ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

ଚାରୋଟି ଅକ୍ଷରେ ନାମ ମୋହର (ଶବ୍ଦଧନ୍ଦା) ?
 ଶାଶ୍ବତ ଶେଖର ଷଡ଼ଙ୍ଗୀ, ସୁନ୍ଦରଗଡ଼
 
 
ତା: ଅକ୍ଟୋବର୍ ୧୫, ୨୦୦୯  
ମୂଳ ପୃଷ୍ଠାଶିଶୁ ସାହିତ୍ୟଶବ୍ଦଧନ୍ଦା
 

ଚାରୋଟି ଅକ୍ଷରେ ନାମ ମୋହର
ଛାତ୍ରଙ୍କ ପାଖରେ ମୋର ଆଦର
ପ୍ରଥମ ଦ୍ବିତୀୟ ଏକାଠି ହେଲେ
ଯୋଗଜନ୍ମାଙ୍କ ନାମକୁ ବୁଝାଏ ଭଲେ୤
ପ୍ରଥମ ଚତୁର୍ଥ ଯେବେ ଏକାଠି ହୁଏ
ଖ୍ରୀଷ୍ଟାବ୍ଦର ଅନ୍ୟ ଅର୍ଥକୁ ବୁଝାଏ୤
ଦ୍ବିତୀୟ ଚତୁର୍ଥ ମିଶିଲେ ଯାହା
ଅସୁସ୍ଥର ଇଂରାଜୀ ଶବ୍ଦଟି ତାହା
ସବୁ ରାସ୍ତାରେ ମୁଁ ଘୁରି ବୁଲଇ
ନାଆଁଟି ମୋହର ଦେବଟି କହି୤

ତୁଣ୍ଡ ବାଇଦ :
 
ଶାଶ୍ବତ ଶେଖର ଷଡ଼ଙ୍ଗୀ, ସୁନ୍ଦରଗଡ଼
author photo
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. skrathg  |  ଡିସେମ୍ବର୍ ୧୨, ୨୦୦୯ - ୮:୦୪ ପୂର୍ବାହ୍ନ

    ସାଇକଲ
  • ୨. tanmayamishra  |  ଜାନୁଆରୀ ୧୫, ୨୦୧୦ - ୧୨:୫୭ ପୂର୍ବାହ୍ନ

    ସାଇକଲ,
  • ୩. badri_1954  |  ଅଗଷ୍ଟ୍ ୧୩, ୨୦୧୦ - ୨:୪୫ ପୂର୍ବାହ୍ନ

    ଏକଦମ ବଢିଆ ହୋଇଛି, ବହୁତ ଭଲ ଲାଗୁଛି, କବିଙ୍କୁ ବହୁତ ଧନ୍ୟବାଦ
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤