ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ପ୍ରଚ୍ଛଦ

୪୧୧୦ ଦିନ ବ୍ୟାପୀ ଅଷ୍ଟାଦଶ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଅନୁଷ୍ଠିତ

ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ଏବଂ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ, କଟକ ପୁରୀ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଉଦ୍ୟମରେ ଦଶଦିନ ବ୍ୟାପି ଅଷ୍ଟାଦଶ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦ୍‌ଯାପିତ ହୋଇଯାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୪୨ନାରୀସତ୍ତାର ସ୍ବଚ୍ଛ ରୂପ କବି ପ୍ରତିଭା ଶତପଥୀଙ୍କ ସହ ସାକ୍ଷାତକାର

ଜଣେ ନିଆରା କବି ଭାବେ ପରିଚିତ ପ୍ରତିଭା ଶତପଥୀ ଓଡ଼ିଆ ସାହିତ୍ୟରେ ଜଣେ ପ୍ରତିଷ୍ଠିତ ଲେଖିକା୤ ଓଡ଼ିଆ କବିତାରେ ଏକ ନୂତନ ଭାବଧାରା ସୃଷ୍ଟି କରିଥିବା କବି ପ୍ରତିଭା ଶତପଥୀ ଏକାଧାରରେ ଜଣେ କବି, ସମୋଲୋଚନା ସାହିତ୍ୟ ଲେଖିକା ଏବଂ ଅନୁବାଦିକା ଭାବେ ସୁପରିଚିତ୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 2ଟି )

୪୩କବି ଓ ନାଟ୍ୟକାର ହରିହର ମିଶ୍ରଙ୍କ ସହ ସାକ୍ଷାତକାର

ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଲେଖନୀ ଚାଳନାରେ ସିଦ୍ଧହସ୍ତ ହରିହର ମିଶ୍ର ୭୧ବର୍ଷ ବୟସରେ ମଧ୍ୟ ବେଶ୍ ଚଳଚଞ୍ଚଳ୤ ଜଣେ କବି ଗାଳ୍ପିକ ଏବଂ ଅନୁବାଦକ ଭାବେ ସୁଖ୍ୟାତି ଲାଭ କରିଥିବା ଶ୍ରୀ ମିଶ୍ର ଜଣେ ନାଟ୍ୟକାର ଭାବେ ମଧ୍ୟ ସୁପରିଚିତ୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୪୪ରାଜଧାନୀ ପୁସ୍ତକ ମେଳା ଆରମ୍ଭ : ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନ ପାଇଁ ଗଜପତି ମହାରାଜଙ୍କ ଆହ୍ବାନ

ଶିକ୍ଷା ସମାଜ ଓ ବ୍ୟକ୍ତିର ଦର୍ପଣ ସଦୃଶ୤ ତେଣୁ ଅଧିକ ସଂଖ୍ୟାରେ ଜ୍ଞାନ ଆହରଣ କରିବାକୁ ହେଲେ ଅଧିକ ପୁସ୍ତକ ଅଧ୍ୟୟନ କରିବାର ଅବଶ୍ୟକ ରହିଛି ବୋଲି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ପ୍ରକାଶ କରିଛନ୍ତି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 2ଟି )

୪୫ସମାଜର ଉନ୍ନତି ଦିଗରେ ହାସ୍ୟବ୍ୟଙ୍ଗ ସାହିତ୍ୟିକଙ୍କ ରଚନା ଗୁରୁତ୍ବପୂର୍ଣ୍ଣ

ଇସ୍ପାତ ସହରରେ ଫତୁରାନନ୍ଦ ସ୍ମୃତି କମିଟି ଏବଂ ହାସ୍ୟବିକାଶ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ ରାଉରକେଲା : ବ୍ୟଙ୍ଗ ପଛରେ ସମାଜ ସଂସ୍କାର ଭଳି ମହତ୍‌ ଓ ଅର୍ନ୍ତନିହିତ ଉଦ୍ଦେଶ୍ୟ ରହିଥାଏ ଏବଂ ବ୍ୟଙ୍ଗ ସାହିତ୍ୟିକମାନେ ସମାଜ ସଂସ୍କାର ଉଦ୍ଦେଶ୍ୟରେ ତ୍ରୁଟି…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୪୬ବିଶିଷ୍ଟ କବି ସୌଭାଗ୍ୟ ମିଶ୍ରଙ୍କ ସହ ସାକ୍ଷାତ୍‌କାର

ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ କାବ୍ୟକବିତାକୁ ଦିଗ୍‌ଦର୍ଶନ ଦେବାରେ କବି ସୌଭାଗ୍ୟ କୁମାରଙ୍କ ଭୂମିକା ଉଲ୍ଲେଖଯୋଗ୍ୟ୤ ଉତ୍ତର ଷାଠିଏ ଓଡ଼ିଆ କାବ୍ୟ କବିତାରେ ବାକ୍‌ଛଳ ସହିତ କାବ୍ୟିକ ଛନ୍ଦର ଯେଉଁ ନୂତନ ପରମ୍ପରା ଶୁଭାରମ୍ଭ ହୋଇଥିଲା ତାହାର ଉତ୍ତରଣ ଘଟିଛି ସୌଭାଗ୍ୟଙ୍କ କବିତାରେ୤ ରୋମାଣ୍ଟିକ୍‌ କାବ୍ୟ ଚେତନାର ସଫଳ ନିର୍ମାତା ସୌଭାଗ୍ୟ ମିଶ୍ରଙ୍କ …

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 3ଟି )

୪୭ଡକ୍ଟର ହରପ୍ରସାଦ ପରିଛା ପଟନାୟକ–ଅତିଥି ସମ୍ପାଦକ(ଓଡ଼ିଆସାହିତ୍ୟ ଡଟ୍ କମ୍)

ଉତ୍ତର ସତୁରୀରେ ଆଧୁନିକ ଓଡ଼ିଆ କବିତାର ଏକ ବଳିଷ୍ଠ, ସମ୍ବେଦନଶୀଳ ବୌଦ୍ଧିକ ଉଚ୍ଚାରଣ:ଡକ୍ଟର ହରପ୍ରସାଦ ପରିଛା ପଟନାୟକ୤ ଓଡ଼ିଆ ସାହିତ୍ୟ ଜଗତରେ ସେ’ ନିଜେ ହିଁ ନିଜର ବିକଳ୍ପ୤ ଆଧୁନିକତାର ଭୂମିରେ ଛିଡାହୋଇ ପରମ୍ପରାକୁ ଆଲିଙ୍ଗନ କରିବା କଳାରେ ଡକ୍ଟର ପରିଛା…

ଓଡ଼ିଆସାହିତ୍ୟ ପ୍ରବନ୍ଧକ  

୪୮ପାଠ୍ୟକ୍ରମକୁ ସରଳ କରିବା ପାଇଁ ଅନୁବାଦ ଜରୁରୀ

ଭୁବନେଶ୍ବର: ଭାଷା ହିଁ ଭାବ ବିନିମୟର ସର୍ବୋତ୍ତମ ମାଧ୍ୟମ୤ ମାତୃଭାଷା ଦ୍ବାରା ଯେତେ ସହଜରେ ଭାବର ଆଦାନ ପ୍ରଦାନ କରାଯାଇପାରିବ ତାହା ଅନ୍ୟକୌଣସି ଭାଷା ମାଧ୍ୟମରେ ସମ୍ଭବ ନୁହେଁ୤ ତେଣୁ ଓଡ଼ିଆ ଭାଷାର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଆମକୁ ବିଭିନ୍ନ ଅନ୍ୟ ଭାଷାର ପୁସ୍ତକଗୁଡ଼ିକୁ ବ୍ୟାପକ ସଂଖ୍ୟାରେ ଓଡିଆରେ ଅନୁବାଦ କରାଯିବା ଉଚିତ୍୤ ସ୍ଥାନୀୟ ପୁସ୍ତକ ଭବନଠାରେ ଓଡିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ପକ୍ଷରୁ “ଉଚ୍ଚଶିକ୍ଷା ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଅନୁବାଦର ଭୂମିକା” ଶୀର୍ଷକରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉପରୋକ୍ତ ମତ ପ୍ରକାଶ ପାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 3ଟି )

୪୯ଶ୍ରୀ ଜଗନ୍ନାଥଙ୍କ ଅଣସର ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନର ମାହାତ୍ମ୍ୟ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ବା ଅନବସର ସମୟରେ ବ୍ରହ୍ମଗିରିସ୍ଥ ଶ୍ରୀ ଅଲାରନାଥ ଦେବଙ୍କ କଥା ସମସ୍ତଙ୍କର ମନେପଡ଼େ୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 31ଟି )

୫୦ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ

ଗତ ୪ ତାରିଖ ଦିନ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୦୭-୨୦୦୮ ଏବଂ ୨୦୦୮ – ୨୦୦୯ ବର୍ଷ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ