ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କିଶୋରୀକିଙ୍କର ଦାସ
ରବି ଶତପଥୀ
ବୈକୁଣ୍ଠନାଥ ପଟ୍ଟନାୟକ
ବାମାଚରଣ ମିତ୍ର
ଫତୁରାନନ୍ଦ
ଡକ୍ଟର ମାୟାଧର ମାନସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସ୍ବାଧୀନୋତ୍ତର ( ୧୯୩୬-୧୯୮୦)
ବିଦ୍ୟୁତପ୍ରଭା ଦେବୀ

ବିଦ୍ୟୁତପ୍ରଭା ଦେବୀ

ଜଣେ ଲୋକପ୍ରିୟ ନାରୀ କବି ଭାବେ ବିଦ୍ୟୁତପ୍ରଭା ଦେବୀ (୧୯୨୬-୧୯୭୭) ତାଙ୍କ ସମୟରେ ଜଣେ ପ୍ରତିଷ୍ଠିତ ଲେଖିକା ଭାବେ ପରିଚିତ ଥିଲେ୤ କବିତା ସହିତ ଶିଶୁମାନଙ୍କ ପାଇଁ ମଧ୍ୟ ସେ ଅନେକ ଲେଖା ଲେଖିଯାଇଛନ୍ତି୤ ତାଙ୍କର କବିତା...
କ୍ରମେ ସବିଶେଷ

ବିନୋଦ ନାୟକ

ଜଣେ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ନିଜର ସାହିତ୍ୟ ସାଧନା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ଅତିବଡ଼ି ଜଗନ୍ନାଥ ଦାଶ ପୁରସ୍କାରରେ ସମ୍ମାନୀତ...
କ୍ରମେ ସବିଶେଷ

ବୈକୁଣ୍ଠନାଥ ପଟ୍ଟନାୟକ

ବୈକୁଣ୍ଠନାଥ ପଟ୍ଟନାୟକ

ଓଡିଆ ସାହିତ୍ୟର କବିମାନଙ୍କ ମଧ୍ୟରେ ବୈକୁଣ୍ଠନାଥ ପଟ୍ଟନାୟକ(୧୯୦୪-୧୯୭୯) ଏକ ପରିଚିତ ତଥା ପ୍ରତିଷ୍ଠିତ ନାମ୤ ଭକ୍ତି କବିତା ସହିତ କଣେ ମାନବବାଦୀ କବି ଭାବେ ପରିଚିତ ଶ୍ରୀ ପଟ୍ଟନାୟକଙ୍କ କାବ୍ୟ ସଞ୍ଚୟନ, ଉତ୍ତରାୟଣ, ଅରୁଣଶ୍ରୀ ଆଦି କାବ୍ୟ...
କ୍ରମେ ସବିଶେଷ

ବ୍ରଜନାଥ ରଥ

ବ୍ରଜନାଥ ରଥ

ଆଧୁନିକ ଓଡ଼ିଆ କାବ୍ୟଧାରାକୁ ଔପନିବେଶିକ ମାନସିକତାର ଅନ୍ଧଗଳିରୁ ଉଦୀୟମାନ ଅଗ୍ନିଯୁଗର ଉତ୍ତରଣ ପର୍ବରେ ଉପନୀତ କରାଇବା ଦିଗରେ କତିପୟ କାବ୍ୟକାରମାନଙ୍କ ମଧ୍ୟରେ କବି ବ୍ରଜନାଥ ରଥ(୧୯୩୬-୨୦୧୪) ଜଣେ ସାର୍ଥକ ସ୍ରଷ୍ଟା। ଦେଶ, ଜାତି ଓ ସାଧାରଣ...
କ୍ରମେ ସବିଶେଷ

ବ୍ରହ୍ମାନନ୍ଦ ପଣ୍ଡା

ବ୍ରହ୍ମାନନ୍ଦ ପଣ୍ଡା

ସମ୍ପୂର୍ଣ୍ଣ ନୂତନ ଶୈଳୀର ଗଳ୍ପ ଲେଖକ ହିସାବରେ ବ୍ରହ୍ମାନନ୍ଦ ପଣ୍ଡାଙ୍କ (୧୯୨୨-୧୯୯୭) ନାମ ଉଲ୍ଲେଖଯୋଗ୍ୟ୤ ଓଡ଼ିଆ ସାହିତ୍ୟରେ ସର୍ବପ୍ରଥମେ ସେ ବହୁସଂଖ୍ୟକ ଆଭାସଧର୍ମୀ କୁନି ଗଳ୍ପ ଲେଖିବାର ପ୍ରୟାସ କରିଛନ୍ତି୤ ରାଜନୈତିକ ଚିନ୍ତାଭିତ୍ତିକ ଓ ବ୍ୟକ୍ତିଗତ ଅହଂସିକ୍ତ...
କ୍ରମେ ସବିଶେଷ

ଭାନୁଜୀ ରାଓ

ଭାନୁଜୀ ରାଓ

ଓଡ଼ିଆ କବିତା କ୍ଷେତ୍ରରେ ଏକ ନୂତନ ଧାରା ଆରମ୍ଭ କରିଥିଲେ କବି ଭନୁଜୀ ରାଓ(୧୯୨୬-୨୦୦୧)୤ ବିଂଶ ଶତାବ୍ଦୀର ୫୦ ଓ ୬୦ ଦଶକରେ ନିଜର ଅନୁପମ କାବ୍ୟଭାବନା ଓ ଚାତୁରୀ ଯୋଗୁଁ ଭାନୁଜୀ ରାଓ ତାଙ୍କ ସମୟର...
କ୍ରମେ ସବିଶେଷ

ଭୁବନେଶ୍ବର ବେହେରା

ଭୁବନେଶ୍ବର ବେହେରା

ଏକାଧାରରେ ଜଣେ ଖ୍ୟାତନାମା ଇଞ୍ଜିନିୟର୍‌, ସାହିତ୍ୟିକ, ଶିକ୍ଷାବିତ୍‌ ଓ ପ୍ରଶାସକ ଭାବେ ଭୁବନେଶ୍ବର ବେହେରା (୧୯୧୬-୨୦୦୧) ଏକ ପ୍ରତିଷ୍ଠିତ ନାମ୤ ରାଉରକେଲା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସହିତ ଏକାଧିକ କାର୍ଯ୍ୟରେ...
କ୍ରମେ ସବିଶେଷ

ରାଜକିଶୋର ପଟ୍ଟନାୟକ

ଉପନ୍ୟାସକାର ହିସାବରେ ପ୍ରସିଦ୍ଧି ଲାଭ କରିଥିବା ରାଜକିଶୋର ପଟ୍ଟନାୟକ (୧୯୧୬-୧୯୯୭)ଙ୍କର ଗଳ୍ପ କ୍ଷେତ୍ରରେ ସ୍ବାତନ୍ୟ୍ତ୍ର ବେଶ୍‌ ପରିସ୍ଫୁଟ୤ ଜୀବନର ବିବିଧ ରୂପକୁ ରୂପାୟନ କରିବା କ୍ଷେତ୍ରରେ ତାଙ୍କ ଗଳ୍ପ ଗୁଡ଼ିକର ଭୂମିକା ବିଶେଷ ସ୍ମରଣୀୟ୤ ସେ ସୃଷ୍ଟିର...
କ୍ରମେ ସବିଶେଷ

ରାଜକିଶୋର ରାୟ

ରାଜକିଶୋର ରାୟ

ଜଣେ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ରାଜକିଶୋର ରାୟ(୧୯୧୪-୧୯୯୮) ଓଡ଼ିଆ ସାହିତ୍ୟରେ ସୁପରିଚିତ, ସୁପଠିତ ଓ ସୁପ୍ରିୟଲେଖକ୤ ତାଙ୍କ ରଚିତ ପ୍ରତ୍ୟେକ କ୍ଷୁଦ୍ରଗଳ୍ପର ବିଷୟବସ୍ତୁ ସାମାଜିକ ଘଟଣାବଳୀ ଉପରେ ପର୍ଯ୍ୟବେଶିତ ଥିଲେ ହେଁ ପ୍ରତ୍ୟେକଟି...
କ୍ରମେ ସବିଶେଷ

ରାଜେନ୍ଦ୍ର ପ୍ରସାଦ ଦାଶ

ଜଣେ ପ୍ରତ୍ନତତ୍ତ୍ୱବିଦ୍‌ ଓ ଅଧ୍ୟାପକଭାବେ ପ୍ରତିଷ୍ଠାଲାଭ କରିଥିବା ରାଜେନ୍ଦ୍ର ପ୍ରସାଦ ଦାସ(୧୯୩୦-୨୦୦୬) ଜଣେ ଲେଖକଭାବେ ମଧ୍ୟ ପରିଚିତ ଥିଲେ। ତାଙ୍କର ଲେଖାଗୁଡ଼ିକର ସ୍ୱତନ୍ତ୍ରତା ହେଉଛି ତାଙ୍କର ଲେଖକଭାବେ ପରିଚୟ। ତାଙ୍କର ପ୍ରକାଶିତ ସଙ୍କଳନ ମଧ୍ୟରେ ‘ଆଜି...
କ୍ରମେ ସବିଶେଷ

 

 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )