ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମନମୋହନ ମିଶ୍ର
କାମାକ୍ଷୀ ପ୍ରସାଦ ଦାଶ
ଅଶୋକ ଚନ୍ଦ୍ର ମହାପାତ୍ର
କିଶୋରୀ ଚରଣ ଦାସ
କିଶୋରୀକିଙ୍କର ଦାସ
ବ୍ରହ୍ମାନନ୍ଦ ପଣ୍ଡା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗାଁରୁ ସହର
  ଶ୍ରୀ ରବୀନ୍ଦ୍ର ନାଥ ଷଡ଼ଙ୍ଗୀ
 
 
ତା: ମାର୍ଚ୍ଚ୍ ୫, ୨୦୧୧  
 

ରାଜଧାନୀ ପାଣି ପିଇ ପିଇ
ଭୁଲି ଯାଇ ଥିଲି ବାପା ଭାଇ
ଗାଁକୁ ମୋଟେ ଯିବିନି ଭାବିଛି
ବିଲୁଆ ଡିଅଁନ୍ତୁ ଡିହରେ
ପରସ୍ତ୍ରୀ ସୁନ୍ଦରୀ ସିଂହକଟୀ ଠାଣି ମୋ ସ୍ତ୍ରୀ ବାଳା ରୂପମଣୀ
ବାରମ୍ବାର କହେ ଗାଁକୁ ଯିବାନି ଅସନା ହେବାକୁ ଜାଣି ୥

ନାହିଁ ବାଥରୁମ୍‌ ସାୱାର
ବିଗ୍‌ ବଜାର୍‌ ବିୟୁଟି ପାର୍ଲର୍‌
ନାହିଁ ପ୍ଲେ ବୟ୍‌ ଡ୍ରିମ୍‌ ହଅଲ୍‌
ଏଠି ସ୍ବର୍ଗକୁ ଲମ୍ବିଛି ନିଶୁଣି ୥

ମାଟି କାଦୁଅରେ ଗୋରା ଦେହ ମୋର କଳା ପଡିଯିବ ଝାଳରେ
ଦଳ ନଈ ପାଣି କୁଣ୍ଡିଆ ହୋଇବ ଏ.ସି. ମିଳିବନି ଗାଆଁରେ
କଳା ହେବ- ରୂପା ଅଳଙ୍କାର
ଚୁଲି ଫୁଙ୍କି ହେବ ନାରଖାର
ଫାଷ୍ଟ୍ ଫୁଡ ହେବ ସ୍ବପ୍ନ ମୋର
ଏଠି ଠେଲା ଗାଡି ମିନିଟ୍‌ ରେ୥

ହୋଟେଲ୍‌ ରହିଛି ଲଜିଙ୍ଗ୍ ରହିଛି, ରେଷ୍ଟୁରାଣ୍ଟ୍ ହାଉଜାଉ
ସିନେମା ପାର୍କ, ବିୟର୍‌ ହ୍ବିସ୍କି ମିଳିଯାଏ କହୁକହୁ
କସ୍ମେଟିକ୍‌ ବି ଥୋଡାଥୋଡା
କେଶ ବେଶ ପାଇଁ ସବୁ ଲୋଡା
ମ୍ୟାଡମ୍‌ ଡାକ ଲାଗେ ଏଠି ମିଠା
ଡାଡି ମମି ଲାଗେ ମହୁ ୥

ରାଜଧାନୀ ପାଣି ପବନର ମିଠା ଯିଏ ବା ପିଇଛି ଥରେ
ଦେହରେ ବାଜିଲେ ରଙ୍ଗ ବଦଳାଏ ଚହଟ ଚିକ୍କଣ କରେ
ଇଚ୍ଛା ନାହିଁ ଗାଆଁ ମଫସଲ
ମନ ସବୁବେଳେ କଲବଲ
ମାଉସୀ ଦେଠେଇ, ଖୁଡି, କଣକଲ
ଶୁଣି ଶୁଣି ନିଦ ଘା’ ରେ
ଭାଇ ଭାଗ ବିକି ବଖରାଏ କର ଏଇ ସହରରେ ଘର
ନଖାଇଲେ ନାହିଁ ଦିଓଳି ପଛକେ ଓଳିଏ ଖାଇବା କର

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶ୍ରୀ ରବୀନ୍ଦ୍ର ନାଥ ଷଡ଼ଙ୍ଗୀ
author photo
 

ମତାମତ ସଂଖ୍ୟା - ୨୩ ଆପଣଙ୍କ ମତାମତ ?

  • ୧. ଲିଙ୍ଗରାଜ ମହାରଣା |  ମାର୍ଚ୍ଚ୍ ୧୦, ୨୦୧୧ - ୧:୨୧ ପୂର୍ବାହ୍ନ

    ଶ୍ରୀଯୁକ୍ତ ଷଡ଼ଙ୍ଗୀ ଆପଣ ଏହି କବିତାରେ ନିଚ୍ଛକ ସତ୍ୟ ଉପସ୍ଥାପନା କରିଛନ୍ତି୤

  • ୨. a n pradhan |  ମାର୍ଚ୍ଚ୍ ୧୬, ୨୦୧୧ - ୧୧:୩୫ ପୂର୍ବାହ୍ନ

    Realty in the real poem.

  • ୩. Lalatendu Bhuyan |  ମାର୍ଚ୍ଚ୍ ୨୩, ୨୦୧୧ - ୧୨:୨୧ ପୂର୍ବାହ୍ନ

    It is a very very nice poem. It’s showing the realty of morden age.
    Thanks to Mr. Sadangi.

  • ୪. Bisikesan nayak |  ମାର୍ଚ୍ଚ୍ ୨୬, ୨୦୧୧ - ୭:୩୮ ପୂର୍ବାହ୍ନ

    Bahut sundar ho i chi kabita ti.

  • ୫. ମହିମା ପ୍ରସାଦ ମିଶ୍ର |  ମାର୍ଚ୍ଚ୍ ୨୯, ୨୦୧୧ - ୩:୨୬ ପୂର୍ବାହ୍ନ

    ଷଡ଼ଙ୍ଗୀ ବାବୁ, ବହୁତ ବଢିଆ ହେଇଛି୤ ଆପଣଙ୍କ ଉପସ୍ଥାପନା ସତରେ ନିଚ୍ଛକ ସତ୍ୟ୤
    ବହୁତ ଶୁଭେଛା…………………..

  • ୬. BISIKESAN NAYAK |  ଏପ୍ରିଲ୍ ୨୩, ୨୦୧୧ - ୩:୨୦ ପୂର୍ବାହ୍ନ

    ଭାରୀ ଚମତକାର୍,ଭାରି ସୁନ୍ଦର୍ ହୋଇଛି

  • ୭. prasanta Panda |  ଏପ୍ରିଲ୍ ୨୫, ୨୦୧୧ - ୩:୦୩ ଅପରାହ୍ନ

    Congratulation Mr. Sadangi

    It is realy nice and heart touching poem.
    You have shown the world a real thought of the younger generation about the village life style.

    Thank you for giving us such a nice poem.

    Prasanta Panda

  • ୮. purusottam |  ମେ ୩, ୨୦୧୧ - ୧୨:୧୩ ପୂର୍ବାହ୍ନ

    sundar abm nichhak satya

  • ୯. purusottam |  ମେ ୬, ୨୦୧୧ - ୧:୪୩ ଅପରାହ୍ନ

    ବହୁତ୍ ଭଲ ହୋଇଛି

  • ୧୦. PRASANNA KUMAR PRADHAN |  ଅଗଷ୍ଟ୍ ୪, ୨୦୧୧ - ୩:୨୩ ପୂର୍ବାହ୍ନ

    THIS POEM IS VERY VERY SWEET

  • ୧୧. Nrusingha ch. Das |  ଅଗଷ୍ଟ୍ ୧୭, ୨୦୧୧ - ୯:୩୮ ପୂର୍ବାହ୍ନ

    E kabita tire bahut kichhi luchi rahichhi.

  • ୧୨. ଶୁଭେନ୍ଦୁ କୁମାର ମୁଖୀ |  ଅଗଷ୍ଟ୍ ୨୨, ୨୦୧୧ - ୧:୪୨ ଅପରାହ୍ନ

    ମନକୁ ଛୁଇଁ ଯାଉଛି

  • ୧୩. Bijan Ray |  ଅଗଷ୍ଟ୍ ୨୫, ୨୦୧୧ - ୬:୫୦ ପୂର୍ବାହ୍ନ

    Khub Bhala Lagila.

  • ୧୪. ସୁବ୍ରମନ୍ୟମ୍ ଦାସ |  ସେପ୍ଟେମ୍ବର୍ ୧୬, ୨୦୧୧ - ୩:୦୪ ଅପରାହ୍ନ

    ଖୁବ୍ ‍ଭଲ ଲଗିଲା ଗୀତଟି

  • ୧୫. ଦ୍ବିତିକୃଷ୍ଣ ପ୍ରଧାନ , ଗଞ୍ଜାମ. |  ଫେବୃଆରୀ ୧୫, ୨୦୧୨ - ୧:୪୯ ପୂର୍ବାହ୍ନ

    ଲେଖା ଗୁଡିକ ବହୁତ ଭଲ ହୋଇଛି କିନ୍ତୁ ପ୍ରିଣ୍ଟ୍ ନେଇ ହେଉ ନାହିଁ

  • ୧୬. ଆଲୋକ କୁମାର ସାହୁ |  ଫେବୃଆରୀ ୧୭, ୨୦୧୨ - ୭:୩୭ ପୂର୍ବାହ୍ନ

    ମନକୁ ଛୁଇଁଲା ୤

  • ୧୭. ଦୀପକ ରଞ୍ଜନ ମାହାଳିକ |  ମାର୍ଚ୍ଚ୍ ୧୪, ୨୦୧୨ - ୮:୧୧ ପୂର୍ବାହ୍ନ

    ଅତି ସୁନ୍ଦର ଲେଖା

  • ୧୮. manashi sahoo |  ଏପ୍ରିଲ୍ ୨, ୨୦୧୨ - ୯:୩୦ ଅପରାହ୍ନ

    ସମସ୍ତେ ଏମିତି ଭାବନ୍ତି ନାହି। ଅପ୍ରିୟ ସତ୍ୟ କିନ୍ତୁ ବ୍ୟଙ୍ଗ ସହ ଜୁଡୁବୁଡୁ ବୋଲି କଷ୍ଟ ଦେଉନାହି।ଚମତ୍କାର ଶୈଳୀ। କବି ଙ୍କୁ ଶୁଭେଚ୍ଛା ॥

  • ୧୯. ଶରତ କୁମାର ସାହୁ |  ମେ ୯, ୨୦୧୨ - ୧୧:୦୭ ପୂର୍ବାହ୍ନ

    ଲେଖାଟି ଅତି ସୁନ୍ଦର ଲାଗିଲା…କବିଙ୍କୁ ବହୁତ ଧନ୍ୟବାଦ୍

  • ୨୦. Gagan Bihari Barik, Raebareli. U.P. |  ଫେବୃଆରୀ ୨୬, ୨୦୧୩ - ୪:୧୯ ପୂର୍ବାହ୍ନ

    Very nice.

  • ୨୧. ବିକାଶ ବିଶ୍ବାଳ, ଭଦ୍ରକ |  ମାର୍ଚ୍ଚ୍ ୧୮, ୨୦୧୩ - ୫:୩୨ ପୂର୍ବାହ୍ନ

    ଅତି ସୁନ୍ଦର ମୋ ଓଡ଼ିଶା ମାଟି
    ଅତି ସୁନ୍ଦର ମୋ ଭାଷା !!
    ପଢିଦେଲେ ଥରେ ମନଲାଖିଯାଏ
    ଗର୍ବକରେ ମୁଇଁ ଓଡ଼ିଆ !!

  • ୨୨. Dr.NIROD KUMAR MANTRY, cuttack |  ମେ ୧୦, ୨୦୧୪ - ୪:୨୩ ପୂର୍ବାହ୍ନ

    sahri babu mananka nimante thik achhi,dhanyabada.

  • ୨୩. ଶୀତମ ମହାନ୍ତି, ବାରିପଦା,ଓଡିଶା |  ଜୁଲାଇ ୩୧, ୨୦୧୬ - ୫:୧୧ ପୂର୍ବାହ୍ନ

    ବହୁତ ଭଲ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )