ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ପାଞ୍ଚଟି ଅକ୍ଷରେ ନାମ ତାହାର,
ମଣିଷ ବସେ ତା ପେଟ ଭିତରେ
ତୃତୀୟ ପ୍ରଥମ ହେଲେ ଏକାଠି,
କ୍ଷିରୀ ଅନ୍ୟ ନାମ ହୁଏ ସେଇଟି,
ଦ୍ବିତୀୟ ଚତୁର୍ଥ ଥୋଇ-ଲେ ନେଇ,
ମିଛ ଶବଦର ବାମେ ବସେଇ
ପଞ୍ଚମ ଦ୍ବିତୀୟ ଏକାଠି ହେଲେ,
ମୋଟା ତେଲ ନାମ ବୁଝାଏ ଭଲେ
ଶେଷ ପହିଲାକୁ ଥୋଇ ପଢ଼ିବ,
ଲାଖ ଅନ୍ୟ ଅର୍ଥ ବୁଝାଉଥିବ
ପକ୍ଷୀ ନୁହେଁ ଯାଏ ଆକାଶେ ସିଏ,
ତା ନାଆଁ କହିବ ବୁଦ୍ଧିଆ ଯିଏ
ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?
୧. tanmayamishra | ଡିସେମ୍ବର୍ ୯, ୨୦୦୯ - ୧୧:୦୩ ପୂର୍ବାହ୍ନ
ଉଡାଜାହାଜ୨. ପ୍ରଭାତ ଚନ୍ଦ୍ର ପାତ୍ର999999 | ଅଗଷ୍ଟ୍ ୧୯, ୨୦୧୦ - ୩:୧୬ ପୂର୍ବାହ୍ନ
ବହୁତ ଧନ୍ୟବାଦ !