ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭ Back to Vote Screen

ଲେଖକ ଓ ଲେଖିକା

ଗନ୍ତାୟତ ଶିବପ୍ରସାଦ
ରଜତ କୁମାର ମିଶ୍ର
ବିରଜା ବଳ
ସୁରେନ୍ଦ୍ର ମହାନ୍ତି
ସୁଶାନ୍ତ ଦାଶ
କୃଷ୍ଣପ୍ରସାଦ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସ୍ବାଧୀନୋତ୍ତର ( ୧୯୩୬-୧୯୮୦)

ରାଧାମୋହନ ଗଡ଼ନାୟକ

କବି ରାଧାମୋହନ ଗଡ଼ନାୟକ(୧୯୧୧-୨୦୦୦) ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ସଫଳ, ପ୍ରତିଭାଶାଳୀ, କାଳଜୟୀ ସ୍ରଷ୍ଟା୤ ଛନ୍ଦର ଲାଳିତ୍ୟ, କବିତାର ଗାମ୍ଭୀର୍ଯ୍ୟ, ଭାଷା ଚାତୁରୀ, ବିଷୟ ଚୟନରେ ସେ ଅନନ୍ୟ୤ ‘ଉତ୍କଳିକା’, ‘ସ୍ମରଣିକା’, ‘କାବ୍ୟ ନାୟିକା’, ‘ଶାମୁକାର ସ୍ବପ୍ନ’,...
କ୍ରମେ ସବିଶେଷ

ରାମ ପ୍ରସାଦ ସିଂହ

ରାମ ପ୍ରସାଦ ସିଂହ( ୧୯୦୪-୧୯୮୫) ଓଡ଼ିଆ ସାହିତ୍ୟର ଜଣେ ସୁପ୍ରଶିଦ୍ଧ କଥାକାର। ସେ ଜଣେ ମାର୍କସବାଦୀ ଚିନ୍ତାଧାରାର କଥାକାର ଓ ଔପନ୍ୟାସିକ ଥିଲେ। ତାଙ୍କ ଗଳ୍ପରେ ଶୋଷକ ଓ ଶୋଷିତର ତିକ୍ତ ସମ୍ପର୍କ ଏକ ପ୍ରମୁଖ ବିଶେଷତ୍ୱ।...
କ୍ରମେ ସବିଶେଷ

ରାମଲକ୍ଷ୍ମଣ ଦାଶ

ଜଣେ ବାମପନ୍ଥି ଆଦର୍ଶବାଦୀ ନେତା ସହିତ ସଂଗ୍ରାମୀ କବି ଭାବେ ରାମଲକ୍ଷ୍ମଣ ଦାଶ (୧୯୨୮-୨୦୦୩) ପରିଚିତ ଥିଲେ। ଗରିବ ଓ ସାଧାରଣ ଲୋକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ସଂଗ୍ରାମ କରିବା ସହିତ ସେମାନଙ୍କ ବାବଦରେ ଲେଖିବା...
କ୍ରମେ ସବିଶେଷ

ଲକ୍ଷ୍ମୀନାରାୟଣ ମହାନ୍ତି

ଲକ୍ଷ୍ମୀନାରାୟଣ ମହାନ୍ତି(୧୯୧୯-୨୦୦୫) ଏକାଧାରରେ ଔପନ୍ୟାସିକ, କବି, ନାଟ୍ୟକାର, ଅନୁବାଦକ, ଜୀବନୀକାର ଓ ଗାଳ୍ପିକ। ସଂଯତ ଓ ସୁନିର୍ବାଚିତ ଶବ୍ଦ ସଂଯୋଜନା ଓ ଭାବବ୍ୟଞ୍ଜକ ଅତିକ୍ଷୁଦ୍ର କାହାଣୀର ସ୍ରଷ୍ଟାଭାବେ ତାଙ୍କର ଖ୍ୟାତି ସୁବିଦିତ। ତାଙ୍କ ଗଳ୍ପରେ ନୂତନ ଶୈଳୀ,...
କ୍ରମେ ସବିଶେଷ

ଶ୍ରଦ୍ଧାକର ସୂପକାର

ଏକାଧାରରେ ଶ୍ରଦ୍ଧାକର ସୂପକାର(୧୯୧୪-୧୯୯୩)ଜଣେ ସାହିତ୍ୟିକ, ଶିକ୍ଷାବୀତ୍‌, ଆଇନ୍‌ଜ୍ଞ, ରାଜନେତା ଓ ସମାଜସେବୀ ଥିଲେ୤ ଜଣେ ମେଧାବୀ ଛାତ୍ରଭାବେ ପିଲାଟିଦିନରୁ ପରିଚିତ ଶ୍ରୀ ସୂପକାର ସାମ୍ବାଦିକଭାବେ ମଧ୍ୟ କିଛିକାଳ କାର୍ଯ୍ୟ କରିବା ସହିତ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି...
କ୍ରମେ ସବିଶେଷ

ସଚ୍ଚି ରାଉତରାୟ

ସଚ୍ଚିଦାନନ୍ଦ ରାଉତରାୟ ପୁରୀ ଜିଲ୍ଲା ଅର୍ନ୍ତଗତ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ୧୯୧୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ୤ ଆଧୁନିକ ଓଡ଼ିଆ ସାହିତ୍ୟରେ କବିତା ଓ ଗଳ୍ପ ଲେଖନୀ କ୍ଷେତ୍ରରେ ତାଙ୍କର କୃତିତ୍ବ ଅବର୍ଣ୍ଣନୀୟ୤ ସେ ପଲ୍ଲୀର...
କ୍ରମେ ସବିଶେଷ

ସୁନୀଳ ମିଶ୍ର

ଜଣେ ନିଆରା ଗାଳ୍ପିକ ଭାବେ ସୁନୀଳ ମିଶ୍ର(୧୯୨୬-୧୯୮୬) ନିଜର ସ୍ବତନ୍ତ୍ର ଢାଞ୍ଚାର ଲେଖା ପାଇଁ ପରିଚିତ୤ ଅଧିକ ଗଳ୍ପ ଲେଖି ନଥିଲେ ମଧ୍ୟ ଦୈନନ୍ଦିନ ସାମାଜିକ ବିଷୟ ଉପରେ ଗୁରୁତ୍ବକୁ ନେଇ ଶ୍ରୀ ମିଶ୍ରଙ୍କ ଅନେକ ରଚନା...
କ୍ରମେ ସବିଶେଷ

ସୁରେନ୍ଦ୍ର ମହାନ୍ତି

ସୁରେନ୍ଦ୍ର ମହାନ୍ତି

ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ସମାଲୋଚକ ସହିତ ଜଣେ ରାଜନେତା ଭାବେ ସୁରେନ୍ଦ୍ର ମହାନ୍ତି(୧୯୨୨-୧୯୯୦) ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ୤ ୧୯୪୪ରୁ ୧୯୮୮ ମସିହା ପର୍ଯ୍ୟନ୍ତ ସେ ଲେଖିଥିବା ଅନେକ ଗଳ୍ପ, ନାଟକ, ଉପନ୍ୟାସ...
କ୍ରମେ ସବିଶେଷ

 

 
 
 

♦ ପାଠକୀୟ ମତାମତ

  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )
  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )