ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କନକଲତା ସାହୁ
ରମାକାନ୍ତ ରଥ
ସେନାପତି ପ୍ରଦ୍ୟୁମ୍ନ କେଶରୀ
ଅମରେଶ ବିଶ୍ବାଳ
ବିପ୍ର ଆଚାର୍ଯ୍ୟ
କିଶୋରୀ ଚରଣ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସାମ୍ପ୍ରତିକ ( ୧୯୮୧ ପରବର୍ତ୍ତୀ )

ମୋନାଲିସା ମିଶ୍ର

ଜଣେ ନୂତନ ପିଢ଼ୀର ଲେଖିକା ଭାବେ ପରିଚିତ ମୋନାଲିସା ମିଶ୍ର ବୃତିରେ ଜଣେ ଶିକ୍ଷୟିତ୍ରୀ ହେଲେ ମଧ୍ୟ ଗଳ୍ପ ଓ କବିତା ଲେଖିବା ତାଙ୍କର ନିଶା୤ ବିଶେଷତଃ ରୋମାଞ୍ଚକର ଅନୁଭୂତିପୁର୍ଣ୍ଣ ଲେଖା ଲେଖୁଥିବା ଶ୍ରୀମତୀ ମିଶ୍ରଙ୍କ ପ୍ରତ୍ୟେକଟି...
କ୍ରମେ ସବିଶେଷ

ରବି ଶତପଥୀ

ରବି ଶତପଥୀ

ସାମ୍ପ୍ରତିକ ତରୁଣ ଓଡ଼ିଆ କବିଙ୍କ ମଧ୍ୟରେ ଯେଉଁକେତେଜଣ ନିଜର ଲେଖା ମାଧ୍ୟମରେ ନିଜପାଇଁ ଏକ ଅଲଗା ସ୍ଥାନ ସୃଷ୍ଟି କରିପାରିଛନ୍ତି, ସେମାନଙ୍କ ମଧ୍ୟରେ ରବି ଶତପଥୀ ଅନ୍ୟତମ୤ ସମ୍ପ୍ରତି ଓଡିଆ ଅଧ୍ୟାପକ ଭାବେ କାର୍ଯ୍ୟରତ ଶ୍ରୀ ଶତପଥୀଙ୍କ...
କ୍ରମେ ସବିଶେଷ

ରମାକାନ୍ତ ରଥ

ରମାକାନ୍ତ ରଥ

୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିବା କବି ରମାକାନ୍ତ ରଥ ଆଧୁନିକ ଓଡ଼ିଆ କବିତାର ଜଣେ ଦିଗନିର୍ଣ୍ଣାୟକ କବି ଭାବରେ ପ୍ରସିଦ୍ଧ୤ ଆଧ୍ୟାତ୍ମିକତା ଏବଂ ମାନବବାଦୀ ଚେତନାରେ ଉଦ୍‌ବୁଦ୍ଧ କବି ଶ୍ରୀ ରଥ ତାଙ୍କର କବିତା ଶୈଳୀର ନୂତନତ୍ବ...
କ୍ରମେ ସବିଶେଷ

ରମେଶ ଚନ୍ଦ୍ର ଦାସ

ରମେଶ ଚନ୍ଦ୍ର ଦାସ

ରମେଶ ଚନ୍ଦ୍ର ଦାସ ଜଣେ ଲେଖକ ସହିତ ଆଲୋଚକ, ବିଶେଷ ଭାବେ ଶିଶୁ ସାହିତ୍ୟିକ ଭାବେ ସୁପରିଚିତ୤ କିଛି ବର୍ଷ ପୂର୍ବେ ଜଣେ ବ୍ୟାଙ୍କ୍‌ ଅଧିକାରୀଭାବେ କାର୍ଯ୍ୟରତ ଶ୍ରୀ ଦାସ ସ୍ବେଚ୍ଛାକୃତ ଅବସର ନେଇ ସାହିତ୍ୟ...
କ୍ରମେ ସବିଶେଷ

ଲକ୍ଷ୍ମୀଧର ମହାନ୍ତି

ଜଣେ ସମସାମୟିକ କଥାକାର ଭାବେ ପରିଚିତ ଲକ୍ଷ୍ମୀଧର ମହାନ୍ତି ବିଭିନ୍ନ ସାମାଜିକ ବ୍ୟବସ୍ଥା ଉପରେ ଲେଖନୀ ଚାଳନା କରିବାରେ ସିଦ୍ଧହସ୍ତ୤ ଗଳ୍ପ ଓ ପ୍ରବନ୍ଧ ସମେତ ଅନ୍ୟାନ୍ୟ ଲେଖା ଲେଖୁଥିବା ଶ୍ରୀ ମହାନ୍ତିଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ...
କ୍ରମେ ସବିଶେଷ

ଲଳିତା ଖଣ୍ଡା

ଜଣେ ଶିକ୍ଷୟିତ୍ରୀଭାବେ କର୍ମମୟ ଜୀବନର ଜଞ୍ଜାଳ ମଧ୍ୟରେ ସୁନ୍ଦରଗଡ଼ ପରି ଉପାନ୍ତ ସହରରେ ନିଜର ସାହିତ୍ୟ ସାଧନା ଅବ୍ୟାହତ ରଖିଛନ୍ତି ଶ୍ରୀମତୀ ଲଳିତା ଖଣ୍ଡା୤ ଏକାଧିକ ସମ୍ମାନ ଓ ପୁରସ୍କାର ପାଇଥିବା ଶ୍ରୀମତୀ ଖଣ୍ଡା ନିଜସ୍ବ ଉଦ୍ୟମରେ...
କ୍ରମେ ସବିଶେଷ

ଶକ୍ତି ମହାନ୍ତି

ଶକ୍ତି ମହାନ୍ତି

ଜଣେ ଯୁବ କବି ଭାବେ ଶକ୍ତି ମହାନ୍ତିଙ୍କର ଅଦ୍ୟାବଧି ତିନୋଟି କବିତା ସଙ୍କଳନ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି୤ ପେଶାରେ ଜଣେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଥିବା ଶ୍ରୀ ମହାନ୍ତି ନୂତନ ଢଙ୍ଗର...
କ୍ରମେ ସବିଶେଷ

ଶର୍ମିଷ୍ଠା ସାହୁ

ବର୍ତ୍ତମାନ ସମୟରେ ଶର୍ମିଷ୍ଠା ସାହୁ ଓଡ଼ିଆ କବିତାର ଏକ ପରିଚିତ ନାମ୤ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ତାଙ୍କ ଲେଖାଗୁଡ଼ିକରେ ମୁଖ୍ୟତଃ ମନୁଷ୍ୟ ଜୀବନର ଆବେଗ ଓ ପ୍ରକୃତି ଉପରେ ଆଧାରିତ୤
କ୍ରମେ ସବିଶେଷ

ଶ୍ୟାମସୁନ୍ଦର ଅଗ୍ରୱାଲା

ସାମ୍ପ୍ରତିକ ବିଷୟରେ ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭ ରଚନା କରୁଥିବା ଶ୍ୟାମ ସୁନ୍ଦର ଅଗ୍ରୱାଲାଙ୍କ ଲେଖାଗୁଡ଼ିକ ଅନେକ ପାଠକୀୟ ସ୍ବୀକୃତି ପାଇଛି୤ ଏହା ବ୍ୟତୀତ ଶ୍ରୀ ଅଗ୍ରୱାଲାଙ୍କ ମଣିଷ ଜୀବନର ବିଭିନ୍ନ ଅବସ୍ଥା ବାବଦରେ ମାନବବାଦୀ ଚିନ୍ତା...
କ୍ରମେ ସବିଶେଷ

ସତ୍ୟପ୍ରିୟ ମହାଳିକ

ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ରହି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଯେଉଁ କେତେଜଣ ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କ ମଧ୍ୟରେ ସତ୍ୟପ୍ରିୟ ମହାଳିକ ଅନ୍ୟତମ୤ ଗଳ୍ପ, ଉପନ୍ୟାସ ସହିତ ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭକାର...
କ୍ରମେ ସବିଶେଷ

 

 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )