ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସନ୍ଥକବି ଭୀମ ଭୋଇ
ସୁଧାଂଶୁ ଶେଖର ପାତ୍ର
ଶୈଳେନ୍ଦ୍ର କୁମାର ଜେନା
ବାମାଚରଣ ମିତ୍ର
ଗୋଦାବରିଶ ମିଶ୍ର
ରବି ଶତପଥୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୋ ପାପ ପୁଣ୍ୟର ହିସାବ
  ବୃନ୍ଦାବନ ଜେନା, ଭୁବନେଶ୍ବର
 
 
ତା: ଏପ୍ରିଲ୍ ୨୭, ୨୦୧୧  
ମୂଳ ପୃଷ୍ଠାକାବ୍ୟ ଓ କବିତା
 

ମୋ ପାପ ପୁଣ୍ୟର ହିସାବ କରିବ
ଏମିତି ବା କିଏ କାହିଁ
ମୋତେ ତ ଏ ଯାଏ ଭଲ ଭାବେ କେହି
ମନ ଦେଇ ଚିହ୍ନି ନାହିଁ୤୦୤

ଶୋଷ ବେଳେ ବାଛବିଚାର ନ ମାନି
ପିଇଛି ମୁଁ ନଈ ପୋଖରୀର ପାଣି
ଛାଇ ଖୋଜି ଯାହା ଥକା ମେଣ୍ଟାଇଛି
ତରୁ ତଳ ପାନ୍ଥଶାଳା ନାହିଁ ବାଛି
ଜୀଇଁବା ନେଇଛି ଜୀବନରେ ବାଛି
ଆପଣାକୁ ବୋଧ ଦେଇ୤୧୤

ମୋତେ ପଚାରିବା ନାହିଁ କିଛି ମାନେ
ଆସିଛି କି କେହି ରାତିର ସପନେ
ମୁଉଁ ତ ଏ ଯାଏ ରାତିକୁ ଚିହ୍ନିନି
ନିଦ ତ ମୋ ଲାଗି ସଦା ସଉତୁଣୀ
ନିତି ସଧବାର ଶଙ୍ଖା ମୁଁ ପିନ୍ଧୁଛି
କୋକେଇରେ ଶୋଇ ଶୋଇ୤୨୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବୃନ୍ଦାବନ ଜେନା, ଭୁବନେଶ୍ବର
author photo
 

ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?

  • ୧. prasanta Panda |  ମେ ୫, ୨୦୧୧ - ୫:୨୮ ଅପରାହ୍ନ

    Namaskar Sir
    Apannkara kabitati bes ucha koti ra abm sundara heichi
    Dhanyabaad

  • ୨. laxmi |  ମେ ୩୧, ୨୦୧୧ - ୬:୧୮ ପୂର୍ବାହ୍ନ

    kabyo kabita ti anek bholo lagila

  • ୩. arabinda |  ଜୁନ୍ ୧୫, ୨୦୧୧ - ୭:୪୭ ପୂର୍ବାହ୍ନ

    ମୋ ପାପ ପୁଣ୍ୟର ହିସାବ କରିବ
    ଏମିତି ବା କିଏ କାହିଁ
    ମୋତେ ତ ଏ ଯାଏ ଭଲ ଭାବେ କେହି
    ମନ ଦେଇ ଚିହ୍ନି ନାହିଁ୤୦୤

  • ୪. ସୁଦର୍ଶନ ସାହୁ |  ଜୁନ୍ ୨୩, ୨୦୧୧ - ୩:୫୦ ଅପରାହ୍ନ

    ଏକ ଉଚ୍ଚତର ମାନସିକତାର କାବ୍ୟିକ ଅଭିବ୍ୟକ୍ତି…

  • ୫. partha |  ଜୁଲାଇ ୧, ୨୦୧୧ - ୪:୦୪ ପୂର୍ବାହ୍ନ

    Ehi Anukshyana eka sansara ra jwala re dagdha manabikata ra anusandhischha. ehi kabita kabi nkara byaktitwa ku sampurna bhabe pariprakash karichhi………….

  • ୬. ବିଭୁତି ଭୁଶଣ |  ଅକ୍ଟୋବର୍ ୧୧, ୨୦୧୧ - ୬:୫୪ ପୂର୍ବାହ୍ନ

    ମୋ ପାପ ପୁଣ୍ୟର ହିସାବ ନାହିଁ, ଧନ୍ୟବାଦ୍

  • ୭. ଶୁଭକାନ୍ତ ସାହୁ |  ଏପ୍ରିଲ୍ ୧୬, ୨୦୧୨ - ୨:୩୦ ଅପରାହ୍ନ

    ବହୁତ ଭଲଲାଗିଲା

  • ୮. Sourav Muduli |  ଏପ୍ରିଲ୍ ୧୭, ୨୦୧୨ - ୨:୨୧ ପୂର୍ବାହ୍ନ

    ସତରେ ବହୁତ୍ ଭଲ ପଦକ୍ଷେପ..ବହୁତ୍ ଭଲ ଲାଗେ ଏଇ ସବୁ ଛୋଟଛୋଟ ଗଳ୍ପ ଆଉ କବିତା ପଢି୤ ଧନ୍ୟବାଦ୍୤

    ସୌରଭ ମୁଦୁଲି
    ନିମପଲ୍ଲି, କଳିଙ୍ଗନଗର

  • ୯. Deepak Kumar Nayak |  ଜୁନ୍ ୧୫, ୨୦୧୨ - ୮:୫୧ ପୂର୍ବାହ୍ନ

    prakrutare bahut bhal lagila……..dhanyabad bhai tumaku bahuta bahuta bhanyabad.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )