ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବୈକୁଣ୍ଠନାଥ ପଟ୍ଟନାୟକ
ସୁରେନ୍ଦ୍ର ମହାନ୍ତି
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଅମରେନ୍ଦ୍ର ଖଟୁଆ
ବ୍ରଜନାଥ ରଥ
କେ.ଶ୍ୟାମବାବୁ ଦୋରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୋ ଗାଁ କ୍ଷେତବାଡ଼ି !
  ପ୍ରଶାନ୍ତ କୁମାର ଭୂୟାଁ , ଟରେଣ୍ଟୋ, କାନାଡ଼ା
 
 
ତା: ସେପ୍ଟେମ୍ବର୍ ୨୯, ୨୦୧୨  
 

ମୋ ଗାଁ !
ଏଇ ମୋ ଛୋଟିଆ ସୁନ୍ଦର ଗାଁ,
ରହିବାକୁ ମୋତେ ଦେଇଛି ଠାଁ ୤

ଝାଟିମାଟି ଆମ ଚାଳଛପର,
କାନ୍ଥରେ ଦିଏ ମା ଝୋଟି ସୁନ୍ଦର୤

ଏଇଠି ବସି ମୁଁ ଦେଖେ ପ୍ରକୃତି,
ସବୁଜ ଶ୍ୟାମଳ ସୁନ୍ଦର ଅତି ୤

ଧାନକେଣ୍ଡା ଅବା ସୁନାର ଝରା,
ନଡ଼ିଆ ପତର ସୁନ୍ଦର ତୋରା ୤

ମୁକ୍ତବାୟୁ ଏଠି ଖୋଲା ଆକାଶ,
ସତେଜ ପରିବା, ସୁନ୍ଦର ଶସ୍ୟ ୤

ଏହିପରି ଭାଗ୍ୟ କାହୁଁ ପାଇବ ?
ପ୍ରକୃତ ପ୍ରକୃତି ଧନସମ୍ପଦ ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଶାନ୍ତ କୁମାର ଭୂୟାଁ , ଟରେଣ୍ଟୋ, କାନାଡ଼ା
author photo
 

ମତାମତ ସଂଖ୍ୟା - ୧୩ ଆପଣଙ୍କ ମତାମତ ?

  • ୧. ପ୍ରଶାନ୍ତ କୁମାର ଭୂୟାଁ |  ସେପ୍ଟେମ୍ବର୍ ୨୯, ୨୦୧୨ - ୧୦:୫୧ ପୂର୍ବାହ୍ନ

    ଭାଇ ଓ ଭଉଣୀମାନେ…!
    ମୋ ଗାଁ, ଅତି ସରଳ, ସୁନ୍ଦର ଓ ଜୀବନ୍ତ ।
    ଏହା କେବଳ ମୋର ନୁହଁ, ଆମ ସଭିଙ୍କ ଗାଁ ।
    ଏଇଠି ଆମର ପିଲାଦିନ, ଯାନିଯାତ, ପିଠାପଣା ଓ ବନ୍ଧୁକୁଟୁମ୍ବ ର ଡୋର ଏବେବି ମନଟାକୁ ଟାଣି ଧରିଛି ।
    ଏବେବି ଭାରତ ର ସ୍ପନ୍ଦନ ଗାଁରେ ହିଁ ରହିଅଛି ।
    ସେଇ ଗାଁ ପାଇଁ ମୋର ଦୁଇଧାଡ଼ି ଲେଖା ଆପଣମାନଙ୍କ ପାଇଁ ।

    ଧନ୍ୟବାଦ..!!

    ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

    ପ୍ରଶାନ୍ତ କୁମାର ଭୂୟାଁ,
    ଟରୋଣ୍ଟୋ, କାନାଡ଼ା,
    ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

  • ୨. akshaya kumar rout |  ଅକ୍ଟୋବର୍ ୪, ୨୦୧୨ - ୭:୧୭ ପୂର୍ବାହ୍ନ

    bhala lagila apananka kabita prashanta babu

  • ୩. ପ୍ରଶାନ୍ତ କୁମାର ଭୂୟାଁ, ଟରୋଣ୍ଟୋ |  ଅକ୍ଟୋବର୍ ୮, ୨୦୧୨ - ୧:୧୮ ପୂର୍ବାହ୍ନ

    ଅକ୍ଷୟ ଭାଇ,
    ଆପଣଙ୍କୁ ବହୁତ ଧନ୍ୟବାଦ ଏହି କବିତାଟି ଭଲ ଲାଗିଥିବାରୁ ।
    ଏହିଭଳି ଆହୁରି ଗାଁ ସମ୍ବନ୍ଧୀୟ କବିତା ଅଛି “ମୋ ଗାଁ” କବିତାଗୁଚ୍ଛରେ ।
    ସମୟ ହେଲେ ପଢିବେ ।
    ଆମେ ସବୁ ଏଠି ବିଦେଶରେ ସିନା ପଡ଼ି ରହିଛୁ ହେଲେ ମନଟା ସେଇ ଗାଁରେ…!!!

  • ୪. ଶଙ୍କର୍ଷଣ, ପୋଲସର|, ଗଞ୍ଜମ |  ଡିସେମ୍ବର୍ ୨, ୨୦୧୨ - ୧୨:୨୨ ପୂର୍ବାହ୍ନ

    ଉକ୍ତ କବିତା ଟି ପଢି,
    ସତରେ ମନେ ପଡିଯାଏ, ମୋ ଗାଁର ସବୁ ଘଟଣା ବଳି୤ ଗାଁର ସବୁ ଘଟଣା ବଳିକୁ ମନେ ରଖିଥିବାରୁ ଅଶେଷ ଧନ୍ୟବାଦ୍ ପ୍ରଶାନ୍ତ ଭାଇ୤

  • ୫. ପ୍ରଶାନ୍ତ କୁମାର ଭୂୟାଁ, ଟରୋଣ୍ଟୋ |  ଜାନୁଆରୀ ୨, ୨୦୧୩ - ୨:୫୪ ଅପରାହ୍ନ

    ଶଙ୍କର୍ଷଣ ଭାଇ,
    ଆପଣଙ୍କୁ ଅଶେଷ ଧନ୍ୟବାଦ ମୋର କବିତା ଆପଣଙ୍କ ମନପସନ୍ଦ ହୋଇଛି ବୋଲି । ଏହିଭଳି “ଗାଁ “କବିତା ଆହୁରି ଅନେକ ଗୁଡ଼ିଏ ଲେଖି ରଖିଛି । ଏହା ସମସ୍ତଙ୍କ ପାଇଁ କ୍ରମାନ୍ୱୟରେ ଫେସ୍‌ବୁକ୍‌ରେ ପ୍ରକାଶିତ ହୋଇଆସୁଛି । ସମୟ ଓ ସୁଯୋଗ ମିଳିଲେ ଏହି ପୃଷ୍ଠାରେ ମଧ୍ୟ ପ୍ରକାଶିତ ହେବ । ଓଡ଼ିଆ ସାହିତ୍ୟ ପରିବାର ତଥା ଏହାର ପାଠକବୃନ୍ଦଙ୍କୁ ମୋର ନବବର୍ଷର ଶୁଭେଚ୍ଛା ।
    ଧନ୍ୟବାଦ ।
    ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

  • ୬. ବାଇଧର ଜେନା, ଆସିକା, ଗଞ୍ଜାମ |  ଫେବୃଆରୀ ୨୨, ୨୦୧୩ - ୩:୦୪ ଅପରାହ୍ନ

    ମୋତେ ଏବେ ଆମ ଓଡ଼ିଶା କଥା ମନେପଡ଼ିଲା, ଆପଣଙ୍କ ଏହି ଗାଁ କବିତାଟି ପଢ଼ି, ଆପଣଙ୍କୁ ଅଶେଷ ଧନ୍ୟବାଦ୍!

    ଜୟ ଓଡ଼ିଶା…. ଜୟ ଓଡ଼ିଆ…. ଜୟ ଜଗନ୍ନାଥ….!!

  • ୭. ଅଜୟ କୁମାର୍ ପଣ୍ଡା, ଜୋର୍ଡାନ୍  |  ଏପ୍ରିଲ୍ ୧୫, ୨୦୧୩ - ୧୨:୨୦ ଅପରାହ୍ନ

    ଆପଣଙ୍କ ଏହି କବିତା ପଢ଼ି ମୋତେ ବହୁତ୍ ଭଲ ଲାଗିଲା

  • ୮. ପ୍ରଶାନ୍ତ କୁମାର ଭୂୟାଁ, ଟରୋଣ୍ଟୋ, ଓଣ୍ଟାରିଓ, କାନାଡ଼ା |  ଅଗଷ୍ଟ୍ ୨୮, ୨୦୧୩ - ୧୦:୩୪ ଅପରାହ୍ନ

    ବାଇଧର ଭାଇ,

    ଅତ୍ୟନ୍ତ ପ୍ରସନ୍ନ ହେଲି ଆପଣଙ୍କ ମନ୍ତବ୍ୟ ପଢ଼ି ।
    ଆପଣ ନିୟମିତ ଓଡ଼ିଆସାହିତ୍ୟ ଡଟ୍‌ କମ୍‌ ପୃଷ୍ଠାକୁ ଆସି ପଢୁଥାନ୍ତୁ ଆଉ ମନ୍ତବ୍ୟ ଦେଉଥାନ୍ତୁ । ଏହିଭଳି ପାଠକୀୟ ମନ୍ତବ୍ୟ ପ୍ରତ୍ୟେକ ଲେଖକ ପାଇଁ ଏକ ପ୍ରୋତ୍ସାହନ ।

    ଧନ୍ୟବାଦ..!!
    ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ … ସାହିତ୍ୟର ଜୟଯାତ୍ରା ଜାରୀ ରହୁ…!!!

    ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

    ପ୍ରଶାନ୍ତ କୁମାର ଭୂୟାଁ,
    ଟରୋଣ୍ଟୋ, କାନାଡ଼ା,
    ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

  • ୯. ପ୍ରଶାନ୍ତ କୁମାର ଭୂୟାଁ, ଟରୋଣ୍ଟୋ, ଓଣ୍ଟାରିଓ, କାନାଡ଼ା  |  ଅଗଷ୍ଟ୍ ୨୮, ୨୦୧୩ - ୧୦:୩୭ ଅପରାହ୍ନ

    ଅଜୟ ଭାଇ,
    ମୋର କବିତା ପଢ଼ି ଆପଣ ଖୁସି ହେଲେ ଜାଣି ମୋତେ ବି ବହୁତ ଖୁସି ଲାଗିଲା ।
    ଆପଣ ନିୟମିତ ଓଡ଼ିଆସାହିତ୍ୟ ଡଟ୍‌ କମ୍‌ ପୃଷ୍ଠାକୁ ଆସି ପଢୁଥାନ୍ତୁ ଆଉ ମନ୍ତବ୍ୟ ଦେଉଥାନ୍ତୁ । ଏହିଭଳି ପାଠକୀୟ ମନ୍ତବ୍ୟ ପ୍ରତ୍ୟେକ ଲେଖକ ପାଇଁ ଏକ ପ୍ରୋତ୍ସାହନ ।
    ଧନ୍ୟବାଦ..!!
    ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ … ସାହିତ୍ୟର ଜୟଯାତ୍ରା ଜାରୀ ରହୁ…!!!
    ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!
    ପ୍ରଶାନ୍ତ କୁମାର ଭୂୟାଁ,
    ଟରୋଣ୍ଟୋ, କାନାଡ଼ା,
    ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

  • ୧୦. ରଶ୍ମି ରଞ୍ଜନ ପରିଡା, କଣିହା ଓଡିଶା |  ମାର୍ଚ୍ଚ୍ ୨୬, ୨୦୧୪ - ୧:୨୩ ଅପରାହ୍ନ

    ଆଉ କଣ ଏମିତି ଗାଁ ସବୁ ଅଛି ସତରେ ?

  • ୧୧. ଦାମୋଦର ବେହେରା, ସୁରତ ଗ୍ରାମ-ଗୋହିରିବାଡ଼ି, ଗଞ୍ଜାମ |  ଜୁଲାଇ ୧୮, ୨୦୧୪ - ୪:୧୧ ପୂର୍ବାହ୍ନ

    ପ୍ରଶାନ୍ତ ଭାଇ
    ଗାଁ କବିତା ପଢ଼ି ଆମ ଗାଁ କଥା ମନେପଡ଼ିଗଲା ।
    ସତରେ ଗାଁ କେଡ଼େ ସୁନ୍ଦର ।

  • ୧୨. ପ୍ରଶାନ୍ତ କୁମାର ଭୂୟାଁ, ଭାଙ୍କୁଭର୍‌  |  ଡିସେମ୍ବର୍ ୨୨, ୨୦୧୪ - ୩:୩୪ ଅପରାହ୍ନ

    ଦାମୋଦର ଭାଇ…

    ଗୁଣଗ୍ରାହିତା ନିମନ୍ତେ ଧନ୍ୟବାଦ…!!

    ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ … ସାହିତ୍ୟର ଜୟଯାତ୍ରା ଜାରୀ ରହୁ…!!!
    ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

    ପ୍ରଶାନ୍ତ କୁମାର ଭୂୟାଁ,
    ଭାଙ୍କୁଭର୍‌, ବ୍ରିଟିଶ୍‌ କଲମ୍ବିଆ, କାନାଡ଼ା,
    ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

  • ୧୩. ଅକ୍ଷୟ ସାହୁ, ଗ୍ରାମ-ବାହାରଣା ଜିଲ୍ଲା-ଜଗତସିଂହପୁର |  ନଭେମ୍ବର୍ ୨୯, ୨୦୧୭ - ୨:୪୭ ପୂର୍ବାହ୍ନ

    ପ୍ରିୟ
    ପ୍ରଶାନ୍ତ ଭାଇ ତୁମର ଏହି ପ୍ରୟାସ ଜାରି ରଖ
    ମୋତେ ତୁମର କବିତା ବହୁତ ଭଲ ଲାଗିଲା ।
    ଆହୁରି ଅଧିକ ଏମିତି କବିତା ଲେଖିବା ପାଇଁ ମୋର ଅନୁରୋଧ
    (ଇତି)
    ଆପଣଙ୍କ ପ୍ରଶଂସକ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )