ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ସନ୍ଥକବି ଭୀମ ଭୋଇ
କନକଲତା ସାହୁ
ଦୟାନିଧି ମିଶ୍ର
କାଳିନ୍ଦି ଚରଣ ପାଣିଗ୍ରାହୀ
ନୀଳକଣ୍ଠ ଦାସ
ବୈକୁଣ୍ଠନାଥ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନାରୀ
  ଦୁର୍ଗାମାଧବ ପଣ୍ଡା, ସୁନ୍ଦରଗଡ
 
 
ତା: ଅକ୍ଟୋବର୍ ୨୦, ୨୦୦୯  
 

କେତେ ଯନ୍ତ୍ରଣା ମନ ତଳେ ଚାପି
ଛାତିର କୋହକୁ ଆଖିରେ ସାଉଁଟି
ଓଠ ଧାରେ ଭରି ସଜ ଶତଦଳ
ବକ୍ଷୁ ନିଗାଡି ପୀୟୂଷର ଝର୤
ଧନ୍ୟ ଗୋ ତୁମେ ନାରୀ;
ଜନନୀ, ଭଗିନୀ, ଜାୟାର ସେନେହ
ଅଜାଚିତେ ଦିଅ ଢାଳି୥

ମମତାର ତୁମେ ଜାହ୍ନବୀ ଝର
ସେନେହର ତୁମେ ଅସୀମ ସାଗର
ତୃଷିତ ମନର ତଟିନୀ ଗୋ ତୁମେ
ପ୍ରୀତି ତୁମ ମଧୁମୟ;
ଅବଗୁଣ୍ଠନ ତଳେ ଲୁଚିରହେ
ଆଉ କିଛି ପରିଚୟ୥

ବନ୍ଦନୀୟା ଯେ ବନ୍ଦିନୀ ସାଜି
ନିଜ ଜଳନର ଶିଖା ନିଜେ ତେଜି
ଅପରକୁ ରଖି ପଣତ ଉହାଡେ
ନିଜେ ଯାଉଥାଅ ଜଳି,
ନିଷିଦ୍ଧ ଗଳିର କଫିନ୍ ଭିତରେ
ମନକୁ ନିଲାମ କରି୤
ମହନୀୟା ତୁମେ ନାରୀ;
ଦଗ୍ଧିତ ମନେ ଇନ୍ଦ୍ରଧନୁର
ରଙ୍ଗ ପାରୁଛ ଭରି୥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦୁର୍ଗାମାଧବ ପଣ୍ଡା, ସୁନ୍ଦରଗଡ
author photo
 

ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?

  • ୧. srinibas |  ଡିସେମ୍ବର୍ ୬, ୨୦୦୯ - ୪:୨୧ ଅପରାହ୍ନ

    ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି୤

  • ୨. ÑÛvÏÚº ÌØÚ³ÝÒü999999 |  ଡିସେମ୍ବର୍ ୧୭, ୨୦୦୯ - ୧:୦୬ ଅପରାହ୍ନ

    ଏମିତି ଲେଖା ବାରମ୍ବାର ପ୍ରକାଶ ପାଉ୤

  • ୩. biswalsurya |  ଜାନୁଆରୀ ୧୭, ୨୦୧୦ - ୯:୪୫ ପୂର୍ବାହ୍ନ

    ବହୁତ ଭଲ ହୋଇଛି୤

  • ୪. dilu |  ଜାନୁଆରୀ ୨୯, ୨୦୧୦ - ୧୨:୪୫ ଅପରାହ୍ନ

    ବହୁତ ଭଲ ହୋଇଛି୤

  • ୫. subhashish |  ଫେବୃଆରୀ ୧୫, ୨୦୧୦ - ୮:୨୬ ପୂର୍ବାହ୍ନ

    ଆଜି ସତରେ ଖୁସି ଲାଗୁଛି ଏ ସାଧୁ ଉଦ୍ୟମ ଲାଗି, ଯଦିଓ କିଛିଟା ଅସୁବିଧା ହେଉଛି ତଥାପି ଏ ପି ଆର୍ଟ୍‌ସର ଏଭଳି ଏକ ଚେଷ୍ଟା ଯାହା ନିଶ୍ଚୟ ସମସ୍ତ ଓଡିଆ ପ୍ରେମୀଙ୍କୁ ଉତ୍ସାହିତ କରିବ୤

  • ୬. Kshirod Kuanr |  ଜୁନ୍ ୨୧, ୨୦୧୧ - ୧୦:୫୧ ପୂର୍ବାହ୍ନ

    chamatkar kabita

  • ୭. Bijan Ray |  ଅଗଷ୍ଟ୍ ୧୨, ୨୦୧୧ - ୬:୨୪ ପୂର୍ବାହ୍ନ

    Bahut Bhala Lagila.

  • ୮. ବ୍ୟଙ୍ଗକବି ଚିତ୍ତରଞ୍ଜନ ଓଝା |  ମେ ୨୯, ୨୦୧୨ - ୧୨:୩୯ ପୂର୍ବାହ୍ନ

    ଦାଦା ପ୍ରକୃତରେ ନାରୀ ହିଁ ମହାନ, ସବୁବେଳେ ନାରୀ
    କେହି ଶତ ଚେଷ୍ଟାକରି ମଧ୍ୟ ହେବ ନାହିଁ ତାଙ୍କ ସରି………

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )