ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଛୋଟିଆ ଚାରା
  ଶ୍ରୀମତୀ ପୁଷ୍ପଲତା ପାଣିଗ୍ରାହୀ, ସୁନ୍ଦରଗଡ଼
 
 
ତା: ଅକ୍ଟୋବର୍ ୧୫, ୨୦୦୯  
 

ଥିଲା ଏକ ଛୋଟିଆ ବିଜ
ମାଟି ଭିତରେ ରହି୤
ସେଇ ବିଜର ଭିତରେ ଥିଲା
ଛୋଟିଆ ଚାରା ଶୋଇ୤
ସେଇ ଚାରକୁ ଧୀରେ ପବନ
ଟିକିଏ ଛୁଇଁ ଦେଲା୤

ବରଷା ଜଳ ବୁନ୍ଦାକୁ ମୁନ୍ଦା
ତା ଦେହେ ଲାଗି ଗଲା୤
ସକାଳ ହେଲା ସୁରୁଜ ଆସି
ତା କାନେ ଦେଲା କହି୤
ଅଳସୀ ନୋହି ଆଖିଟି ଖୋଲି
ବାହାରି ଆସ ତୁହି୤

ଆଖିଟି ଖୋଲି ଅଳସ ଭାଙ୍ଗେ
ଛୋଟିଆ ସେହି ଚାରା
ନୂଆଁ ସକାଳ ନୂଆଁ ଶକତି
ତା ଦେହେ ହେଲା ଭରା୤
ଅଳସ ପଣ ଛାଡ଼ିଲା ତହୁଁ
ବାହାର ହେଲା ଚାରା୤
ବଡ଼ ସୁନ୍ଦର ନୂଆଁ ସଂସାର
ସତରେ କେତେ ତୋରା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶ୍ରୀମତୀ ପୁଷ୍ପଲତା ପାଣିଗ୍ରାହୀ, ସୁନ୍ଦରଗଡ଼
author photo
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. LOKANATH MAHANTA |  ସେପ୍ଟେମ୍ବର୍ ୨୩, ୨୦୧୧ - ୧:୫୧ ପୂର୍ବାହ୍ନ

    khoji khoji paili aji
    odiya sahitya padhili majji
    sata kahi baku gale
    mo jivanara rasa paichi aji

  • ୨. Ashok Kumar Panda |  ଜୁଲାଇ ୨୭, ୨୦୧୨ - ୩:୪୨ ପୂର୍ବାହ୍ନ

    Odia Kahibi Odia Lekhibi
    Odia Pua ti Muhin
    Maa Pari Bhala Paibi Tahaku
    Kahuchhi Khai Mun Dwahi

  • ୩. sapan kumar mikshra |  ଜୁନ୍ ୧୮, ୨୦୧୪ - ୧:୦୮ ପୂର୍ବାହ୍ନ

    Odia sahitya mor srbsresthha pasanda, ta bina mu rahiparena

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤