ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସନ୍ଥକବି ଭୀମ ଭୋଇଙ୍କ ଲେଖା

 ୧ଅଷ୍ଟକ ବିହାରୀ ଗୀତା

ସନ୍ଥକବି ଭୀମ ଭୋଇ

କଳି ଘୋଟିଲା ଚାରିଦିଗେ
ମୁଖେ ପ୍ରଭୁଙ୍କୁ ଡାକ ସର୍ବେ॥
କଥା ହେଲାଣି ଅସମ୍ଭାଳ
ଏ ପିଣ୍ଡ ପ୍ରାଣକୁ ସମ୍ଭାଳ॥
କାଳ ଯେ ଗୃହେ ପଶିଲାଣି
ରୋଗ ପରାୟ ଗ୍ରାସିଲାଣି॥

( ମତାମତ ଦିଅନ୍ତୁ →

 ୨ଶରୀରତତ୍ତ୍ୱ ଜ୍ଞାନ

ସନ୍ଥକବି ଭୀମ ଭୋଇ

ଶୁଣ ସୁଧିରେ ଭକ୍ତବୀର।
କହିବା ଶରୀରାର୍ଥ ସାର॥
ବ୍ରହ୍ମା ଯେ ନାଭି କମଳରେ।
ବାସ ତା ହୃଦୟ ମଣ୍ଡଳେ॥

( ମତାମତ - 4ଟି )

 ୩ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ସନ୍ଥକବି ଭୀମ ଭୋଇ

ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ୤ ଦାସପଣେ କିଣି ଅର୍ଦ୍ଧବାଟେ ଆଣି କିମ୍ପା ଏତେ ସରି କଲେ ୥୧୥ ନାହିଁ ମୋ ଭରସା ଉଡ଼ୁଛି ସହସା କି ବୁଦ୍ଧି କରିବି କହ୤ ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ…

( ମତାମତ - 9ଟି )

 
 
 

♦ ପାଠକୀୟ ମତାମତ