ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବରେନ୍ଦ୍ର କୃଷ୍ଣ ଧଳ
ମନୋରଞ୍ଜନ ପାଣିଗ୍ରାହୀ
କାମାକ୍ଷୀ ପ୍ରସାଦ ଦାଶ
ଦେବେନ୍ଦ୍ର ମହାନ୍ତି
ଗୋପାଳ ଚନ୍ଦ୍ର ପ୍ରହରାଜ
ସହଦେବ ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସାମ୍ପ୍ରତିକ ( ୧୯୮୧ ପରବର୍ତ୍ତୀ )
ବିପ୍ର ଆଚାର୍ଯ୍ୟ

ବିପ୍ର ଆଚାର୍ଯ୍ୟ

ଜଣେ ଅବସରପ୍ରାପ୍ତ ପୋଲିସ୍‌ ଅଧିକାରୀ ସହିତ ଜଣେ କବି ଭାବେ ବିପ୍ର ଆଚାର୍ଯ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି୤ ତାଙ୍କ ରଚିତ ଅଚିନ୍ତା ମଣ୍ଡପ ଓ ସର ଶଯ୍ୟାରେ ବରିଷ୍ଠ ନାଗରିକ ପରି କବିତା...
କ୍ରମେ ସବିଶେଷ

ବିଷ୍ଣୁପ୍ରିୟା ମହାପାତ୍ର

ବିଷ୍ଣୁପ୍ରିୟା ମହାପାତ୍ର

ଜଣେ ଶିକ୍ଷୟିତ୍ରୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ବିଷ୍ଣୁପ୍ରିୟା ମହାପାତ୍ର ଏକାଧାରରେ କବିତା, ଗଳ୍ପ, ପ୍ରବନ୍ଧ ଓ ଶିଶୁକବିତା ଆଦି ରଚନା କରିଛନ୍ତି୤ ଇସ୍ପାତ ସହର ରାଉରକେଲାର ଅନ୍ୟତମ ପୂରାତନ ସାହିତ୍ୟ ଅନୁଷ୍ଠାନ କଲ୍‌ଚରାଲ୍‌ ଏକାଡେମୀର...
କ୍ରମେ ସବିଶେଷ

ବୈଷ୍ଣବ ଚରଣ ମହାନ୍ତି

ସାମ୍ପ୍ରତିକ ସମୟର ଅନ୍ୟତମ ପାଠକପ୍ରିୟ ପ୍ରାବନ୍ଧିକ ହେଉଛନ୍ତି ବୈଷ୍ଣବ ଚରଣ ମହାନ୍ତି୤ ସମାଜର ଅଶିକ୍ଷା, ଅନୀତି, ଅନାଚାର ଓ ଅପସଂସ୍କୃତି ବାବଦରେ ନିଜ ଲେଖା ମାଧ୍ୟମରେ ସମାଜକୁ ସଜାଡ଼ିବା ହେଉଛି ତାଙ୍କର ଲକ୍ଷ୍ୟ୤ ନାଟକ, ନିବନ୍ଧ, କବିତା,...
କ୍ରମେ ସବିଶେଷ

ଭୂପେନ୍‌ ମହାପାତ୍ର

ଭୂପେନ୍‌ ମହାପାତ୍ର

ଜଣେ ଗାଳ୍ପିକ, ଔପନ୍ୟାସିକ ସହିତ ଅନୁବାଦକ ସହିତ ଜଣେ ମୁକ୍ତ ବୃତ୍ତି ସ୍ତମ୍ଭକାର ଭାବେ ଭୂପେନ ମହାପାତ୍ର ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ୤ ତାଙ୍କର ଏକାଧିକ ଗଳ୍ପପୁସ୍ତକ ସହିତ ଉପନ୍ୟାସ, ଭ୍ରମଣ କାହାଣୀ ଓ ଅନୁବାଦ...
କ୍ରମେ ସବିଶେଷ

ମନମୋହନ ମିଶ୍ର

ମନମୋହନ ମିଶ୍ର

ପରାଧୀନ ଭାରତକୁ ସ୍ବାଧୀନ କରିବା ପାଇଁ ଏବଂ ତତ୍କାଳୀନ ସାମନ୍ତବାଦୀ ଓ ଔପନିବେଶିକ ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ହାସଲ କରିବା ଲକ୍ଷ ନେଇ ମନମୋହନ ମିଶ୍ର(୧୯୨୦-୨୦୦୦) କବିତା ଲେଖିବା, ସ୍ବର ସଂଯୋଜନା କରିବା ଏବଂ ସ୍ବରଚିତ...
କ୍ରମେ ସବିଶେଷ

ମନୋଜ ଦାସ

ମନୋଜ ଦାସ

ପଦ୍ମଶ୍ରୀ ମନୋଜ ଦାସ, ଓଡ଼ିଆ କଥା ସାହିତ୍ୟର ଅନନ୍ୟ ବିନ୍ଧାଣି୤ ତାଙ୍କ ଲେଖାର ନିଆରା ଶୈଳୀ ପାଇଁ ଆଧୁନିକ ଓଡ଼ିଆ ସାହିତ୍ୟରେ ତାଙ୍କୁ ବିଷ୍ଣୁ ଶର୍ମାଙ୍କ ସହ ତୁଳନା କରାଯାଏ ୤ ୧୯୩୪ ରେ ବାଲେଶ୍ବର ଜିଲ୍ଲାର...
କ୍ରମେ ସବିଶେଷ

ମନୋରଞ୍ଜନ ପାଣିଗ୍ରାହୀ

ମନୋରଞ୍ଜନ ପାଣିଗ୍ରାହୀ

ଜଣେ ସରକାରୀ ଅଧିକାରୀ ଭାବେ କାର୍ଯ୍ୟରତ ଥାଇ ସୁଦ୍ଧା ମନୋରଞ୍ଜନ ପାଣିଗ୍ରାହୀ କବିତା ଲେଖିବାରେ ନିମଗ୍ନ ରହିଛନ୍ତି୤ ବର୍ତ୍ତମାନ ସୁଦ୍ଧା ମୁହଁ ଦର୍ପଣ, ମୃନ୍ମୟ ମୁହୂର୍ତ୍ତ ଓ କବିତା ଲେଖୁଥିବା ପୁଅ ଆଦି କବିତା ଗ୍ରନ୍ଥ ତାଙ୍କର...
କ୍ରମେ ସବିଶେଷ

ମାନସୀ କର

ପେସାରେ ଓକିଲାତି କରୁଥିବା ମାନସୀ କର ପ୍ରକୃତି, ପରିବେଶ ଓ ପରିବାରକୁ ନିଜର ପ୍ରେରଣା ରୂପେ ନିଜ ଲେଖାରେ ସାମିଲ କରିଛନ୍ତି୤ ଜଣେ ଯୁବ ଗାଳ୍ପିକା ଭାବେ ମାନସୀ କର ତାଙ୍କର ପ୍ରତ୍ୟେକ ଲେଖାଗୁଡ଼ିକରେ ନିଜର...
କ୍ରମେ ସବିଶେଷ

ମିତା ମହାନ୍ତି

୧୯୬୩ ମସିହାରେ ଜନ୍ମିତ ମିତା ମହାନ୍ତି ରେଭେନ୍‌ଶା ମହାବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର ଉପାଧିପ୍ରାପ୍ତ୤ବିଭିନ୍ନ ପ୍ରତିଷ୍ଠିତ ପତ୍ରିକାରେ ଗଳ୍ପ ରଚନା କରିଆସୁଥିବା ଶ୍ରୀମତୀ ମହାନ୍ତିଙ୍କର ଗଳ୍ପ ସଂକଳନ ‘ଅବଶିଷ୍ଟ ରାଧା’୤ ନିଜର କୃତି ପାଇଁ ସେ ନାରୀ...
କ୍ରମେ ସବିଶେଷ

ମୃଣାଳ

ମୃଣାଳ

ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ମୃଣାଳ ବା ମୃଣାଳ ଚାଟାର୍ଜୀ ସମ୍ପ୍ରତି ଢେଙ୍କାନାଳ ସ୍ଥିତ ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନର ମୁଖ୍ୟ ଭାବେ କାର୍ଯ୍ୟରତ୤ ମୁଖ୍ୟତଃ ରମ୍ୟ ରଚନା ଏବଂ ବ୍ୟଙ୍ଗ...
କ୍ରମେ ସବିଶେଷ

 

 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )