ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବରେନ୍ଦ୍ର କୃଷ୍ଣ ଧଳ
ଅମରେନ୍ଦ୍ର ଖଟୁଆ
କିଶୋରୀକିଙ୍କର ଦାସ
ନନ୍ଦ କିଶୋର ବଳ
ସେନାପତି ପ୍ରଦ୍ୟୁମ୍ନ କେଶରୀ
ନୀଳକଣ୍ଠ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କାଣା କହେମି
 |- ଗଜାନନ ମିଶ୍ର
 
 
ତା: ଅଗଷ୍ଟ୍ ୧୮, ୨୦୧୨  
 

ପାହାଡ଼୍‌ କହୁଛେ ଚଢ଼୍‌ ମୋର ଉପ୍‌ରେ
ଆଲ୍‌ମାଲ୍‌ ଚଢ଼ିଗଲ ବଲ୍‌ଲେ,
ଫସିକରି ରହେଲ ନ ହେତାର୍‌ଠାନେ୤

ହେକ୍‌ତେ ପଚ୍‌ରାବା କେନ୍ତା ଚଢ଼୍‌ଲ
ଆରୁ କେଁ ଉନିହାଟା ନି ଥେଇ
କହେବା ଆରୁ ନି ଚଢ଼୍‌ବ ନ
କାହାରିର୍‌ ଉପ୍‌ରେ କେଭେ ଆରୁ
ଉତାର୍‌ କେ ଉତାର୍‌
ଲମ୍‌ହେ ଲିଷ୍ଟ ଦେବା ଇଟା
କର୍‌ବ, ସେଟା ନେଇଁ କର୍‌ବ

ଆରୁ ମୋର ନୁ ଶୁନବାର୍‌ କାଜେ
ହେ ନି ଥିବା ନ କେହେନି ଠାନେ୤
କାଁ ବଲି ହେଲେ କହେଁସି ମୁଇଁ
ଜାନି ଜାନି ଭାବ ରଁଗ ଏତ୍‌କି୤
ଘରବୁଡ଼ି ପାଏନ୍‌ ଆଁଠେ
ଦଁ ଦଁ ଭି ଜଲୁଛେ ଜୁଏ
ହେଲେ ଜନ୍‌କେ ନି ପାରୁଛେ
ତତେଇ ଟିକେ ରଁଚେ
ଆରୁ ଭି ନି ପାରୁଛେ
ବେଲା କେ ସିତ୍‌ଲେଇ୤

କାଣା କହେମି କାହାକେ
ଇନ୍‌କେ କିହେ ଜନେ ଅଧେ ଆସ୍‌ଲେ ତ
ଜାହା ବୁଝଲ ଥଉ ହେତ୍‌କି ଥି
ମତେ କହିଦେବ ବଏଲେ ଦିଅ କହି
ମୁଇଁ ସଲା ଦେହାତି ପାହାଡ଼ି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗଜାନନ ମିଶ୍ର, ବଲାଙ୍ଗୀର
ଓଡ଼ିଆ ଏବଂ ଓଡ଼ିଆ ଭାଷାକୁ ଭଲ ପାଉଥିବା ଗଜାନନ ମିଶ୍ର ବଲାଙ୍ଗୀର ଜିଲ୍ଲାରେ ଜଣେ ଓକିଲ ଭାବେ ସକ୍ରିୟ ଥାଇ ସୁଦ୍ଧା ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ କବିତା ଓ ଗଳ୍ପ ଆଦି ରଚନା କରିବାରେ ସିଦ୍ଧହସ୍ତ୤ ଓଡ଼ିଆ ଓ ସମ୍ବଲପୁରୀ ଭାଷାକୁ ସାହିତ୍ୟ ମାଧ୍ୟମରେ ପ୍ରଚାର ଓ ପ୍ରସାର ଦିଗରେ ତାଙ୍କର ଭୂମିକା ଅନନ୍ୟ୤ ବିଶେଷ କରି ନିଜର ଲେଖା ମାଧ୍ୟମରେ ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଓ ଆଞ୍ଚଳିକ ଭାଷାର ପ୍ରଚାର ଓ ପ୍ରସାର ପାଇଁ ତାଙ୍କର ଉଦ୍ୟମ ପ୍ରଶଂସନୀୟ୤
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ajit |  ଅଗଷ୍ଟ୍ ୩୧, ୨୦୧୨ - ୧୨:୨୨ ଅପରାହ୍ନ

    kana kahanmi…..really nice one

  • ୨. ବେଣୁଧର ପଧାନ |  ସେପ୍ଟେମ୍ବର୍ ୧, ୨୦୧୨ - ୧୦:୦୧ ପୂର୍ବାହ୍ନ

    ବହୁତ ସୁନ୍ଦର ଲାଗିଲା

  • ୩. kushaleswarpradhan, bolangir odisha |  ଅଗଷ୍ଟ୍ ୧୪, ୨୦୧୩ - ୨:୪୭ ପୂର୍ବାହ୍ନ

    Mate amer kosli bhasa aen lagi si aru enternet re jaga deithibaru ases dhaynabad

  • ୪. sulata panigrahi, Rourkela |  ଡିସେମ୍ବର୍ ୧୫, ୨୦୧୪ - ୮:୪୬ ପୂର୍ବାହ୍ନ

    gadjatee, pahadi bhasa kabita banee heyee chee

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )