ଇଂରେଜ ଶାସନ ଶେଷ ହେବାର କିଛି ବର୍ଷ ପରର| ସମସ୍ତ କ୍ଷୁଦ୍ର ଓ ବୃହତ‌୍‍ ରାଜ୍ୟ, ଗଡ଼ଜାତ ରାଜ୍ୟ ଏବଂ ଜମିଦାରମାନଙ୍କ ଜମିଦାରୀ ସରକାରଙ୍କ ଅଧିନସ୍ଥ ହୋଇସାରିଥିଲା|

ବିଜୟ ମିଶ୍ର  ( ମତାମତ - 11ଟି )

 ୨ଝଡ଼ର ପରାଜୟ

କନକଲତା ସାହୁ

ଦିବସରେ କ’ଣ ସବୁ ପୁରସ୍କାର ପାଇଲେ୤ ମାସେ ପରେ ତାଙ୍କ ଲମ୍ବା ଦାଢ଼ୀ ଦେଖି ସମସ୍ତେ କହିଲେ, ଗୋପବନ୍ଧୁ ଆସିଲେ୤ ପ୍ରଶାନ୍ତଙ୍କୁ ଦେଖି ଯେତିକି ଦୁଃଖ ଲାଗୁଥିଲା, ସେତିକି ଖୁସି ବି ଲାଗୁଥିଲା ସୁନନ୍ଦାଙ୍କୁ୤ ଯାହା ହେଉ ସତରେ ସୌଭାଗ୍ୟ ୤

କନକଲତା ସାହୁ  ( ମତାମତ - 8ଟି )

 ୩ଗମ୍ଭାରୀ ଗଛ

ଅମରେଶ ବିଶ୍ବାଳ

ବିଛଣାରେ ପଡି ପଡି ଶମ୍ଭୁନାଥ ବିଳିବିଳି ହେଉଥିଲେ୤ ଅସ୍ପଷ୍ଟ ପାଟିରେ ପୁଅକୁ କହୁଥିଲେ, ଗମ୍ଭାରୀ ଗଛଟାକୁ ଆଇତିରେ ରଖିଥିବୁରେ ବେନୁଆ, ସେଇଟା ତୋ ବୋଉର ଶେଷ ସନ୍ତକ୤ ଗଲାବେଳେ କାନ୍ଦି କାନ୍ଦି କହିଥିଲା, ବେନୁଆକୁ ଯେମିତି ଯତ୍ନରେ ପାଳିବ, ସେ ଗମ୍ଭାରୀ…

ଅମରେଶ ବିଶ୍ବାଳ  ( ମତାମତ - 25ଟି )

 ୪ମୁଁ ତୁମକୁ ଭଲପାଏ

ଆଶିଷ କୁମାର କର

ମୁମ୍ବାଇ ନଗରୀ୤ ଭାରତବର୍ଷର ସବୁଠୁ ବଡ଼ ସହର୤ ହୋଇପାରେ ଦିଲ୍ଲୀ ଭାରତର ରାଜଧାନୀ, କିନ୍ତୁ ମୁମ୍ବାଇ ଭାରତର ବାଣିଜ୍ୟିକ ରାଜଧାନୀ୤

ଆଶିଷ କୁମାର କର  ( ମତାମତ - 22ଟି )

 ୫ସହବାସ

ସହଦେବ ସାହୁ

ଅନୁପମାର ପ୍ରସ୍ତାବ ଚକିତ କରିଥିଲା ସୁବ୍ରତକୁ୤
ସୁବ୍ରତ ଓ ଅନୁପମା ଗୋଟିଏ ଆପାର୍ଟମେଣ୍ଟରେ ଅଲଗା ଅଲଗା ଫ୍ଲାଟରେ ରହୁଥିଲେ୤

ସହଦେବ ସାହୁ  ( ମତାମତ - 32ଟି )

 ୬ଝଡ଼ର ଗତିପଥ

ମନୋଜ ଦାସ

ହୁ-ହୁ ବତାସ୤ ଯେମିତି ଯୁଗଯୁଗାନ୍ତର ପାତାଳପୁରୀର ଏକ ନିଷିଦ୍ଧ ଅଞ୍ଚଳରେ ଯାଦୁଫରୁଆଟିଏ ଭିତରେ ସେ ରହିଥିଲା ବନ୍ଦୀ ହୋଇ, ହଠାତ୍‌ ମୁକ୍ତି ପାଇ ତା’ର ଅସୀମ ଗନ୍ତବ୍ୟମାର୍ଗରେ ବରାବର ବିଶ୍ବର ସମସ୍ତ କିଛିକୁ ଚୂର୍ଣ୍ଣୀଭୂତ କରି ଉଡ଼ାଇ ନେଇଯିବାକୁ ଚାହେଁ୤

ମନୋଜ ଦାସ  ( ମତାମତ - 11ଟି )

 ୭ନାମ ଫଳକ

କମଳା ଶତପଥି

ଦୀର୍ଘବର୍ଷର ଲୀଳାଖେଳା ସାରି ଆଜି ହଠାତ୍‌ ସକାଳୁ ସକାଳୁ ଏ ଇହଧାମ ତ୍ୟାଗ କଲି ମୁଁ୤

କମଳା ଶତପଥି  ( ମତାମତ - 14ଟି )

 ୮ସ୍ମାରକ

ବିଜୟ ମିଶ୍ର

ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରକୁ ପ୍ରତିଦ୍ବନ୍ଦିତାର ଆହ୍ବାନ ଦେଇ ଗାଁର ସେ ପୁରାତନ ବଟବୃକ୍ଷଟା ଛାୟା ପ୍ରଦାନପୂର୍ବକ ପଞ୍ଚ ପରମେଶ୍ବରଙ୍କୁ ସନ୍ତୁଷ୍ଟି ଦେଉଥିଲା୤

ବିଜୟ ମିଶ୍ର  ( ମତାମତ - 2ଟି )

 ୯ବାପା

ବର୍ଷା ଆସିଲେ ହିଁ ନିତ୍ୟାନନ୍ଦଙ୍କର ମନ ଭିତରଟା ଗୋଟାପଣେ ଓଦା ହୋଇଯାଏ୤

ଅରବିନ୍ଦ ରାୟ  ( ମତାମତ - 12ଟି )

୧୦ମାଧୁରୀ,ଇଶ୍ବର ଓ ଚାକିରୀ

ମାଧୁରୀ ଦିକ୍ଷିତ-ବମ୍ବେର ଅପହଞ୍ଚ ସିନେମା ତାରକା, ଅଥଚ ଅବିନାଶର ନିଃସଙ୍ଗତାର ଚିରସାଥୀ୤

ଲଳିତା ଖଣ୍ଡା  ( ମତାମତ - 12ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ପ୍ରାବନ୍ଧିକ ବିଦେଶୀ mother's day ର ଆବେଗ ହୀନତା ଏବଂ ଆମ ସାଂସ୍କୃତିକ ମାତୃ ଦିବସ ପାଳନ ର ମହନୀୟତା ର ତୁଳନାତ୍ମକ…
    ( Upendra Nath Paramaguru )
  • ଗଳ୍ପ ବହୁତ ସୁନ୍ଦର ଲାଗିଲା l ଭାଷା ,ଉପସ୍ଥାପନା ଶୈଳୀ ଉଚ୍ଚ କୋଟିର ଧନ୍ୟବାଦ
    ( Upendranath paramaguru )
  • ଗପଟି ଭଲ ଲାଗୁଛି ଗଛ ସହିତ ମଣିଷର ଅବେଗକୁ ସଂଯୋଗ କରି ତାର ଦୀର୍ଘ ଜୀବନ କାମନା କରିବା କେତେ ଯେ ହୃଦୟ ସ୍ପର୍ଶି ତାହା…
    ( Silu Naik )