ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାଳିନ୍ଦି ଚରଣ ପାଣିଗ୍ରାହୀ
ଦୟାନିଧି ମିଶ୍ର
ନୀଳମଣି ବିଦ୍ୟାରତ୍ନ
ସୁଶାନ୍ତ ଦାଶ
ଗୋପାଳ ଚନ୍ଦ୍ର ପ୍ରହରାଜ
ତ୍ରିନାଥ ସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭଜୁ କିନା ରାମ ନାମ
 |- ଯଶୋବନ୍ତ ଦାସ
 
 
ତା: ନଭେମ୍ବର୍ ୧୪, ୨୦୧୫  
 

ଭଜୁ କିନା ରାମ ନାମରେ ରାଜନ
ବୋଲୁ କିନା ରାମ ନାମ,
ଭଜି ନପାରିଲେ କୂଳ ଚନ୍ଦ୍ରମାରେ
ବାନ୍ଧି ନେବ କାଳ ଯମ ।

କି କରିବେ ତୋତେ ମାୟା ସ୍ତିରୀମାନେ
ମାୟାରେ ହୋଇଛୁ ଭୋଳ,
ଆଜି ମଲେ କାଲି ହେବ ଦୁଇ ଦିନ
ମିଥ୍ୟା ମାୟାରେ ଏ ସଂସାର।
ରାଜ କୁଳ ବଡ଼ ସୁଖ ଲୋ ଜନନୀ
ଯୋଗୀ କୁଳ ବଡ଼ ଦୁଃଖ,
ନ ଜାଣଇ ଯୋଗୀ ଖରା ଓ ବରଷା
ବୁଲି ମାଗୁଥାଇ ଭିକ।
ତୁହି ଯୋଗୀ ଘର ଗଲେରେ କୁମର
ମୋହର ପରମ ସୁଖ,
ଚାରି ଯୁଗେ ବଳା ହେବୁରେ ଅମର
ଚାହିଁଥିବି ତୋର ମୁଖ ।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଯଶୋବନ୍ତ ଦାସ
ଜଣେ କ୍ଷତ୍ରିୟ ଭାବେ ଚତୁର୍ଦ୍ଦଶ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିବା ଯଶୋବନ୍ତ ଦାସ ପରବର୍ତ୍ତୀ ସମୟରେ ସନ୍ୟାସୀ ହୋଇଯାଇଥିଲେ। ସେହି ସମୟରେ ସେ ଆଧ୍ୟାତ୍ମିକତା ଉପରେ ଏକାଧିକ ପୁସ୍ତକ ରଚନା କରିଥିଲେ, ଯାହା ଆଜି ମଧ୍ୟ ବେଶ୍‌ ଲୋକପ୍ରିୟ। ତାଙ୍କ ରଚନାଗୁଡ଼ିକ ମଧ୍ୟରେ ‘ଟୀକା ଗୋବିନ୍ଦ ଚନ୍ଦ୍ର’, ‘ଶିବ ସର୍ବୋଦୟ’, ‘ପ୍ରେମଭକ୍ତି’, ‘ବ୍ରହ୍ମ ଗୀତା’ ଆଦି ଅନ୍ୟତମ।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )
  • This story mesmerises my school days.. I miss those days. After a long time,I read it and I loved it…
    ( Shelly Pal )
  • ଖୁବ୍ ଭଲ ହୋଇଛି କବିତାଟି
    ( Santosh Barik )