ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସ୍ବାଧୀନୋତ୍ତର ( ୧୯୩୬-୧୯୮୦)

Warning: Creating default object from empty value in /home/odiasahitya/public_html/wp-content/themes/Sahitya/MembersListTemp.php on line 85

Warning: array_keys() expects parameter 1 to be array, null given in /home/odiasahitya/public_html/wp-content/themes/Sahitya/MembersListTemp.php on line 87
ଡକ୍ଟର ମାୟାଧର ମାନସିଂହ

ଡକ୍ଟର ମାୟାଧର ମାନସିଂହ

ଓଡ଼ିଆ ସାହିତ୍ୟରେ ପ୍ରେମ ଓ ପ୍ରଣୟର କବି ଭାବେ ପରିଚିତ ମାୟାଧର ମାନସିଂହ(୧୯୦୫-୧୯୭୩) ଜଣେ ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତିତ୍ବ୤ ବିପୁଳ କାବ୍ୟକୃତି ବ୍ୟତୀତ ବହୁ ନାଟକ ନାଟିକା, ମନନଶୀଳ ପ୍ରବନ୍ଧ, ସାହିତ୍ୟ ସମାଲୋଚନା, ଜୀବନୀ, ଆତ୍ମଜୀବନୀ,...
କ୍ରମେ ସବିଶେଷ

ନନ୍ଦ କିଶୋର ବଳ

ନନ୍ଦ କିଶୋର ବଳ

ବାଗ୍ମୀ ବିଶ୍ବନାଥ କର ଏବଂ ଭକ୍ତକବି ମଧୁସୂଦନ ରାଓଙ୍କର ଶିଷ୍ୟ ଭାବେ ପଲ୍ଲୀକବି ନନ୍ଦକିଶୋର ବଳ(୧୮୭୫-୧୯୨୮) ସାହିତ୍ୟ ସାଧନା ଆରମ୍ଭ କରିଥିଲେ୤ ଓଡ଼ିଶାର ଗ୍ରାମ ଓ ପଲ୍ଲୀର ପ୍ରାକୃତିକ ପରିବେଶ ଉପରେ ତାଙ୍କର ଅଧିକାଂଶ ଲେଖାଗୁଡ଼ିକ ପର୍ଯ୍ୟବେଶିତ...
କ୍ରମେ ସବିଶେଷ

ନିତ୍ୟାନନ୍ଦ ମହାପାତ୍ର

ନିତ୍ୟାନନ୍ଦ ମହାପାତ୍ର

ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ରାଜନେତା, ସାହିତ୍ୟିକ ଓ ସାମ୍ବାଦିକ ଭାବେ ନିତ୍ୟାନନ୍ଦ ମହାପାତ୍ର(୧୯୧୨-୨୦୧୨) ସୁପ୍ରତିଷ୍ଠିତ୤ ପ୍ରତିଷ୍ଠିତ ଓଡ଼ିଆ ପତ୍ରିକା ଡଗରର ସମ୍ପାଦକ ଭାବେ ଲେଖକ ରୂପେ ପରିଚିତ ଲାଭ କରିଥିବା ନିତ୍ୟାନନ୍ଦ ମହାପାତ୍ର ପରବର୍ତ୍ତୀ...
କ୍ରମେ ସବିଶେଷ

ନିର୍ମଳା ଦେବୀ

ଓଡ଼ିଶାର ନାରୀକବିମାନଙ୍କ ମଧ୍ୟରେ ନିର୍ମଳା ଦେବୀ( ୧୯୦୭-୧୯୮୭) ଏକ ପରିଚିତ ନାମ। ତାଙ୍କ ରଚିତ କବିତା ଗ୍ରନ୍ଥ ମଧ୍ୟରେ ‘ଦିନାନ୍ତେ’, ‘୧୯୫୩’, ‘ସୀମାନ୍ତେ’ ଓ ‘ବର୍ଣ୍ଣରାଗ’ ଅନ୍ୟତମ। କବିତା ଗ୍ରନ୍ଥ ‘ବର୍ଣ୍ଣରାଗ’ ପାଇଁ ସେ ଓଡ଼ିଶା ସାହିତ୍ୟ...
କ୍ରମେ ସବିଶେଷ

ନୀଳକଣ୍ଠ ଦାସ

ନୀଳକଣ୍ଠ ଦାସ

ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ରାଜନେତା, ଶିକ୍ଷାବୀତ୍‌ ଏବଂ ସାହିତ୍ୟିକ ଭାବେ ପଣ୍ଡିତ ନୀଳକଣ୍ଠ ଦାସ(୧୮୮୪-୧୯୬୭) ୧୯୩୬ ମସିହାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଜଣେ ପ୍ରମୁଖ ବିନ୍ଧାଣୀ୤ ତାଙ୍କ ଦ୍ବାରା ସମ୍ପାଦିତ "ନବଭାରତ"...
କ୍ରମେ ସବିଶେଷ

ପଦ୍ମଚରଣ ପଟ୍ଟନାୟକ

ତରୁଣ ଜୀବନର ମୂର୍ଚ୍ଛନା, କିଶୋର ଜୀବନର ସ୍ମୃତି ଆଦିକୁ ସୁନ୍ଦର ଭାବଧାରା ମାଧ୍ୟମରେ ସଜାଇ କବିତା ଲେଖନର ଏକ ନିଆରା ଶୈଳୀ ପାଇଁ ପଦ୍ମଚରଣ ପଟ୍ଟନାୟକ(୧୮୮୫-୧୯୫୬) ସ୍ମରଣୀୟ ରହିବେ୤ ଓଡ଼ିଆ କାବ୍ୟ ସାହିତ୍ୟରେ ନିଜର ଲେଖା ପାଇଁ...
କ୍ରମେ ସବିଶେଷ

ଫତୁରାନନ୍ଦ

ଫତୁରାନନ୍ଦ

ଓଡ଼ିଆ କଥା ସାହିତ୍ୟରେ ଜଣେ ବଳିଷ୍ଠ ଏବଂ ଶାଣିତ ବ୍ୟଙ୍ଗ ସାହିତ୍ୟିକ ଭାବେ ଫତୁରାନନ୍ଦ ପରିଚିତ୤ ନିଜର ପ୍ରକୃତ ନାମ ରାମଚନ୍ଦ୍ର ମିଶ୍ରକୁ ପରିବର୍ତ୍ତନ କରି ଫତୁରାନନ୍ଦ ନାଁରେ ପରିଚିତ ହେବା ପରେ ନିରୁତା ବ୍ୟଙ୍ଗ ରଚନା...
କ୍ରମେ ସବିଶେଷ

ବସନ୍ତ କୁମାରୀ ପଟ୍ଟନାୟକ

ବସନ୍ତ କୁମାରୀ ପଟ୍ଟନାୟକ(୧୯୨୩-୨୦୧୩) ଜଣେ ଶକ୍ତିଶାଳୀ ଔପନ୍ୟାସିକା ଓ ଗାଳ୍ପିକା ଭାବେ ସୁପରିଚିତା। ଓଡ଼ିଆ ସାହିତ୍ୟରେ ସେ ଜଣେ ସଫଳ ନାରୀ କଥାଶିଳ୍ପୀ। ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ‘ଅମଡ଼ାବାଟ’ , ‘ଚୋରାବାଲି ’ , ‘...
କ୍ରମେ ସବିଶେଷ

ବସନ୍ତ ମୁଦୁଲି

ଓଡ଼ିଆ ସାହିତ୍ୟରେ ଯେଉଁ କେତେଜଣ ଖୁବ୍‌ ଅଳ୍ପବର୍ଷର ଜୀବନ ମଧ୍ୟରେ ନିଜର ଲେଖା ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି ସେମାନଙ୍କ ମଧ୍ୟରେ କବି ବସନ୍ତ ମୁଦୁଲି(୧୯୫୫-୧୯୮୬) ଅନ୍ୟତମ। ଜଣେ ସ୍ୱାଧୀନଚେତା କବିଭାବେ ମୁଖ୍ୟତଃ ସାମାଜିକ ଅନ୍ୟାୟ...
କ୍ରମେ ସବିଶେଷ

ବାମାଚରଣ ମିତ୍ର

ବାମାଚରଣ ମିତ୍ର

ଓଡ଼ିଆ ସାହିତ୍ୟରେ ଜଣେ ଖ୍ୟାତନାମା ଲେଖକ ଭାବେ ବାମାଚରଣ ମିତ୍ର(୧୯୧୫-୧୯୭୫)ବେଶ୍‌ ପରିଚିତ୤ ଜଣେ ଲେଖକ, ଔପନ୍ୟାସିକ ଓ ସମାଲୋଚକ ଭାବେ ଶ୍ରୀ ମିତ୍ରଙ୍କ ଅନେକ ପୁସ୍ତକ ଯଥେଷ୍ଟ ପାଠକୀୟ ସ୍ବୀକୃତି ହାସଲ କରିଛି୤ ତାଙ୍କର ଗଳ୍ପଗ୍ରନ୍ଥ ନରଛଞ୍ଚାଣ,...
କ୍ରମେ ସବିଶେଷ

 

 
 
 

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )