ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସାମ୍ପ୍ରତିକ ( ୧୯୮୧ ପରବର୍ତ୍ତୀ )

Warning: Creating default object from empty value in /home/odiasahitya/public_html/wp-content/themes/Sahitya/MembersListTemp.php on line 85

Warning: array_keys() expects parameter 1 to be array, null given in /home/odiasahitya/public_html/wp-content/themes/Sahitya/MembersListTemp.php on line 87
କନକଲତା ସାହୁ

କନକଲତା ସାହୁ

ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀମତୀ କନକଲତା ସାହୁ ଏକାଧାରରେ ଜଣେ ଗାଳ୍ପିକା, ପ୍ରାବନ୍ଧିକା, ନାଟ୍ୟକାର ସହିତ ଓଡ଼ିଆ ଭାଷାସାହିତ୍ୟର ଜଣେ ଗବେଷିକା ଭାବେ ପ୍ରତିଷ୍ଠାଲାଭ କରିଛନ୍ତି୤ ‘ବୋଉ ବନାମ ବହୁବଚନ’ ଗଳ୍ପ ସଙ୍କଳନ ସହିତ...
କ୍ରମେ ସବିଶେଷ

କମଳା ଶତପଥି

କମଳା ଶତପଥି

ଓଡ଼ିଶା ବାହାରେ ରହୁଥିବା ଲେଖିକା ଏବଂ ସୁଗୃହିଣୀ କମଳା ଶତପଥି ଏକାଧାରରେ ଜଣେ ଗାଳ୍ପିକା, ଔପନ୍ୟାସିକା, ଅନୁବାଦିକା, ଶିଶୁ ସାହିତ୍ୟିକ ଓ କବି୤ ତାଙ୍କର ପ୍ରକାଶିତ ଗଳ୍ପ ସଙ୍କଳନ ମଧ୍ୟରେ ‘ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ’, ‘ପୂର୍ଣ୍ଣଛେଦ ପରର...
କ୍ରମେ ସବିଶେଷ

କମଳାକାନ୍ତ ଜେନା

ଜଣେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଭାବେ କମଳାକାନ୍ତ ଜେନା ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରବନ୍ଧ ଏବଂ ଲେଖା ପାଇଁ ବେଶ୍ ପରିଚିତ୤ ଏହା ବ୍ୟତୀତ ତାଙ୍କର ବ୍ୟଙ୍ଗ ରଚନା ହେଉଛି ଅନ୍ୟତମ ନିଶା୤ ପେଶାରେ ଜଣେ ଅଧ୍ୟାପକ ହୋଇଥିଲେ...
କ୍ରମେ ସବିଶେଷ

କାମାକ୍ଷୀ ପ୍ରସାଦ ଦାଶ

କାମାକ୍ଷୀ ପ୍ରସାଦ ଦାଶ

କୈଶୋରରେ ଆରମ୍ଭ ହୋଇଥିବା ଅନ୍ଧତ୍ବଦ୍ବାରା ଜୀବନ ଅନ୍ଧକାର ହେଲେ ମଧ୍ୟ ଅବିଚଳ ବୀର ଶ୍ରୀଯୁକ୍ତ ଦାଶ ଅନେକ ଯୋଗ୍ୟତାର ଅଧିକାରୀ ହୋଇ ତା’ପରେ ସମ୍ମାନଜନକ ଅଧ୍ୟାପନା ବୃତ୍ତିରେ ଅବସ୍ଥାପିତ୤ ଶିକ୍ଷାଦାନ ବ୍ୟତୀତ କବିତା ଲେଖା ଓ ପ୍ରବନ୍ଧ...

କ୍ରମେ ସବିଶେଷ

କାଶୀନାଥ ନନ୍ଦୀ

ରାଉରକେଲା: ପେଶାରେ ଶିକ୍ଷକତା କରୁଥିବା କାଶୀନାଥ ନନ୍ଦୀଙ୍କ ନିଶା ହେଉଛି ଗଳ୍ପ ଲେଖିବା୤ ଏହା ବ୍ୟତୀତ ସେ କେତୋଟି ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି୤ ତାଙ୍କର ପ୍ରକାଶିତ ଗଳ୍ପ ସଙ୍କଳନ ମଧ୍ୟରେ ତିନିକାଳ ଓ ଭଲ ମଣିଷ...
କ୍ରମେ ସବିଶେଷ

କିଶୋରୀକିଙ୍କର ଦାସ

କିଶୋରୀକିଙ୍କର ଦାସ

ବେଶୀ ଲେଖା ଲେଖି ନଥିବା କିଶୋରୀକିଙ୍କର ଦାଶ ଶିଶୁ ସାହିତ୍ୟ ସହିତ ଆଧୁନିକ ଓ ବ୍ୟଙ୍ଗ କବିତା ଆଦି ଲେଖିଛନ୍ତି୤ ତାଙ୍କର ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ଏବଂ "ଭକ୍ତ ନୈବ୍ୟଦ୍ୟ"...
କ୍ରମେ ସବିଶେଷ

କୃପାସାଗର ସାହୁ

ରେଳବାଇର ଜଣେ ବରିଷ୍ଠ ଅଧିକାରୀଭାବେ ଅବସର ଗ୍ରହଣ କରିଥିବା କୃପାସାଗର ସାହୁ ଏକାଧାରରେ ଜଣେ କବି, ଶିଶୁ ସାହିତ୍ୟିକ, ଗାଳ୍ପିକ ଏବଂ ଔପନ୍ୟାସିକ ଭାବେ ପରିଚିତ୤ ସମାଜର ବିଭିନ୍ନ ସମସ୍ୟା ସହିତ ସାଧାରଣଲୋକଙ୍କ ଦୈନନ୍ଦିନ ଜୀବନଯାପନ ଶୈଳୀ...
କ୍ରମେ ସବିଶେଷ

କେ.ଶ୍ୟାମବାବୁ ଦୋରା

କେ.ଶ୍ୟାମବାବୁ ଦୋରା

ଜଣେ ଯୁବ ବ୍ୟବସାୟୀ ହୋଇ ମଧ୍ୟ କବି ଭାବେ କେ.ଶ୍ୟାମବାବୁ ଦୋରା ବେଶ୍‌ ପରିଚିତ୤ ତୀରତରଙ୍ଗ ପୁରସ୍କାର ଓ ଓଡ଼ିଶା ଯୁବ କବି ପୁରସ୍କାର ଆଦିରେ ସମ୍ମାନିତ ହୋଇଥିବା ଶ୍ରୀ ଦୋରାଙ୍କ ଅଦ୍ୟାବଧି ‘ଆତ୍ମାଭୋଗ’ ନାମରେ ଏକ...
କ୍ରମେ ସବିଶେଷ

ଗଜାନନ ମିଶ୍ର

ଓଡ଼ିଆ ଏବଂ ଓଡ଼ିଆ ଭାଷାକୁ ଭଲ ପାଉଥିବା ଗଜାନନ ମିଶ୍ର ବଲାଙ୍ଗୀର ଜିଲ୍ଲାରେ ଜଣେ ଓକିଲ ଭାବେ ସକ୍ରିୟ ଥାଇ ସୁଦ୍ଧା ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ କବିତା ଓ ଗଳ୍ପ ଆଦି ରଚନା କରିବାରେ ସିଦ୍ଧହସ୍ତ୤...
କ୍ରମେ ସବିଶେଷ

ଗନ୍ତାୟତ ଶିବପ୍ରସାଦ

ଗନ୍ତାୟତ ଶିବପ୍ରସାଦ

ଓଡ଼ିଆ ସାହିତ୍ୟରେ ଯେଉଁ କେତେକ ସାହିତ୍ୟିକ ନିଜ ଜୀବନକାଳର ଅଳ୍ପଦିନ ବଞ୍ଚିରହି ନିଜର ଲେଖାପାଇଁ ଅଜଶ୍ର ପାଠକୀୟ ଶ୍ରଦ୍ଧା ପାଇଛନ୍ତି, ସେମାନଙ୍କ ମଧ୍ୟରେ ଗନ୍ତାୟତ ଶିବପ୍ରସାଦ(୧୯୬୯-୨୦୧୦) ଅନ୍ୟତମ। ଅନେକ ଘାତ ପ୍ରତିଘାତ ମଧ୍ୟରେ ବଞ୍ଚିଥିବା ଶିବପ୍ରସାଦ ନିଜର...
କ୍ରମେ ସବିଶେଷ

 

 
 
 

♦ ପାଠକୀୟ ମତାମତ

  • ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ କ୍ଷମା ଓ ଖଦ୍ୱେତର ଖେଦ କବିତାଗୁଡିକୁ ସ୍ଥାନିତ କରନ୍ତୁ। ଏହି କବିତା ଦ୍ବୟ ବହୁତ ସୁନ୍ଦର।
    ( ରାଜେଶ କୁମାର ସାହୁ )
  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )
  • I am now nearing 80 years. I have seen Sri Godabarish Mohapatra in my childhood. He was know to my…
    ( Dilip Kumar Misra )