ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସାମ୍ପ୍ରତିକ ( ୧୯୮୧ ପରବର୍ତ୍ତୀ )

Warning: Creating default object from empty value in /home/odiasahitya/public_html/wp-content/themes/Sahitya/MembersListTemp.php on line 85

Warning: array_keys() expects parameter 1 to be array, null given in /home/odiasahitya/public_html/wp-content/themes/Sahitya/MembersListTemp.php on line 87
ସଦାନନ୍ଦ ତ୍ରିପାଠୀ

ସଦାନନ୍ଦ ତ୍ରିପାଠୀ

ଗଞ୍ଜାମ ଜିଲ୍ଲାର ଶେରଗଡ଼ ନିକଟସ୍ଥ କୃପାସିନ୍ଧୁପୁରଶାସନଠାରେ, ୧୯୫୬ରେ ଜନ୍ମିତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ନିଜର ଯୁକ୍ତିସିଦ୍ଧ ଓ ବ୍ୟଙ୍ଗାତ୍ମକ ଶୈଳୀର ଗଳ୍ପ ରଚନା ପାଇଁ ଜଣାଶୁଣା୤ ତାଙ୍କର ଗଳ୍ପରେ କଳାତ୍ମକ ସୃଜନୀଶକ୍ତି ସାଙ୍ଗକୁ ସୂକ୍ଷ୍ମ ଅବବୋଧ ପାଇଁ...
କ୍ରମେ ସବିଶେଷ

ସନତ୍‌ ରାୟ

ସନତ୍‌ ରାୟ

ସାମ୍ପ୍ରତିକ ଓଡ଼ିଆ କବିତା କ୍ଷେତ୍ରରେ ଜଣେ ପ୍ରଗତିଶୀଳ କବି ଭାବରେ ସନତ୍‌ ରାୟ(୧୯୫୫-୨୦୧୦) ଏକ ସ୍ବତନ୍ତ୍ର ନାମ୤ ତାଙ୍କର ପ୍ରତ୍ୟେକ କବିତା କେବଳ ହୃଦୟକୁ ସ୍ପନ୍ଦିତ କରେନାହିଁ, ମସ୍ତିଷ୍କକୁ ଆନ୍ଦୋଳିତ କରି ଦେବାର ସାମର୍ଥ୍ୟ ମଧ୍ୟ ରଖେ୤...
କ୍ରମେ ସବିଶେଷ

ସନ୍ତୋଷ କୁମାର ମିଶ୍ର

ସନ୍ତୋଷ କୁମାର ମିଶ୍ର କବିତା ସହିତ ଅନୁବାଦ, ଶିଶୁ ସାହିତ୍ୟ ଓ ଗଳ୍ପ ଆଦି ଲେଖୁଛନ୍ତି୤ ଏହା ସାହୁ ଏକାଧିକ ଓଡ଼ିଆ ପତ୍ରିକାର ସମ୍ପାଦନା କାର୍ଯ୍ୟରେ ମଧ୍ୟ ଦାୟିତ୍ବ ତୁଲାଉଛନ୍ତି୤ ବିଭିନ୍ନ ପତ୍ରପତ୍ରିକାରେ ଶ୍ରୀ ମିଶ୍ର...
କ୍ରମେ ସବିଶେଷ

ସନ୍ୟାସୀ ନାୟକ

ସନ୍ୟାସୀ ନାୟକ

ବେଶ୍‌ କିଛିବର୍ଷ ଧରି କବିତା ଲେଖି ଆସୁଥିବା ସନ୍ୟାସୀ ନାୟକଙ୍କ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ହାସଲ କରିଛି୤ ସମ୍ପ୍ରତି ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚକ୍ଷୁ ଚିକିତ୍ସା ସହକାରୀଭାବେ...
କ୍ରମେ ସବିଶେଷ

ସହଦେବ ସାହୁ

ସହଦେବ ସାହୁ

ଓଡ଼ିଶା ଅର୍ଥ ସେବା ଅଧୀନରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ସହଦେବ ସାହୁ ଜଣେ ଗାଳ୍ପିକ ଓ ଔପନ୍ୟାସିକ ଭାବେ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଜଣେ ମୁଖ୍ୟସ୍ରୋତର ଲେଖକ୤ ଚାରିପାଖରେ ଚଳପ୍ରଚଳ ହେଉଥିବା ସାଧାରଣ ଲୋକ ହିଁ...
କ୍ରମେ ସବିଶେଷ

ସୀତାକାନ୍ତ ମହାପାତ୍ର

ସୀତାକାନ୍ତ ମହାପାତ୍ର

୧୯୩୭ ମସିହାରେ ଜନ୍ମିତ କବି ସୀତାକାନ୍ତ ମହାପାତ୍ର ଏକାଧାରରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ପ୍ରତିଭାବାନ୍‌ କବି ଭାବେ ସୁପରିଚିତ୤ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ଜ୍ଞାନପୀଠ ପୁରସ୍କାର, କବୀର ସମ୍ମାନ ସହିତ ଅନେକ ସମ୍ମାନଜନକ...
କ୍ରମେ ସବିଶେଷ

ସୁଧାଂଶୁ ଶେଖର ପାତ୍ର

ସୁଧାଂଶୁ ଶେଖର ପାତ୍ର

ଜଣେ ଘରୋଇ ବିଦ୍ୟାଳୟର ଶିକ୍ଷକ ଭାବେ ସୁଧାଂଶୁ ଶେଖର ପାତ୍ର କାର୍ଯ୍ୟ କରୁଥିଲେ ମଧ୍ୟ ଲେଖାଲେଖି କରିବା ତାଙ୍କର ନିଶା୤ ଆକାଶବାଣୀ ଜୟପୁର ଓ ଭବାନୀପାଟଣାରୁ ତାଙ୍କର ଏକାଧିକ କବିତା ପ୍ରସାରିତ ହୋଇଛି୤ ଏହା ବ୍ୟତୀତ ବିଭିନ୍ନ...
କ୍ରମେ ସବିଶେଷ

ସୁନୀଲ କୁମାର ପୃଷ୍ଟି

ସୁବ୍ରତ ପ୍ରିୟବ୍ରତ ମହାନ୍ତି

ସୁବ୍ରତ ପ୍ରିୟବ୍ରତ ମହାନ୍ତି

ଜଣେ ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ ସହିତ କବି ଭାବେ ସୁବ୍ରତ ପ୍ରିୟବ୍ରତ ମହାନ୍ତି ପରିଚିତ୤ ଏହା ବ୍ୟତୀତ ଶ୍ରୀ ମହାନ୍ତି ବିଭିନ୍ନ ଚଳଚ୍ଚିତ୍ର ବ୍ୟକ୍ତିଙ୍କ ଜୀବନୀ ଲେଖାକୁ ମଧ୍ୟ ସମ୍ପାଦିତ କରିଛନ୍ତି୤ ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ...
କ୍ରମେ ସବିଶେଷ

ସୁଶାନ୍ତ ଦାଶ

ସୁଶାନ୍ତ ଦାଶ

ମାର୍କେଟିଂ ବୃତ୍ତିରେ କାର୍ଯ୍ୟକରୁଥିବା ସୁଶାନ୍ତ ଦାଶଙ୍କ ନିଶା ହେଉଛି କବିତା ଲେଖା୤ ନବୀନ ପତ୍ରିକା ପକ୍ଷରୁ ପ୍ରଦତ୍ତ ବିଷୁବ ସମ୍ମାନ ସହିତ ଅନ୍ୟ କେତେକ ପୁରସ୍କାର ଓ ସମ୍ମାନ ପାଇଥିବା ସୁଶାନ୍ତ ଦାଶଙ୍କ କିଛି ଅନ୍ବେଷା, ରୋମ୍‌ରୁ...
କ୍ରମେ ସବିଶେଷ

 

 
 
 

♦ ପାଠକୀୟ ମତାମତ

  • ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ କ୍ଷମା ଓ ଖଦ୍ୱେତର ଖେଦ କବିତାଗୁଡିକୁ ସ୍ଥାନିତ କରନ୍ତୁ। ଏହି କବିତା ଦ୍ବୟ ବହୁତ ସୁନ୍ଦର।
    ( ରାଜେଶ କୁମାର ସାହୁ )
  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )
  • I am now nearing 80 years. I have seen Sri Godabarish Mohapatra in my childhood. He was know to my…
    ( Dilip Kumar Misra )