ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କୃଷ୍ଣପ୍ରସାଦ ମିଶ୍ର
ଭୁବନେଶ୍ବର ବେହେରା
ଫନି ମହାନ୍ତି
ନନ୍ଦ କିଶୋର ବଳ
ମନୋଜ ଦାସ
ଗନ୍ତାୟତ ଶିବପ୍ରସାଦ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପୁଅ ପାଇଁ ସବୁଗୀତ
 |- ସୁଶାନ୍ତ ଦାଶ
 
 
ତା: ଜୁଲାଇ ୩, ୨୦୧୨  
ମୂଳ ପୃଷ୍ଠାକାବ୍ୟ ଓ କବିତାଆଧୁନିକ
 

ମାଛ ଭର୍ତ୍ତି ଏକ୍ବିରମ୍‌କୁ ଦେଖିଲେ
ମନେପଡ଼େ ସତେ ଯେମିତି
ଏମିତି ହିଁ ମୋର ଭାଗ୍ୟ୤

ମାଛଟି କିପରି ଛଟପଟ ହୁଏ
ନିଜ ପରିଧିରେ, ଯେତେଥର
ଚେଷ୍ଟାକରେ ମୁକୁଳିବାକୁ
ଅଧିକ ବାଟ ଯିବାକୁ
ଆଘାତ ଖାଉଥାଏ କାଚ଼ରେ
କଷ୍ଟଭୋଗେ, ପୁଣି ଫେରିଆସେ
ନିଜ ଯାଗାକୁ୤
ଚିନ୍ତାକରେ ନିଜର ପରିଧି,
ନିଜର ଅସ୍ତିତ୍ବ ନିଜର ସ୍ଥିତି,
ପୁଣି ଅଟକି ଯାଏ
ମାଛଟି ଯେଉଁଠି ସେଇଠି୤

ଖେଳନା ପାଇଁ ପୁଅ ମୋର
ଜିଦ୍‌ଧରେ, ଅଝଟ ହୁଏ, ଦୁଷ୍ଟାମି କରେ୤

ପୁଅରେ, ତୁ ବୋଧେ ଜାଣିନୁ
ମୁଁ ଗୋଟେ ଏକ୍ବିରମ୍‌ର ମାଛ
ମୋ ପରିଧି ଛୋଟ,
ବେରୋଜ୍‌ଗାର ଅନାଟନ ଅଭାବ ମୋ ପରିଧି
ତୁ ଖେଳନା ପାଇଁ ଅଝଟ ହେଲେ
ମୁଁ କଣ କରିବି,
ମୋ ଅସମର୍ଥତାକୁ
ତୁ ଥରେ ବୁଝିବାକୁ ଚେଷ୍ଟାକରେ୤

ମୁଠାଏ ଡାଲି ଭାତ
ପୁଣି ଔଷଧ ପୋଷାକ ପାଇଁ
ଅସମର୍ଥ ତୋ ବାପା
ଆଲୁଅ ନଥିବା ଘର
ଇସ୍ତ୍ରି ନଥିବା ପୋଷାକ
ଚମଡ଼ା ଛଡ଼ା ଜୋତା
ବାରମ୍ବାର ସିଲା ହେଉଥିବା
ପୁରୁଣା ଛତା,
ଏ ସବୁତ ତୋ ବାପାର
ସର୍ବସ୍ବ୤

ପୁଅରେ ତୋ ଖେଳନା
ମୋ ପାଇଁ ସବୁବେଳେ
ଅପହଞ୍ଚ,
ତୁ ଆସ୍ତେ ଆସ୍ତେ ବୁଝିଯିବୁ
ମୋର ସବୁ ଦୁଃଖ, କଷ୍ଟ
ଆଉ ଅସହାୟ
ତୁ ପରା ମୋର କୁନି ଦୁଷ୍ଟପୁଅ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୁଶାନ୍ତ ଦାଶ, ଗୋଇଲୁଣ୍ଡି, ବ୍ରହ୍ମପୁର
ସୁଶାନ୍ତ ଦାଶ
ମାର୍କେଟିଂ ବୃତ୍ତିରେ କାର୍ଯ୍ୟକରୁଥିବା ସୁଶାନ୍ତ ଦାଶଙ୍କ ନିଶା ହେଉଛି କବିତା ଲେଖା୤ ନବୀନ ପତ୍ରିକା ପକ୍ଷରୁ ପ୍ରଦତ୍ତ ବିଷୁବ ସମ୍ମାନ ସହିତ ଅନ୍ୟ କେତେକ ପୁରସ୍କାର ଓ ସମ୍ମାନ ପାଇଥିବା ସୁଶାନ୍ତ ଦାଶଙ୍କ କିଛି ଅନ୍ବେଷା, ରୋମ୍‌ରୁ ମୋନାଲିଆ, ଇଶ୍ବରଙ୍କ ସହ କାଳି ଝିଅ ଆଦି କବିତା ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ପାଇଛି୤
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. SUBODH DAS |  ଜୁଲାଇ ୧୨, ୨୦୧୨ - ୩:୦୬ ପୂର୍ବାହ୍ନ

    TOUCHING EVERY FATHERS’ HEART. IT MAY VARY FROM TOYS TO BOOKS, MOBILE TO LAPTOP. THE SITUATION IS SAME EVERY WHERE IN A MIDDLE CLASS FAMILY.
    “HAR CHADAR KI GHERESE BAHAR NIKLE PAON”

  • ୨. Bibhu Prasad Mahapatra |  ଜୁଲାଇ ୧୫, ୨୦୧୨ - ୧୨:୦୪ ପୂର୍ବାହ୍ନ

    really its heart touching …. If we think abt all over India situation 50% parents are not able to full fill all the requiremnet what their child ask . But they always tring to make it possible by their best levels.. Salute to this song and salute to those parents.

  • ୩. SUSANTA DASH |  ଜୁଲାଇ ୧୫, ୨୦୧୨ - ୧:୩୭ ଅପରାହ୍ନ

    SUBODH BABU, THANKS TO GIVE TE COMMENTS. THIS IS A SERIES .VERY SOON MY READER WILL GET A NEW BOOK …PUA PANIE SABU GITA…. ALSO U MAY GET SOME POEM IN NAME OF PUA PAIN SABU GITA IN PUJA ISSUE 2012.HOPE YOU WILL READ AND GIVE ME SUGESSION AND MY MISTAKE.THANKS AND REGARD.. SUSANTAN DASH.

  • ୪. Binaya Kumar Das |  ଜୁଲାଇ ୧୫, ୨୦୧୨ - ୨:୪୫ ଅପରାହ୍ନ

    A giggle and chuckle here, and a little sadness there. Thank you Mr. Dash for sharing with us.
    You have been different and outstanding as always.

  • ୫. SUSANTA DASH |  ଜୁଲାଇ ୨୩, ୨୦୧୨ - ୧୨:୪୩ ଅପରାହ୍ନ

    DEAR BIBHU PRASAD,
    IT IS TRUE THAT MORE THEN 80% PEOPLE ARE NOT ABLE TO FULFIL THE NEED OF THEIR KID.SPECIALY IN MIDDLE AND LOWER MIDDLE CLASS PEOPLE ARE HIGHLY EFFECTED IN THIS ISSUE.MY POETRY IS FOR THAT CATEGORY.THANKS FOR READIN IT.SUSANTA DASH.

  • ୬. [email protected], manamunda boud odisha |  ଡିସେମ୍ବର୍ ୧୩, ୨୦୧୨ - ୧୧:୩୩ ପୂର୍ବାହ୍ନ

    hrudaya taraliba pari kabita ……………..
    adhika kichi kahi hebani………………………..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )