ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭ Back to Vote Screen

ଲେଖକ ଓ ଲେଖିକା

ଅଚ୍ୟୁତାନନ୍ଦ କର
ସନତ୍‌ ରାୟ
ଅମରେଶ ବିଶ୍ବାଳ
ମନୋରଞ୍ଜନ ପାଣିଗ୍ରାହୀ
ତ୍ରିନାଥ ସିଂହ
ଅନନ୍ତ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଏପ୍ରିଲ୍ ୧୩, ୨୦୧୦  
ମୂଳ ପୃଷ୍ଠାସାହିତ୍ୟ ଓ ସଂସ୍କୃତି
 

ଭୁବନେଶ୍ବର: ଓଡ଼ିଆ ଭାଷା ପରି ଆଜି ଓଡ଼ିଆ ଘରର ପର୍ବପର୍ବାଣୀ, ପିଠାପଣା, ବାର ମାସରେ ତେର ପର୍ବର ପ୍ରଚଳିତ କଥା ସମ୍ପ୍ରତି ଲୋପ ପାଇବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବନାହିଁ୤ ଖ୍ରୀଷ୍ଟିଆନମାନଙ୍କ ନୂଆବର୍ଷ ଜାନୁଆରୀ ୧ ତାରିଖଟିକୁ ପ୍ରତ୍ୟେକ ଓଡ଼ିଆ ବଡ ଧୁମ୍‌ଧାମ୍‌ରେ ପାଳନ କରୁଥିବା ବେଳେ ଖୁବ୍ କମ୍ ଓଡ଼ିଆ ଯେଉଁମାନେ ଜାଣିଥିବେ ପଣା ସଂକ୍ରାନ୍ତି (ଅପ୍ରେଲ ୧୪) ହେଉଛି ଓଡ଼ିଆ ନୂଆବର୍ଷ୤ ବାସ୍ତବରେ ଏପରି କଥା ଜଣେ ଓଡ଼ିଆ ପକ୍ଷେ ଯେତିକି ଦୁଃଖଦାୟକ, ସେତିକି ଲଜ୍ଜାଜନକ ମଧ୍ୟ୤ ତେଣୁ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଜଣାଇ ଆସନ୍ତା ୧୪ ତାରିଖ, ପଣା ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରିବା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରେରଣା’ ପକ୍ଷରୁ ସ୍ଥାନୀୟ ଓସମା ପରିସରରେ ଅନୁଷ୍ଠିତ ସଭାରେ ଆହ୍ବାନ ଦିଆଯାଇଛି୤

ପ୍ରେରଣାର ଅଧ୍ୟକ୍ଷ ଡଃ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡଃ. ବିମଳେନ୍ଦୁ ମହାନ୍ତି, କବି ମଙ୍ଗଳା ପ୍ରସାଦ ପ୍ରଧାନ, ସୁରଭି ଅନୁଷ୍ଠାନର ଗୁରୁ ପିତାମ୍ବର ବିଶ୍ବାଳ, ଅଭିନେତ୍ରୀ ଛନ୍ଦିତା ପ୍ରମୁଖ ବହୁ କଳାକାର, ନୃତ୍ୟଶିଳ୍ପୀମାନେ ଯୋଗଦେଇ ଇଂରାଜୀ ନବବର୍ଷ ସହ ଓଡିଆ ନବବର୍ଷ ପାଳନ ନିମନ୍ତେ ସମସ୍ତ ଓଡିଆଙ୍କୁ ଆହ୍ବାନ ଦେଇଥିଲେ୤ ଶେଷରେ ଏକ ଦୀପ ଶୋଭାଯାତ୍ରାରେ ସମବେତ ବ୍ୟକ୍ତିମାନେ ଜନ ଜାଗରଣ ସୃଷ୍ଟି ପାଇଁ ସହର ପରିକ୍ରମା କରିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤