ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
(୧) ସୁଖିରାମ ଭାରି ଗରିବ ତାର ଜମିବାଡ଼ି କିଛି ନାହିଁ ଦିନ ମଜୁରି କରି ଚଳେ ସେ ପ୍ରତିଦିନ ସକାଳେ ସେ ଗାଁରୁ ଚାଲି ଚାଲି ଆସି ସହର ଛକରେ ଠିଆ ହୁଏ ଯାହାର ଦରକାର ସେ ଆସି ତାକୁ କାମ…
ବିଶାଳ ଘଞ୍ଚ ବଣ ବଣ ଭିତରେ ଥାଆନ୍ତି ଜଣେ ସିଦ୍ଧ ଯୋଗୀ ଅନ୍ୟାନ୍ୟ ବହୁ ଜଙ୍ଗଲ ସହ ସେ ବଣଟି ବି କଟା ଚାଲିଥାଏ ନିର୍ବିଚାରରେ ବିଶ୍ବ ବନ ଦିବସରେ ପାଖ ସହରରେ ସଭାଟିଏ ହେଲା ମନ୍ତ୍ରୀ ଆସିଥିଲେ ତେଣୁ ସହରର…
ଆଗରୁ ପୂଜା ସିଜନ ଆସିଲେ ମଜା ଲାଗୁଥିଲା ମନ ଫୁର୍ତ୍ତି ଲାଗୁଥିଲା ମନରେ ଆନନ୍ଦ ଆସୁଥିଲା ଆଜିକାଲି ପୂଜା ସିଜନ ଆସିଗଲେ କିଛି ମଜା ଲାଗୁନି, ବରଂ ସଜା ପାଇଲା ଭଳି ଲାଗୁଛି ଆପଣ ପଚାରିବେ ତାହା କେମନ୍ତ ? କହୁଛି…
ବାବ୍ଲୁ ଖବରଟା ଦେଲା ମୁନା, ଶୁଣିଲୁଣି ହିମାଂଶୁଟା ପାଗ୍ଲା ହୋଇଗଲାଣି – ପାଗଳ ହୋଇଗଲାଣି? ସକାଳୁ ସକାଳୁ ଏମିତି ମର୍ମନ୍ତୁଦ ଖବରରେ ମୁଁ ଆବଶ୍ୟକ ମୁତାବକ ମର୍ମାହତ ହେଲି ହିମାଂଶୁ ଆମ ସାଙ୍ଗ ସେକ୍ରେଟାରିୟେଟ୍ରେ କିରାଣୀ ଚାକିରି କଲାଣି ତିନି ବର୍ଷ…
ସମୟ କେତେ ଜିନିଷ ବଦଳେଇ ଦିଏ ଗୋଟିଏ ସମୟରେ ଯାହା ଅତି ମୂଲ୍ୟବାନ୍ ମନେ ହେଉଥିଲା, ଆଜି ତାହା ସାଧାରଣ ହୋଇଗଲାଣି ପୁଣି ଗୋଟେ ସମୟରେ ଯାହା ନିହାତି ସାଧାରଣ ମନେ ହେଉଥିଲା, ଆଜି ତାହାହିଁ ମନେ ହୁଏ ଅତି ମୂଲ୍ୟବାନ୍…
ଆଜିକାଲି ବହୁତ ଡେ ପାଳନ କରାଯାଉଛି ଫାଦରସ୍ ଡେ, ମଦରସ୍ ଡେ, ଡକ୍ଟରସ୍ ଡେ, ଚିଲ୍ଡ୍ରେନ୍ସ ଡେ, ଭ୍ୟାଲେଣ୍ଟାଇନ୍ ଡେ ପୁଣି ପରିବେଶ ଦିବସ, ସ୍ବାସ୍ଥ୍ୟ ଦିବସ, ସମ୍ପ୍ରୀତି ଦିବସ ଇତ୍ୟାଦି ବର୍ଷର ଆଉ ବେଶୀ ଦିନ ଖାଲି ନାହିଁ, ସବୁଦିନ…