ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ବିଦ୍ୟୁତପ୍ରଭା ଦେବୀ
ଦିଲ୍ଲୀପ ଦାସ
ରମାକାନ୍ତ ରଥ
ମନମୋହନ ମିଶ୍ର
ତରୁଣକାନ୍ତି ମିଶ୍ର
ବାମାଚରଣ ମିତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଛୋଟରେ ବଡ଼
 |- ବିଦ୍ୟୁତପ୍ରଭା ଦେବୀ
 
 
ତା: ଅକ୍ଟୋବର୍ ୧୭, ୨୦୧୨  
 

ଛୋଟ ଛୋଟ ଫୁଲ ଛୋଟ ଛୋଟ ଶ୍ୟାମ ଘାସ
ଟିକି ଓଠଧାରେ ନାଲି ଗୁଲୁଗୁଲୁ ହାସ
ଛୋଟ ତରାଟିର ମିଟିମିଟି ଆଖି ଠାର
ଓଦା ଆଖିତଳେ ସରୁ ସରୁ ଲୁହ ଗାର
ଛୋଟ ପ୍ରଦୀପର ସ୍ମିଗ୍ଧ ସ୍ତିମିତ ଜ୍ୟୋତି
କଅଁଳ କୁସୁମ ଛୋଟ ହିମକଣା ମୋତି
ପ୍ରଜାପତି ଦେହେ ଟୋପିଟୋପି ଛୋଟ ଚିତା
ଛୋଟ ଧୂଳିକଣା ଛୋଟିଆ ବରଷା ଛିଟା

ଆଖି କହେ ଯାକୁ ସୃଷ୍ଟିରେ ଅତି ସାନ
ମନ ପାଏ ତହିଁ ବିରାଟର ସନ୍ଧାନ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିଦ୍ୟୁତପ୍ରଭା ଦେବୀ
ବିଦ୍ୟୁତପ୍ରଭା ଦେବୀ
ଜଣେ ଲୋକପ୍ରିୟ ନାରୀ କବି ଭାବେ ବିଦ୍ୟୁତପ୍ରଭା ଦେବୀ (୧୯୨୬-୧୯୭୭) ତାଙ୍କ ସମୟରେ ଜଣେ ପ୍ରତିଷ୍ଠିତ ଲେଖିକା ଭାବେ ପରିଚିତ ଥିଲେ୤ କବିତା ସହିତ ଶିଶୁମାନଙ୍କ ପାଇଁ ମଧ୍ୟ ସେ ଅନେକ ଲେଖା ଲେଖିଯାଇଛନ୍ତି୤ ତାଙ୍କର କବିତା ଗ୍ରନ୍ଥ ମଧ୍ୟରେ ‘ସବିତା ’, ‘ମରିଚିକା’, ‘କନକାଞ୍ଜଳି ’, ‘ସଞ୍ଚୟନ’ ‘ଝରା ଶିଉଳି’ ଆଦି ଅନ୍ୟତମ୤ ଶିଶୁ ସାହିତ୍ୟ ସଙ୍କଳନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ପୁରସ୍କାର ସହିତ କବିତା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ରଶ୍ମି |  ଅଗଷ୍ଟ୍ ୮, ୨୦୧୩ - ୮:୫୩ ଅପରାହ୍ନ

    କି ସୁନ୍ଦର ସଂରଚନା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )