ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସାମ୍ପ୍ରତିକ ( ୧୯୮୧ ପରବର୍ତ୍ତୀ )

Warning: Creating default object from empty value in /home/odiasahitya/public_html/wp-content/themes/Sahitya/MembersListTemp.php on line 85

Warning: array_keys() expects parameter 1 to be array, null given in /home/odiasahitya/public_html/wp-content/themes/Sahitya/MembersListTemp.php on line 87

ସୂର୍ଯ୍ୟ ମିଶ୍ର

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ସୂର୍ଯ୍ୟ ମିଶ୍ର ଜଣେ କବି ଭାବେ ସୁପରିଚିତ୤ ସାମ୍ପ୍ରତିକ ବିଷୟ ଉପରେ କବିତା ଲେଖୁଥିବା ଶ୍ରୀ ମିଶ୍ରଙ୍କ ଅଦ୍ୟାବଧି ‘ସପ୍ତବର୍ଣ୍ଣର ସକାଳ’, ‘ପାଗଳ...
କ୍ରମେ ସବିଶେଷ

ସେନାପତି ପ୍ରଦ୍ୟୁମ୍ନ କେଶରୀ

ସେନାପତି ପ୍ରଦ୍ୟୁମ୍ନ କେଶରୀ

ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ ସେନାପତି ପ୍ରଦ୍ୟୁମ୍ନ କେଶରୀ ଜଣେ କବି ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି୤ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ କବିତା ଲେଖା ଉପରେ ନିବନ୍ଧ ଲେଖି ନିଜର ପିଏଚ୍ଡି ହାସଲ କରିଥିବା ପ୍ରଦ୍ୟୁମ୍ନ କେଶରୀଙ୍କ ଏଯାବତ୍...
କ୍ରମେ ସବିଶେଷ

ସୌଭାଗ୍ୟ ମିଶ୍ର

ସୌଭାଗ୍ୟ ମିଶ୍ର

୧୯୪୧ ମସିହାରେ ଜନ୍ମ ଗ୍ରହଣ କରିଥିବା କବି ଡ. ସୌଭାଗ୍ୟ କୁମାର ମିଶ୍ର ଆଧୁନିକ ଓଡ଼ିଆ କବିତାର ଜଣେ ଯୁଗପ୍ରବର୍ତ୍ତକ କବି ଭାବେ ସ୍ବୀକାର୍ଯ୍ୟ୤ ଆଧୁନିକ ଓଡ଼ିଆ କାବ୍ୟସାହିତ୍ୟକୁ କ୍ଲୀଷ୍ଟତାରୁ ମୁକୁଳେଇ ଲୌକିକ ଓ କଥୋପକଥନ ସ୍ତରକୁ...
କ୍ରମେ ସବିଶେଷ

ସ୍ନେହଲତା ନାୟକ

 

 
 
 

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )