ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ପ୍ରଚ୍ଛଦ

୩୧ଓଡ଼ିଶାରେ ସ୍ଥାପିତ ହେବ ଏନ୍‌ବିଟି ଆଞ୍ଚଳିକ କାର୍ଯ୍ୟାଳୟ

୧୯୫୭ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ସ୍ବତନ୍ତ୍ର ଅନୁଷ୍ଠାନ ଭାବେ ସ୍ଥାପିତ ହୋଇଥିବା ନେସ୍‌ନାଲ୍ ବୁକ୍ ଟ୍ରଷ୍ଟ(ଏନ୍‌ବିଟି) ଓଡ଼ିଶାରେ ଏକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବ ବୋଲି ସୂଚନା ମିଳିଛି୤ ପୂର୍ବରୁ ଏହି ସଂସ୍ଥାର ତିନୋଟି ଆଞ୍ଚଳିକ କାର୍ଯ୍ୟାଳୟ କୋଲ୍‌କାତା, ବାଙ୍ଗାଲୋର ଓ ମୁମ୍ବାଇରେ ରହିଥିଲାବେଳେ ଖୁବ୍ ଶୀଘ୍ର ଭୁବନେଶ୍ବର, ହାଇଦ୍ରାବାଦ ଓ ଗୋଆ ଠାରେ ତିନୋଟି ଶାଖା କାର୍ଯ୍ୟାଳୟ ଖୋଲିବାର ଯୋଜନା ରହିଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୩୨ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ

ବାରମାସର ତେର ପର୍ବ ପାଳିତ ହେଉଥିବା ଓଡ଼ିଶାରେ ରଜ ହେଉଛି ଏକ ଅନନ୍ୟ ପର୍ବ| ରାଜ୍ୟର କେନ୍ଦୁଝର, ବାଲେଶ୍ବର, ମୟୁରଭଞ୍ଜ, ଗଞ୍ଜାମ, ସମ୍ବଲପୁର, ସୁନ୍ଦରଗଡ଼ ସମେତ ଉପକୂଳ ଅଞ୍ଚଳର ପ୍ରାୟ ସମସ୍ତ ଜିଲ୍ଲାରେ ଜ୍ୟେଷ୍ଠ ମାସର ଶେଷ ଓ ଆଷାଢ଼ ମାସର ଆରମ୍ଭକୁ ମିଶାଇ ପାଳିତ ହୋଇଥାଏ ଏହି ତିନିଦିନିଆ ପର୍ବ୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୩୩ଗାଳ୍ପିକ ଭୂପେନ ମହାପାତ୍ରଙ୍କ ସହିତ ସାକ୍ଷାତକାର

ଜଣେ ଗାଳ୍ପିକ, ଔପନ୍ୟାସିକ ଓ ଅନୁବାଦକ ସହିତ ଜଣେ ମୁକ୍ତ ବୃତ୍ତି ସ୍ତମ୍ଭକାର ଭାବେ ଭୂପେନ ମହାପାତ୍ର ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ୤ ଏହା ବ୍ୟତୀତ ଅନେକ ସାହିତ୍ୟ ଅନୁଷ୍ଠାନ ସହିତ ଶ୍ରୀ ମହାପାତ୍ର ମଧ୍ୟ ପ୍ରତ୍ୟେକ୍ଷ ଭାବେ ଜଡ଼ିତ୤ ତାଙ୍କର ଏକାଧିକ ଗଳ୍ପପୁସ୍ତକ ସହିତ ଉପନ୍ୟାସ, ଭ୍ରମଣ କାହାଣୀ ଓ ଅନୁବାଦ ଆଦି ପ୍ରକାଶିତ ହୋଇ ପାଠକମାନଙ୍କ ଦ୍ବାରା ଆଦୃତ୤ ୭୭ ବର୍ଷ ବୟସରେ ମଧ୍ୟ ଶ୍ରୀ ମହାପାତ୍ର ସାହିତ୍ୟ ଚର୍ଚ୍ଚାରେ ବେଶ୍‌ ଚଳଚଞ୍ଚଳ୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୩୪ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଭାବ ବେଶ୍‌ ସୁଦୂର ପ୍ରସାରୀ

ଇସ୍ପାତ ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ଓଡ଼ିଆ ନବବର୍ଷ ଉପଲକ୍ଷେ ମହାବିଷୁବ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୩୫ମହାବିଷୁବ ସଙ୍କ୍ରାନ୍ତି ଓ ଓଡ଼ିଆ ନବବର୍ଷ

ବିଷ୍ଣୁପ୍ରିୟା ମହାପାତ୍ର

ମହାବିଷୁବ ସଙ୍କ୍ରାନ୍ତି ଦିନ ହେଉଛି ଓଡ଼ିଆ ନୂଆବର୍ଷର ପ୍ରଥମ ଦିନ୤ ସୌରମାନକ ମାସ ଅନୁସାରେ ତିଥି, ବାର ଇତ୍ୟାଦି ଗଣନା କରାଯାଏ୤ ଏହି ଗଣନା ଅନୁସାରେ ଆମେ ବାରମାସରେ ବାରଟି ସଙ୍କ୍ରାନ୍ତି ପାଳନ କରିଥାଉ୤ ଏହି ବାରଟି ସଙ୍କ୍ରାନ୍ତି ବାରଟି ରାଶିନାମରେ ନାମିତ ହୋଇଥାନ୍ତି, ଯଥା: ମେଷ, ବୃଷ……କୁମ୍ଭ, ମୀନ ଆଦି୤

ବିଷ୍ଣୁପ୍ରିୟା ମହାପାତ୍ର  ( ମତାମତ - 2ଟି )

୩୬ଓଡ଼ିଆସାହିତ୍ୟ ଡଟ୍‌ କମ୍‌ର ଭୁବନେଶ୍ବର ଶାଖା କାର୍ଯ୍ୟାଳୟ ଆରମ୍ଭ

ରାଉରକେଲା: ଓଡ଼ିଆ ଭାଷା ଓ ସାହିତ୍ୟକୁ ସମଗ୍ର ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଇଣ୍ଟରନେଟ୍‌ ମାଧ୍ୟମରେ ଏକ ଅନନ୍ୟ ପ୍ରୟାସ ଭାବେ ଆରମ୍ଭ ହୋଇଥିବା‌ ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ ପୋର୍ଟାଲ୍‌ ଏବେ ତୃତୀୟ ବର୍ଷରେ ପଦାର୍ପଣ କରିଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 8ଟି )

୩୭ଗାଳ୍ପିକା ଓ ଅନୁବାଦିକା ଅଳକା ଚାନ୍ଦଙ୍କ ସହ ସାକ୍ଷାତକାର

ଏକାଧାରରେ ଜଣେ ଲେଖିକା, ଅନୁବାଦିକା ଏବଂ ସଙ୍ଗୀତର ସାଧିକା ଭାବେ ଅଳକା ଚାନ୍ଦ୍‌ ଓଡ଼ିଆ ସାହିତ୍ୟ ଜଗତରେ ଏକ ପରିଚିତ ନାମ୤ ଅନୁବାଦ ସାହିତ୍ୟ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଇସ୍ପାତ ସହର ରାଉରକେଲାର ଶ୍ରୀମତୀ ଚାନ୍ଦ ନିଜ ଜୀବନର ୬୦ ବର୍ଷରୁ ଊର୍ଦ୍ଧ୍ବ ଅତିକ୍ରାନ୍ତ କରିଥିଲେ ସୁଦ୍ଧା ସାହିତ୍ୟ ଓ ସଙ୍ଗୀତ ସାଧନାରେ ଏବେ ମଧ୍ୟ ଚଳଚଞ୍ଚଳ୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୩୮ନାଟ୍ୟକାର ଡକ୍ଟର ରତ୍ନାକର ଚଇନିଙ୍କ ସହ ସାକ୍ଷାତକାର

ନାଟକ :- ଶେଷ ଅଶ୍ରୁ (୧୯୬୬), ଅସ୍ତରାଗର ଚନ୍ଦ୍ର (୧୯୬୭) ମଞ୍ଚନାୟିକା (୧୯୬୮), ରାଜହଂସ (୧୯୭୦) (ସର୍ବଭାରତୀୟ ପ୍ରତିଯୋଗୀତା, ଅହମ୍ମଦାବାଦରେ ପ୍ରଥମ-୧୯୭୨), ଅପଦେବତା (୧୯୭୩), ପୁନଶ୍ଚ ପୃଥିବୀ (୧୯୭୭), କଳଙ୍କିତ ସୂର୍ଯ୍ୟ (୧୯୭୪), (ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ) ମୁଖା…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୩୯ପୁସ୍ତକପଠନ ମନୁଷ୍ୟ ମନକୁ ଶାନ୍ତି ଦେଇଥାଏ- ସୁନ୍ଦରଗଡ଼ ଜିଲ୍ଲାପାଳ

ରାଉରକେଲା: କଲମରେ ଲେଖାଯାଇଥିବା ଲେଖା ଅମର ହୋଇଥାଏ୤ ବିଭିନ୍ନ ଶତାବ୍ଦୀରେ ଲେଖାଯାଇଥିବା ଉତ୍କୃଷ୍ଟ ସାହିତ୍ୟରୁ ତତ୍କାଳୀନ ସମାଜ, ସଂସ୍କୃତି, ପରମ୍ପରା ଏବଂ ଚଳଣି ବାବଦରେ ଜାଣିବାର ସୁଯୋଗ ମିଳିଥାଏ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ରୂପା ରୋଶନ ସାହୁ କହିଛନ୍ତି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 5ଟି )

୪୦କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁସ୍ତକ ମନୋନୟନ ବିବାଦ

ଓଡ଼ିଆ ଉପନ୍ୟାସ ‘ଅଚିହ୍ନା ବାସଭୂମି’ ପୁରସ୍କାର ଉପରେ ରହିତାଦେଶ କଟକ: ରାଜ୍ୟରେ ସମ୍ପ୍ରତି ସାହିତ୍ୟ ପୁରସ୍କାରକୁ ନେଇ ବିବାଦ ଘନେଇ ଥିବାବେଳେ ଏବେ ଉଚ୍ଚନ୍ୟାୟାଳୟରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ପୁସ୍ତକ ମନୋନୟନକୁ ନେଇ ମାମଲା ଯୋଗୁଁ ଏହି ପ୍ରସଙ୍ଗ ଅଧିକ ଘନୀଭୂତ…

ଓଡ଼ିଆସାହିତ୍ୟ ପ୍ରବନ୍ଧକ  ( ମତାମତ - 3ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ