ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
କି ଦେଇ ପୂଜିବି ତୋତେ
ଭକତି ର ଚେନା ଫୁଲେ
ବାସନା ର ଗନ୍ଧ କାହିଁ ଆଜି?
ନୈବେଦ୍ୟ ର ଥାଳି ହାତେ ଧରି
ରକ୍ତ ରଙ୍ଗେ କେ ଖେଳିଛି ହୋରି ?
ଚନ୍ଦନ ସିନ୍ଦୂର ଟୋପା ନୁହେଁ
ଦର୍ପାହତ ମଥା ଆଜି
ଲୁଣ୍ଠିତ ମୋ ଶିରୀ !
ନିଜତ୍ବ ର ସନ୍ଦିହାନ ପଥେ
ପଚାରିବି କାହା ହାତ ଧରି
ଜନ୍ମ କିବା ବୃଥା ମୋର ଅବା
କଳଙ୍କିତ ମୁଁ ଯେ ଅଶରିରୀ !!
ପୂଜା ତୋର ନ ହେଉ ଏ ହାତେ
ଅପାବନ ଏ ମନ ମନ୍ଦିରେ
ପିତା,ପୁତ୍ର, ଭ୍ରାତୃ ନୁହେଁ ଆଜି
ତୋ ଚରଣେ ଦୋଷୀ ମୁଁ , ହେ ନାରୀ
ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?
୧. ବିକାଶ ବିଶ୍ବାଳ, ଭଦ୍ରକ | ମାର୍ଚ୍ଚ୍ ୧୮, ୨୦୧୩ - ୫:୦୯ ପୂର୍ବାହ୍ନ
ବହୁତ ଭଲ ଲାଗୁଛି ଭାଇ ଓଡ଼ିଆ ଗଳ୍ପପଢିବାକୁ ଆଉ ପିଲାଦିନ କଥାବି ମନେ ପଢିଯାଉଛି. ଏଭଳି ଲେଖିଚାଲନ୍ତୁ ମତାମତ ଜାରିରହିବ. ଧନ୍ୟବାଦ
୨. ରୀତା ମିଶ୍ର, କେନ୍ଦୁଝ୍ରର,ଓଡିଶା | ଜାନୁଆରୀ ୩, ୨୦୧୪ - ୭:୨୧ ପୂର୍ବାହ୍ନ
ବହୁତ ଖୁସି ଲାଗୁଛି ଓଡିଆ ରେ କିଛି ଲେଖିବାକୁ ଏବଂ ପଢିବାକୁ
ଅନ୍ ଲାଇନ୍ ରେ
୩. ପ୍ରଦିପ ବିଶ୍ବାଳ, guwahati | ନଭେମ୍ବର୍ ୧୦, ୨୦୧୪ - ୭:୪୯ ପୂର୍ବାହ୍ନ
ଲେଖାଟି ଭଲ ହୋଇଛି
୪. Dr Anita Panda, D3/3562, Vasnt Kunj,New Delhi-110070 | ଫେବୃଆରୀ ୩, ୨୦୧୬ - ୮:୩୫ ଅପରାହ୍ନ
I am very fond of reading. Try to locate some thing new. The best part of on line I like that, whenever I feel like to read, open the net.
Pl. continue to provide pleasure to the REDOHOLIC.
Prof. (Dr) A.Panda
୫. dushmanta Kumar dalai | ଏପ୍ରିଲ୍ ୨୪, ୨୦୧୬ - ୧:୦୧ ଅପରାହ୍ନ
ବହୁତ ବଢିଆ ଲେଖା । ଏହି ପରି ଲେଖା ଡେଲି ଅପଡେଟ ହେଉ
୬. ଅକ୍ଷୟ କୁମାର ରଥ, ଗୁଣପୁର, ରାୟଗଡ ଜିଲ୍ଲା, ଓଡିଶା | ଏପ୍ରିଲ୍ ୨୫, ୨୦୧୬ - ୧:୧୧ ଅପରାହ୍ନ
“କୁପୁତ୍ରୋ ଜାୟେତ କ୍ୱଚିଦପି କୁମାତା ନ ଭବତି” ॥
ଧନ୍ୟବାଦ
୭. Dr.Kumarmani Sahu, Koraput, Odisha. | ଡିସେମ୍ବର୍ ୨୩, ୨୦୧୬ - ୩:୦୦ ଅପରାହ୍ନ
Sundara upastapana.