ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସାମ୍ପ୍ରତିକ ( ୧୯୮୧ ପରବର୍ତ୍ତୀ )

Warning: Creating default object from empty value in /home/odiasahitya/public_html/wp-content/themes/Sahitya/MembersListTemp.php on line 85

Warning: array_keys() expects parameter 1 to be array, null given in /home/odiasahitya/public_html/wp-content/themes/Sahitya/MembersListTemp.php on line 87
ଅମରେନ୍ଦ୍ର ଖଟୁଆ

ଅମରେନ୍ଦ୍ର ଖଟୁଆ

ଭାରତୀୟ ବିଦେଶ ସେବାର ଜଣେ ଦକ୍ଷ ଅଧିକାରୀ ଭାବେ ଅମରେନ୍ଦ୍ର ଖଟୁଆ ନିକଟରେ ଆର୍ଜେଣ୍ଟିନାର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଛନ୍ତି୤ ବିଶେଷ କରି ଜଣେ କବି ଭାବେ ସେ ସୁପରିଚିତ୤ ତାଙ୍କର ପ୍ରକାଶିତ ଓଡ଼ିଆ କବିତା ଗ୍ରନ୍ଥସବୁ...
କ୍ରମେ ସବିଶେଷ

ଅମରେଶ ବିଶ୍ବାଳ

ଅମରେଶ ବିଶ୍ବାଳ

ଜଣେ ବୈଦୁତ୍ୟିକ ଗଣମାଧ୍ୟମର ସାମ୍ବାଦିକ ଭାବେ କାର୍ଯ୍ୟରତ ଅମରେଶ ବିଶ୍ବାଳ ଜଣେ ଗାଳ୍ପିକ ଭାବେ ଜଣାଶୁଣା୤ ଏହା ବ୍ୟତୀତ ସେ ସାମ୍ପ୍ରତିକ ବିଷୟ ଉପରେ କବିତା ଓ ସ୍ତମ୍ଭ ମଧ୍ୟ ଲେଖା ଜାରି ରଖିଛନ୍ତି୤ ତାଙ୍କର ପ୍ରକାଶିତ...
କ୍ରମେ ସବିଶେଷ

ଅମିୟବାଳା ପଟ୍ଟନାୟକ

ଅମିୟବାଳା ପଟ୍ଟନାୟକ

ଜଣେ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଥିବା ଅମିୟବାଳା ପଟ୍ଟନାୟକ ୨୦୧୧ ମସିହାରେ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ୤ କବିତା ଲେଖାରୁ ସାହିତ୍ୟ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ପଟ୍ଟନାୟକ ପରବର୍ତ୍ତୀ ସମୟରେ...
କ୍ରମେ ସବିଶେଷ

ଅମୂଲ୍ୟ କୃଷ୍ଣ ମିଶ୍ର

ଜଣେ ବିଶିଷ୍ଟ ଶିକ୍ଷାବୀତ୍‌ ଏବଂ ବିଜ୍ଞାନ ଶିକ୍ଷକ ସହିତ ସାହିତ୍ୟିକ ଭାବେ ଡ.ଅମୂଲ୍ୟ କୃଷ୍ଣ ମିଶ୍ର(୧୯୩୨-୨୦୦୧) ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ୤ ଏକାଧାରରେ ଜଣେ ନାଟ୍ୟକାର ଓ ଗାଳ୍ପିକ ଭାବେ ଶ୍ରୀ ମିଶ୍ର ଅନେକ କ୍ଷୁଦ୍ରଗଳ୍ପ...
କ୍ରମେ ସବିଶେଷ

ଅରବିନ୍ଦ ପଟ୍ଟନାୟକ

ବୃତ୍ତିରେ ଜଣେ ବ୍ୟାଙ୍କ୍‌ ଅଧିକାରୀ ଭାବେ କାର୍ଯ୍ୟରତ ଥାଇ ସୁଦ୍ଧା ଜଣେ ଗାଳ୍ପିକ ଭାବେ ଅରବିନ୍ଦ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଜଗତରେ ଜଣେ ପରିଚିତ ନାମ୤ ମୁଖ୍ୟତଃ ଗଳ୍ପ ରଚନା ସହିତ ଅନୁବାଦକ ଭାବେ ସେ ସାହିତ୍ୟ...
କ୍ରମେ ସବିଶେଷ

ଅରବିନ୍ଦ ରାୟ

ବୃତ୍ତିରେ ଜଣେ ସରକାରୀ ଚାକିରିଆ ହୋଇ ସୁଦ୍ଧା ଅରବିନ୍ଦ ରାୟ ସାହିତ୍ୟ ରଚନାରେ ସିଦ୍ଧହସ୍ତ୤ ଶ୍ରୀ ରାୟ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ ଏବଂ ଶିଶୁ ସାହିତ୍ୟିକ ଅଟନ୍ତି୤ ତାଙ୍କର ପ୍ରକାଶିତ ଗଳ୍ପଗ୍ରନ୍ଥ ମଧ୍ୟରେ ‘ଦି ପାଦ...
କ୍ରମେ ସବିଶେଷ

ଅଶୋକ ଚନ୍ଦ୍ର ମହାପାତ୍ର

ଅଶୋକ ଚନ୍ଦ୍ର ମହାପାତ୍ର

କବି ଅଶୋକ ଚନ୍ଦ୍ର ମହାପାତ୍ର ସାମ୍ପ୍ରତିକ ସମୟର ଜଣେ ସୁପରିଚିତ କବି୤ ଭାବପୂର୍ଣ୍ଣ ଅଥଚ ସଂକ୍ଷିପ୍ତ ବକ୍ତବ୍ୟ ଏବଂ ଶବ୍ଦ ଚୟନର ନିଆରାପଣ ଯୋଗୁଁ ଓଡ଼ିଆ କବିତାରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି...
କ୍ରମେ ସବିଶେଷ

ଅଶୋକ ଜେନା

ବିଭିନ୍ନ ପତ୍ରପତ୍ରିକାରେ ଅଶୋକ ଜେନାଙ୍କର କବିତା ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ବିଭିନ୍ନ କବିଙ୍କ ଲିଖିତ କବିତା ସମ୍ବଳିତ ‘ସାମୁକା’ ନାମକ ଏକ କବିତା ସଙ୍କଳନ ସମ୍ପାଦିତ କରିଥିବା ଶ୍ରୀ ଜେନା ସମ୍ପ୍ରତି...
କ୍ରମେ ସବିଶେଷ

ଆଦିତ୍ୟ କୁମାର ପଣ୍ଡା

ଆଦିତ୍ୟ କୁମାର ପଣ୍ଡାଙ୍କ ଜନ୍ମ ବରଗଡ଼ ଜିଲ୍ଲାର କେଶାଇପାଲି ଗ୍ରାମରେ୤ ସେ ଜଣେ ଯୁବ କବି ଭାବେ କଲେଜ ପଢ଼ିବା ଦିନଠୁଁ କବିତା ଲେଖିବା ଆରମ୍ଭ କରନ୍ତି୤ ସମ୍ପ୍ରତି ଭାରତୀୟ ଭାଷା ସଂସ୍ଥା ଅଧୀନସ୍ଥ ରାଷ୍ଟ୍ରୀୟ ଅନୁବାଦ...
କ୍ରମେ ସବିଶେଷ

ଆଶିଷ କୁମାର କର

ଆଶିଷ କୁମାର କର

ଷ୍ଟେଟ୍‌ ବ୍ୟାଙ୍କ୍‌ର ଜଣେ ପଦସ୍ଥ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିବା ଆଶିଷ କୁମାର କର ମୁଖ୍ୟତଃ ଜଣେ କ୍ଷୁଦ୍ରଗଳ୍ପ ଲେଖକ୤ ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ଆନ୍ନା ହଜାରେଙ୍କ ଉପରେ ଶ୍ରୀ କରଙ୍କ ‘ବିଳ୍ପବୀ ଫକୀର’ ନାମକ...
କ୍ରମେ ସବିଶେଷ

 

 
 
 

♦ ପାଠକୀୟ ମତାମତ

  • ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ କ୍ଷମା ଓ ଖଦ୍ୱେତର ଖେଦ କବିତାଗୁଡିକୁ ସ୍ଥାନିତ କରନ୍ତୁ। ଏହି କବିତା ଦ୍ବୟ ବହୁତ ସୁନ୍ଦର।
    ( ରାଜେଶ କୁମାର ସାହୁ )
  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )
  • I am now nearing 80 years. I have seen Sri Godabarish Mohapatra in my childhood. He was know to my…
    ( Dilip Kumar Misra )