ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭

ଲେଖକ ଓ ଲେଖିକା

ସୁରେନ୍ଦ୍ର ମହାନ୍ତି
ମନୋରଞ୍ଜନ ପାଣିଗ୍ରାହୀ
ସୀତାକାନ୍ତ ମହାପାତ୍ର
କମଳା ଶତପଥି
ଦିଲ୍ଲୀପ ଦାସ
ଜଗଦୀଶ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସ୍ବାଧୀନୋତ୍ତର ( ୧୯୩୬-୧୯୮୦)
ଅକ୍ଷୟ ମହାନ୍ତି

ଅକ୍ଷୟ ମହାନ୍ତି

ଜଣେ ସାହିତ୍ୟିକ ଅପେକ୍ଷା ଜଣେ ସଙ୍ଗୀତଜ୍ଞ ଭାବେ ଅକ୍ଷୟ ମହାନ୍ତି(୧୯୩୭-୨୦୦୨) ଓଡ଼ିଆମାନଙ୍କ ନିକଟରେ ବେଶ୍‌ ସୁପରିଚିତ୤ ତାଙ୍କ ଅନେକ ଗଳ୍ପ ଓ କବିତା ସହିତ ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପ ମଧ୍ୟରେ ତାଙ୍କ ଆତ୍ମଜୀବନୀ ପୁସ୍ତକ ଆର୍ଯ୍ୟଦାଶର ଆତ୍ମଲିପି...
କ୍ରମେ ସବିଶେଷ

ଅଖିଳମୋହନ ପଟ୍ଟନାୟକ

ଅଖିଳମୋହନ ପଟ୍ଟନାୟକ

ଓଡ଼ିଆ କଥା ସାହିତ୍ୟ ଜଗତର ଜଣେ ନିଆରା କଥାକାର ଥିଲେ ଅଖିଳମୋହନ ପଟ୍ଟନାୟକ୤ ୧୯୨୭ ମସିହା ଡିସେମ୍ବର ୧୮ ତାରିଖରେ ଖୋର୍ଦ୍ଧାରେ ଜନ୍ମିତ ଅଖିଳମୋହନ ଥିଲେ ବୃତ୍ତିରେ ଆଇନଜୀବି ଆଉ ପ୍ରବୃତ୍ତିରେ ବିଦଗ୍ଧ ସାହିତ୍ୟ ଶିଳ୍ପୀ୤ ୧୯୮୧...
କ୍ରମେ ସବିଶେଷ

ଅନନ୍ତ ପଟ୍ଟନାୟକ

ଅନନ୍ତ ପଟ୍ଟନାୟକ

ଜଣେ ପ୍ରଗତିଶୀଳ ଓ ବୈପ୍ଳବିକ ଚେତନାଧାରୀ କବି, ଗାଳ୍ପିକ, ଅନୁବାଦକ, ନାଟ୍ୟକାର ଓ ଶିଶୁ ସାହିତ୍ୟିକ ଭାବେ ଅନନ୍ତ ପଟ୍ଟନାୟକ(୧୯୧୪-୧୯୮୭) ପରିଚିତ୤ ତାଙ୍କର ସମସ୍ତ ଲେଖାରେ ଗରିବ ଓ ଖଟିଖିଆ ତଥା ସମାଜର ତଳ ଶ୍ରେଣୀର ଲୋକମାନଙ୍କର...
କ୍ରମେ ସବିଶେଷ

ଅନନ୍ତ ପ୍ରସାଦ ପଣ୍ଡା

ସାମ୍ୟବାଦୀ ଚିନ୍ତାଧାରା ସହିତ ଜଣେ ପ୍ରଗତିଶୀଳ ସାହିତ୍ୟିକ ଭାବେ ଅନନ୍ତ ପ୍ରସାଦ ପଣ୍ଡା( ୧୯୦୬-୧୯୯୦) ଓଡ଼ିଆ ସାହିତ୍ୟର ଏକ ପରିଚିତ ନାମ୤ ମୁଖ୍ୟତଃ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଶ୍ରୀ ପଣ୍ଡାଙ୍କ ଲେଖାଗୁଡ଼ିକ ପର୍ଯ୍ୟବେଶିତ୤ ଜଣେ ଔପନ୍ୟାସିକ...
କ୍ରମେ ସବିଶେଷ

ଅନ୍ନଦା ଶଙ୍କର ରାୟ

ଉଭୟ ଓଡ଼ିଆ ଓ ବଙ୍ଗଳା ସାହିତ୍ୟର ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ଅନ୍ନଦା ଶଙ୍କର ରାୟ ...
କ୍ରମେ ସବିଶେଷ

ଆଶୋକ ଚନ୍ଦନ

ବଲାଙ୍ଗୀରର ପାଟଣାଗଡ଼ରେ ଜନ୍ମ ହୋଇଥିବା ଗାଳ୍ପିକ ଅଶୋକ ଚନ୍ଦନ(୧୯୫୨-୧୯୮୪) ଓଡ଼ିଆ ଗଳ୍ପ ଜଗତରେ ଜଣେ ପରିଚିତ ନାମ। ମାତ୍ର ୩୨ ବର୍ଷର ଜୀବନ ମଧ୍ୟରେ ସେ ସୃଷ୍ଟି କରିଥିବା ଗଳ୍ପଗୁଡ଼ିକ ଓଡ଼ିଆ ଗଳ୍ପ ଜଗତରେ...
କ୍ରମେ ସବିଶେଷ

କପିଳେଶ୍ବର ଦାସ

କହ୍ନେଇଲାଲ୍‌ ଦାସ

ଓଡ଼ିଆ ସାହିତ୍ୟର ଗାଳ୍ପିକ ମହଲରେ ସେତେ ଅଧିକ ଗଳ୍ପ ଲେଖିବାରେ କହ୍ନେଇଲାଲ୍‌ ଦାସ(୧୯୪୭-୧୯୭୫)ଙ୍କ ପରିଚିତି ନଥିଲେ ମଧ୍ୟ ତାଙ୍କର ନିଆରା ଲେଖା ଶୈଳୀ ପାଇଁ ସେ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ଅଟନ୍ତି୤ ମାତ୍ର ୨୮ ବର୍ଷ ବୟଷ...
କ୍ରମେ ସବିଶେଷ

କାଳିନ୍ଦି ଚରଣ ପାଣିଗ୍ରାହୀ

କାଳିନ୍ଦି ଚରଣ ପାଣିଗ୍ରାହୀ

ଓଡ଼ିଆ ସାହିତ୍ୟର ସବୁଜଗୋଷ୍ଠୀର ଲେଖକ ଭାବେ ପରିଚିତ କାଳିନ୍ଦୀ ଚରଣ ପାଣିଗ୍ରାହୀ(୧୯୦୧-୧୯୯୧) ଏକାଧାରରେ ଜଣେ ଗାଳ୍ପିକ, କବି, ଔପନ୍ୟାସିକ, ପ୍ରାବନ୍ଧିକ ଓ ନାଟ୍ୟକାର ଭାବେ ପ୍ରସିଦ୍ଧି ଲାଭ କରିଥିଲେ୤ ପଦ୍ମ ଭୂଷଣ ସମ୍ମାନ ସହିତ ସାହିତ୍ୟ ଏକାଡ଼େମୀର...
କ୍ରମେ ସବିଶେଷ

କାହ୍ନୁଚରଣ ମହାନ୍ତି

କାହ୍ନୁଚରଣ ମହାନ୍ତି

କାହ୍ନୁଚରଣ ମହାନ୍ତିଙ୍କୁ(୧୯୦୬-୧୯୯୪) ଓଡ଼ିଆ ଉପନ୍ୟାସ ସାହିତ୍ୟର ଜନକ ବୋଲି ବିଚାର କରାଯାଏ୤ ସ୍ବାଧୀନତା ପୂର୍ବବର୍ତ୍ତୀ ସମୟରୁ ସେ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ଲେଖା ଆରମ୍ଭ କରି ୮୦ ଦଶକର ଶେଷ ପର୍ଯ୍ୟନ୍ତ ଲେଖନୀ ଚାଳନା ଜାରି ରଖିଥିଲେ୤...
କ୍ରମେ ସବିଶେଷ

 

 
 
 

♦ ପାଠକୀୟ ମତାମତ

  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )
  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )