ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପ୍ରାକ୍-ସ୍ବାଧୀନତା (୧୮୦୧-୧୯୩୫)

Warning: Creating default object from empty value in /home/odiasahitya/public_html/wp-content/themes/Sahitya/MembersListTemp.php on line 85

Warning: array_keys() expects parameter 1 to be array, null given in /home/odiasahitya/public_html/wp-content/themes/Sahitya/MembersListTemp.php on line 87
ଉତ୍କଳମଣି ଗୋପବନ୍ଧୁ ଦାସ

ଉତ୍କଳମଣି ଗୋପବନ୍ଧୁ ଦାସ

ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଦ୍ବାରା “ଉତ୍କଳମଣି” ଉପାଧିରେ ଭୂଷିତ ଗୋପବନ୍ଧୁ ଦାଶ(୧୮୭୭-୧୯୨୮)ଙ୍କ ମହାପ୍ରୟାଣର ୭୦ ବର୍ଷ ପରେ ମଧ୍ୟ ସେ ଓଡ଼ିଆଙ୍କ ନିକଟରେ ଏକ ପରିଚିତ ନାମ୤ ୧୮୯୪ ମସିହାରୁ ୧୯୨୮ ମସିହା ପର୍ଯ୍ୟନ୍ତ ଗୋପବନ୍ଧୁ...
କ୍ରମେ ସବିଶେଷ

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ଓଡ଼ିଆ ସାହିତ୍ୟର ଜଣେ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଏବଂ ସ୍ବାଧୀନତା ସଂଗ୍ରାମୀ ଭାବେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର(୧୮୮୮-୧୯୫୩) ଏକ ପରିଚିତ ନାମ୤ ଏକାଧାରରେ ଜଣେ ଶିଶୁ ସାହିତ୍ୟିକ, କବି ଓ ଲେଖକ ଭାବେ ତାଙ୍କ ରଚନାଗୁଡିକ ପାଠକମାନଙ୍କ ନିକଟରେ...
କ୍ରମେ ସବିଶେଷ

କୁନ୍ତଳା କୁମାରୀ ସାବତ

କୁନ୍ତଳା କୁମାରୀ ସାବତ

ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ(୧୯୦୦-୧୯୩୮) ନାରୀ କବି ଭାବରେ ଓଡ଼ିଶା ସାହିତ୍ୟରେ ଏକ ସୁପରିଚିତ ନାମ୤ ଉଭୟ ଗୁଣ ଓ ପରିଣାମରେ ପ୍ଲାବନ କଲାଭଳି ସେପରି ସାହିତ୍ୟିକ ବ୍ୟକ୍ତିତ୍ବ ଏପର୍ଯ୍ୟନ୍ତ ଓଡ଼ିଆ ନାରୀ ଜଗତରେ ଦେଖା ଦେଇନାହିଁ୤...
କ୍ରମେ ସବିଶେଷ

ଚନ୍ଦ୍ରମୋହନ ମହାରଣା

ଓଡ଼ିଆ ସାହିତ୍ୟର ଏକ ବହୁ ପରିଚିତ ନାମ ମଧ୍ୟରେ ଚନ୍ଦ୍ରମୋହନ ମହାରଣା(୧୮୭୦-୧୯୨୯) ନଥିଲେ ମଧ୍ୟ ତାଙ୍କର ଲେଖାର ସ୍ବତନ୍ତ୍ର ବିଶେଷତ୍ବ ରହିଛି୤ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଶ୍ରୀ ମହାରଣାଙ୍କ...
କ୍ରମେ ସବିଶେଷ

ଦୟାନିଧି ମିଶ୍ର

ଦୟାନିଧି ମିଶ୍ର

ଓଡ଼ିଆ କଥା ସାହିତ୍ୟରେ ଦୟାନିଧି ମିଶ୍ର(୧୮୯୧-୧୯୫୫) ଜଣେ ନିଆରା ଲେଖକ ଭାବେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ୤ ସେ ଜଣେ ଶିକ୍ଷକ, ଆଇନଜୀବୀ ଓ ରାଜନେତା ଭାବେ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ନିଜର କର୍ମମୟ ଜୀବନ...
କ୍ରମେ ସବିଶେଷ

ନୀଳମଣି ବିଦ୍ୟାରତ୍ନ

ନୀଳମଣି ବିଦ୍ୟାରତ୍ନ

ଆଧୁନିକ ଓଡ଼ିଶାର ବିନ୍ଧାଣୀମାନଙ୍କ ମଧ୍ୟରୁ ପଣ୍ଡିତ ନୀଳମଣି ମିଶ୍ର (୧୮୬୭-୧୯୨୩) ଏକ ପରିଚିତ ନାମ୤ ବାମଣ୍ଡାର ରାଜା ସାର୍‌ ସୁଢଳ ଦେବଙ୍କ ଦ୍ବାରା ବିଦ୍ୟାରତ୍ନ ଉପାଧିପ୍ରାପ୍ତ ହେବା ପରେ ତାଙ୍କ ନାମ ନୀଳମଣି...
କ୍ରମେ ସବିଶେଷ

ଫକୀରମୋହନ ସେନାପତି

ଫକୀରମୋହନ ସେନାପତି

ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ସହିତ ସ୍ବତନ୍ତ୍ର ଓଡ଼ିଆ ଭାଷା ଆନ୍ଦୋଳର ଜଣେ କର୍ଣ୍ଣଧାର ଭାବେ ବ୍ୟାସକବି ଫକୀର ମୋହନ ସେନାପତି(୧୮୪୩-୧୯୧୮)ଙ୍କ ଅବଦାନ ଅନସ୍ବୀକାର୍ଯ୍ୟ୤ ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ କାଳଜୟୀ ସ୍ରଷ୍ଟା ସହିତ ସରଳ...
କ୍ରମେ ସବିଶେଷ

ଭକ୍ତକବି ମଧୁସୂଦନ ରାଓ

ଭକ୍ତକବି ମଧୁସୂଦନ ରାଓ

ବିଶେଷତଃ ଭକ୍ତିରସାତ୍ମକ ରଚନାରେ ପରାକାଷ୍ଠା ପ୍ରଦର୍ଶନ କରିଥିବାରୁ ମଧୁସୂଦନ ରାଓଙ୍କୁ ଭକ୍ତ କବି ଭାବେ ମାନ୍ୟତା ପ୍ରଦାନ କରାଯାଇଛି୤ ଜଣେ ଋଷିପ୍ରତିମ ସାହିତ୍ୟିକ ଭାବେ ପରିଚିତ ମଧୁସୂଦନଙ୍କ ଦ୍ବାରା ଲିଖିତ ବର୍ଣ୍ଣବୋଧ ଓଡ଼ିଆ ଭାଷାର ପ୍ରାରମ୍ଭିକ ଶିକ୍ଷା...
କ୍ରମେ ସବିଶେଷ

ଭଗବତୀ ଚରଣ ପାଣିଗ୍ରାହୀ

ଭଗବତୀ ଚରଣ ପାଣିଗ୍ରାହୀ

କବିଚନ୍ଦ୍ର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କନିଷ୍ଟ ଭ୍ରାତା ତଥା ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ଜଣେ କର୍ଣ୍ଣଧାର ସହିତ ଜଣେ ପ୍ରଗତିଶୀଳ ଲେଖକ ଭାବେ ଭଗବତୀ ଚରଣ ପାଣିଗ୍ରାହୀ(୧୯୦୮-୧୯୪୩) ପରିଚିତ୤ ମାତ୍ର ୩୫ ବର୍ଷର ଜୀବନକାଳ ମଧ୍ୟରେ ଓଡ଼ିଶାର...
କ୍ରମେ ସବିଶେଷ

ମଧୁସୂଦନ ଦାସ

ମଧୁସୂଦନ ଦାସ

ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ସାହିତ୍ୟିକ, ସମାଜ ସୁଧାରକ ଓ ବାରିଷ୍ଟର ଭାବେ ଉତ୍କଳ ଗୌରବ ମଧୁସୂଦନ ଦାସ ବା ମଧୁବାବୁ ଓଡ଼ିଆମାନଙ୍କ ନିକଟରେ ଏକ ପରିଚିତ ନାମ୤ ଓଡ଼ିଆ ଭାଷାକୁ ଏକ ସ୍ବତନ୍ତ୍ର ଭାଷା ରୁପେ...
କ୍ରମେ ସବିଶେଷ

 

 
 
 

♦ ପାଠକୀୟ ମତାମତ