ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସନ୍ୟାସୀ ନାୟକ
ନିତ୍ୟାନନ୍ଦ ମହାପାତ୍ର
ବ୍ରଜନାଥ ରଥ
ସନତ୍‌ ରାୟ
ଗୋଦାବରିଶ ମିଶ୍ର
ଉତ୍କଳମଣି ଗୋପବନ୍ଧୁ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମନମୋହନ ମିଶ୍ର ଗ୍ରନ୍ଥାବଳୀ(୨ୟ ଭାଗ)
 |- ଓଡ଼ିଆସାହିତ୍ୟ ପ୍ରେସ୍‌
 
 
ତା: ନଭେମ୍ବର୍ ୨୯, ୨୦୧୨  
ମୂଳ ପୃଷ୍ଠାପୁସ୍ତକ ପରିଚୟ
 


ସଙ୍କଳନ ଓ ସମ୍ପାଦନା : ରବି ଦାଶ
ପ୍ରକାଶକ : ବିଦ୍ୟାରତ୍ନ ପ୍ରକାଶନ, ତାରପୁର, ଜି. ଜଗତସିଂହପୁର
ମୂଲ୍ୟ : ୨୫୦ ଟଙ୍କା
ପୃଷ୍ଠା : ୩୯୬

ପ୍ରକାଶକ ଏବଂ ଅନ୍ୟାନ୍ୟ ପୁସ୍ତକ ବିକ୍ରେତାଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ୤

ଏକାଧାରରେ ଜଣେ ସାମ୍ବାଦିକ, ରାଜନେତା, ଶ୍ରମିକ ସଙ୍ଗଠକ ତଥା ବିଳ୍ପବୀ କବି ଭାବେ ପରିଚିତ ମନମୋହନ ମିଶ୍ରଙ୍କ ବିଭିନ୍ନ ଲେଖାକୁ ଏକାତ୍ରିତ କରି ରବି ଦାଶଙ୍କ ସମ୍ପାଦନାରେ ଏହି ଗ୍ରନ୍ଥାବଳୀ ପ୍ରକାଶିତ ହୋଇଛି୤ ମନମୋହନ ମିଶ୍ରଙ୍କ ଦ୍ବାରା ଓଡ଼ିଆ ଭାଷାର ବିକାଶ ପାଇଁ ଲିଖିତ “ଚଳିତ ଭାଷାର ପ୍ରୟୋଗ” ଓ “ଚଳନ୍ତି ଭାଷାର ବିଜ୍ଞାନ”କୁ ନେଇ ଏହି ସଙ୍କଳନଟି ବିଶେଷ ଭାବେ ସଂଗ୍ରହଣୀୟ ଅଟେ୤

ତିଳୋତ୍ତମା ସ୍ମରଣିକା-୨୦୧୨
ନାରୀ କବି ପରିଚିତି ବିଶେଷାଙ୍କ
ସଙ୍କଳକ : ବଳରାମ ଦାସ
ପ୍ରକାଶକ : ଶିଳ୍ପାଞ୍ଚଳ ଲେଖକ ସମାଜ
ମୂଲ୍ୟ : ଲେଖା ନାହିଁ
ପୃଷ୍ଠା : ୩୬

ପ୍ରକାଶକ ଏବଂ ସଙ୍କଳକଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ୤

ସୁନ୍ଦରଗଡ଼ ଜିଲ୍ଲାର ସାହିତ୍ୟିକମାନେ ସମଗ୍ର ରାଜ୍ୟର ପ୍ରତିଷ୍ଠା ଲାଭ କରିଛନ୍ତି୤ ଏହି କ୍ରମରେ ଜିଲ୍ଲାର ଶତାଧିକ ଲେଖିକାମନଙ୍କର ଫୋଟୋଚିତ୍ର ସହିତ ସେମାନଙ୍କର ଯୋଗାଯୋଗ ଠିକଣା ଆଦି ବିଷୟରେ ସୂଚନା ସମ୍ବଳିତ ଏହି ପୁସ୍ତକଟି ସଂଗ୍ରହଣୀୟ ଅଟେ୤

ପ୍ରୀତିନଈ ଆରପାରେ ଗାଁ
ଲେଖକ : ବିଜନ୍‌ ରାୟ
ପ୍ରକାଶକ : କାୟାକଳ୍ପ, ମଧୁପାଟନା, କଟକ – ୧୦
ମୂଲ୍ୟ : ୬୦ ଟଙ୍କା
ପୃଷ୍ଠା : ୧୦୪

ପ୍ରକାଶକ ଏବଂ ଲେଖକଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ୤

ବେଶ୍‌ କିଛିବର୍ଷ ହେଲା ବିଭିନ୍ନ ପତ୍ରପତ୍ରିକାରେ ବିଶେଷ କରି ରୋମାଣ୍ଟିକ୍‌ ଚେତନା ଉପରେ କବିତା ଲେଖୁଥିବା ବିଜନ୍‌ ରାୟଙ୍କ ପ୍ରଥମ କବିତା ସଙ୍କଳନ ହେଉଛି “ପ୍ରୀତିନଈ ଆରପାରେ ଗାଁ”୤ ମୋଟ ୬୫ଟି କବିତା ଏହି ସଙ୍କଳନରେ ସନ୍ନିବେଶିତ ହୋଇଛି୤ ପାଠକେ ଏହି କବିତାଗୁଡ଼ିକ ପଢ଼ି ଶ୍ରୀ ରାୟଙ୍କ କବିତା ଲେଖା ଶୈଳୀକୁ ଆଦୃତ କରିବେ ବୋଲି ଆଶା କରାଯାଏ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ବେଦବନ୍ଧୁ ମିଶ୍ର, ଭୁବନେଶ୍ବର୍ |  ଡିସେମ୍ବର୍ ୨୭, ୨୦୧୨ - ୧୦:୫୪ ପୂର୍ବାହ୍ନ

    ବହିର ପ୍ରାପ୍ତି ସ୍ଥାନ ବିଷୟରେ ସୂଚନା ଦେଲେ ପାଠକ ମାନେ ଉପକୃତ ହେବେ ୤ Aprant Software Win XP, Google Chrome ରେ କାମ ଦେଉନି ୤ ସେଥିପାଇଁ ବିହିତ ପଦକ୍ଷେପ ନେବେ ୤

  • ୨. ମହେଶ୍ ପ୍ରସାଦ ଦାଶ, ମାନାମା , ବାହାରିନ୍  |  ମାର୍ଚ୍ଚ୍ ୨୭, ୨୦୧୩ - ୧୨:୧୬ ପୂର୍ବାହ୍ନ

    ଓଡିଆ ଭାଇ ଓ ଭଉଣୀ ମାନଙ୍କୁ,

    ହୋଲି ର ଶୁଭ ଅବସର ରେ ଅନ୍ତରିକ ସୁଭେତ୍ସ୍ୟା

    –ମହେଶ ଓ ଲିପ୍ସା
    ଅଭିନନ୍ଦନ ହୋଲି ଉପଲଖ୍ୟେ

  • ୩. ଅନିଲ, ତୁଡିଗଡିଆ, ବାଲେଶ୍ବର |  ସେପ୍ଟେମ୍ବର୍ ୧୭, ୨୦୧୪ - ୨:୦୨ ପୂର୍ବାହ୍ନ

    ମୁଁ ଏହି ଭଳି ଏକ ସା‍ଇଟ୍ ତିଆରି କରିବାକୁ ଚାହୁଁଛି୤ କେମିତି କରିବି ଦୟାକରି କୁହନ୍ତୁ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤