ନବ ପ୍ରତିଭା

କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା
ସ୍ଵତନ୍ତ୍ର ଉତ୍କଳର ସ୍ମୃତି ଗାଥା
|- ପ୍ରବୋଧ ଚନ୍ଦ୍ର ମୁଦ୍ରା, ସାଙ୍କୁଡ଼ା , ଗଞ୍ଜାମ
କାଲାମ
|- ଅରୁଣ କୁମାର ତ୍ରିପାଠୀ, ହାଇଦ୍ରାବାଦ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କମଳା ଶତପଥି
ଦୟାନିଧି ମିଶ୍ର
ଅମରେଶ ବିଶ୍ବାଳ
କିଶୋରୀ ଚରଣ ଦାସ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ଗୋପାଳ ଚନ୍ଦ୍ର ପ୍ରହରାଜ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନାରୀ
  ଶୁଭେନ୍ଦୁ ମହାନ୍ତି
 
 
ତା: ମାର୍ଚ୍ଚ୍ ୧୧, ୨୦୧୩  
 

କି ଦେଇ ପୂଜିବି ତୋତେ
ଭକତି ର ଚେନା ଫୁଲେ
ବାସନା ର ଗନ୍ଧ କାହିଁ ଆଜି?
ନୈବେଦ୍ୟ ର ଥାଳି ହାତେ ଧରି
ରକ୍ତ ରଙ୍ଗେ କେ ଖେଳିଛି ହୋରି ?

ଚନ୍ଦନ ସିନ୍ଦୂର ଟୋପା ନୁହେଁ
ଦର୍ପାହତ ମଥା ଆଜି
ଲୁଣ୍ଠିତ ମୋ ଶିରୀ !
ନିଜତ୍ବ ର ସନ୍ଦିହାନ ପଥେ
ପଚାରିବି କାହା ହାତ ଧରି
ଜନ୍ମ କିବା ବୃଥା ମୋର ଅବା
କଳଙ୍କିତ ମୁଁ ଯେ ଅଶରିରୀ !!
ପୂଜା ତୋର ନ ହେଉ ଏ ହାତେ
ଅପାବନ ଏ ମନ ମନ୍ଦିରେ
ପିତା,ପୁତ୍ର, ଭ୍ରାତୃ ନୁହେଁ ଆଜି
ତୋ ଚରଣେ ଦୋଷୀ ମୁଁ , ହେ ନାରୀ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶୁଭେନ୍ଦୁ ମହାନ୍ତି
author photo
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. ବିକାଶ ବିଶ୍ବାଳ, ଭଦ୍ରକ |  ମାର୍ଚ୍ଚ୍ ୧୮, ୨୦୧୩ - ୫:୦୯ ପୂର୍ବାହ୍ନ

    ବହୁତ ଭଲ ଲାଗୁଛି ଭାଇ ଓଡ଼ିଆ ଗଳ୍ପପଢିବାକୁ ଆଉ ପିଲାଦିନ କଥାବି ମନେ ପଢିଯାଉଛି. ଏଭଳି ଲେଖିଚାଲନ୍ତୁ ମତାମତ ଜାରିରହିବ. ଧନ୍ୟବାଦ

  • ୨. ରୀତା ମିଶ୍ର, କେନ୍ଦୁଝ୍ରର,ଓଡିଶା |  ଜାନୁଆରୀ ୩, ୨୦୧୪ - ୭:୨୧ ପୂର୍ବାହ୍ନ

    ବହୁତ ଖୁସି ଲାଗୁଛି ଓଡିଆ ରେ କିଛି ଲେଖିବାକୁ ଏବଂ ପଢିବାକୁ
    ଅନ୍ ଲାଇନ୍ ରେ୤

  • ୩. ପ୍ରଦିପ ବିଶ୍ବାଳ, guwahati |  ନଭେମ୍ବର୍ ୧୦, ୨୦୧୪ - ୭:୪୯ ପୂର୍ବାହ୍ନ

    ଲେଖାଟି ଭଲ ହୋଇଛି

  • ୪. Dr Anita Panda, D3/3562, Vasnt Kunj,New Delhi-110070 |  ଫେବୃଆରୀ ୩, ୨୦୧୬ - ୮:୩୫ ଅପରାହ୍ନ

    I am very fond of reading. Try to locate some thing new. The best part of on line I like that, whenever I feel like to read, open the net.
    Pl. continue to provide pleasure to the REDOHOLIC.

    Prof. (Dr) A.Panda

  • ୫. dushmanta Kumar dalai |  ଏପ୍ରିଲ୍ ୨୪, ୨୦୧୬ - ୧:୦୧ ଅପରାହ୍ନ

    ବହୁତ ବଢିଆ ଲେଖା । ଏହି ପରି ଲେଖା ଡେଲି ଅପଡେଟ ହେଉ

  • ୬. ଅକ୍ଷୟ କୁମାର ରଥ, ଗୁଣପୁର, ରାୟଗଡ ଜିଲ୍ଲା, ଓଡିଶା |  ଏପ୍ରିଲ୍ ୨୫, ୨୦୧୬ - ୧:୧୧ ଅପରାହ୍ନ

    “କୁପୁତ୍ରୋ ଜାୟେତ କ୍ୱଚିଦପି କୁମାତା ନ ଭବତି” ॥
    ଧନ୍ୟବାଦ

  • ୭. Dr.Kumarmani Sahu, Koraput, Odisha.  |  ଡିସେମ୍ବର୍ ୨୩, ୨୦୧୬ - ୩:୦୦ ଅପରାହ୍ନ

    Sundara upastapana.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ