ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ସୁଶାନ୍ତ ଦାଶ
ସୁଧାଂଶୁ ଶେଖର ପାତ୍ର
ଡକ୍ଟର ମାୟାଧର ମାନସିଂହ
ଶାରଦା ପ୍ରସାଦ ମିଶ୍ର
ଗୋପାଳ ଚନ୍ଦ୍ର ପ୍ରହରାଜ
ବରେନ୍ଦ୍ର କୃଷ୍ଣ ଧଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚୁଡ଼ି
 |- କିଶୋରୀକିଙ୍କର ଦାସ
 
 
ତା: ଏପ୍ରିଲ୍ ୨୫, ୨୦୧୨  
 

ଯେଉଁଠି ବାଜେନି ଚୁଡ଼ି
ସେ ଘର, ଘର ନୁହେଁ ନର୍କ
ଯେଉଁଠି ଶୁଭେନି ଚୁଡ଼ିର ରୁଣୁଝୁଣୁ ଗୀତ
ସେ ଘର, ଘର ନୁହେଁ
ମନେ ହୁଏ ସତେ ଯେମିତି
ଏକ ନିର୍ଜ୍ଜନ ଦ୍ବୀପର କରୁଣ ବିଳାପ !

ମାଛି ଅନ୍ଧାରରୁ ସିନ୍ଦୂରା ଫାଟିବା ଆଗରୁ
ଆରମ୍ଭ ହୁଏ ଚୁଡ଼ିର କର୍ତ୍ତବ୍ୟ,
ସଜ ଗୋବର ପାଣିରେ
ଚୁଡ଼ିର ଜଳ ତରଙ୍ଗର ବାଦ୍ୟ
ଏକ ଭିନ୍ନ ଅନୁଭବ
ଜଳ ତରଙ୍ଗର ତାଳେ ତାଳେ ଚୁଡ଼ି ଗାଏ
ଶୁଦ୍ଧ ଭାବନା ଓ ସୁସ୍ଥ ପରିବେଶର ଗୀତ
କାଚରେ ଗଢ଼ା ଚୁଡ଼ିର ଗୀତ ଶୁଣି
ବିଚରା ଲାଜେଇ ଯାଏ ହାତର ସୁବର୍ଣ୍ଣ କଙ୍କଣ
ଚୁଡ଼ି ହୁଏ ଧନ୍ୟ, କର୍ତ୍ତବ୍ୟର ଗୀତ ଗାଇ ଗାଇ୥

ରୋଷ ଘରେ ଚୁଡ଼ିର ଗୀତ ନିଆରା
ସ୍ବାଦିଷ୍ଟ ବ୍ୟଞ୍ଜନର ମହମହ ବାସ୍ନା ଠାରୁ
ଖାସ୍‌ ଲାଗେ ଚୁଡ଼ିର ସଙ୍ଗୀତ
ରାତିର ପାହାନ୍ତ ପ୍ରହରରୁ ବିଳମ୍ବିତ ରାତି ଯାଏଁ
ଚୁଡ଼ି କେବେ ହୁଏ ନାହିଁ କ୍ଲାନ୍ତ
ଚୁଡ଼ିର ବିରାମ ନାହିଁ ସାରା ଜୀବନରେ
ଚୁଡ଼ିଟି ନୀରବ ହୁଏ କ୍ଷଣିକ ପାଇଁ
ସଭିଏଁ ଶୋଇଗଲା ପରେ୥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କିଶୋରୀକିଙ୍କର ଦାସ, ବାଲେଶ୍ବର
କିଶୋରୀକିଙ୍କର ଦାସ
ବେଶୀ ଲେଖା ଲେଖି ନଥିବା କିଶୋରୀକିଙ୍କର ଦାଶ ଶିଶୁ ସାହିତ୍ୟ ସହିତ ଆଧୁନିକ ଓ ବ୍ୟଙ୍ଗ କବିତା ଆଦି ଲେଖିଛନ୍ତି୤ ତାଙ୍କର ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ଏବଂ "ଭକ୍ତ ନୈବ୍ୟଦ୍ୟ" ନାମକ ଏକ କବିତା ସଙ୍କଳନ ପୁସ୍ତକ ପ୍ରକାଶ ପାଇଛି୤
କିଶୋରୀକିଙ୍କର ଦାସଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୪୦ ଆପଣଙ୍କ ମତାମତ ?

  • ୧. ସତ୍ୟପ୍ରିୟ |  ଏପ୍ରିଲ୍ ୨୫, ୨୦୧୨ - ୮:୪୩ ପୂର୍ବାହ୍ନ

    ଭାରତୀୟ ନାରୀର ଶୃଙ୍ଗାରର ଏକ ସର୍ବଶ୍ରେଷ୍ଠ ଅଙ୍ଗ ଚୁଡି ଉପରେ କବିତାଟି ଅତ୍ୟନ୍ତ ସୁନ୍ଦର ହୋଇଛି୤

  • ୨. Mintu |  ଏପ୍ରିଲ୍ ୨୫, ୨୦୧୨ - ୯:୧୪ ପୂର୍ବାହ୍ନ

    This is a lively poem which talks about all Indian woman and their everyday hard works.

  • ୩. ଗୟ୤ଧର ପ୍ରଧ୤ନ |  ଏପ୍ରିଲ୍ ୨୫, ୨୦୧୨ - ୯:୨୧ ପୂର୍ବାହ୍ନ

    କବିତାଟି ଅତ୍ୟନ୍ତ ସୁନ୍ଦର ହୋଇଛି ୤

  • ୪. ଅରୁଣ |  ଏପ୍ରିଲ୍ ୨୫, ୨୦୧୨ - ୯:୫୨ ପୂର୍ବାହ୍ନ

    ଚୁଡିର ଅନ୍ତରାଳେ ଭାରତୀୟ/ଓଡିଆ ପାରମ୍ପରିକ ନାରୀ ର କର୍ତ୍ତବ୍ୟପରାୟଣତା କବିତାର ପ୍ରତିଟି ପଙ୍କିରେ ବିଦ୍ୟମାନ… ସୁନ୍ଦର ଲେଖା…

  • ୫. Tirthadyuti Bhanja |  ଏପ୍ରିଲ୍ ୨୫, ୨୦୧୨ - ୧୧:୦୦ ପୂର୍ବାହ୍ନ

    Its Shows the reality of the village womens
    Kya ye chiz sehero ki aurat pe lagu hota he.

  • ୬. Tirthadyuti Bhanja |  ଏପ୍ରିଲ୍ ୨୫, ୨୦୧୨ - ୧୧:୦୪ ପୂର୍ବାହ୍ନ

    Ahista Ahista ye culture kaha kho ja raha he.

  • ୭. lipa |  ଏପ୍ରିଲ୍ ୨୬, ୨୦୧୨ - ୧୨:୧୦ ପୂର୍ବାହ୍ନ

    very very nice poem. we all like this poem.keep it up.

  • ୮. ranu |  ଏପ୍ରିଲ୍ ୨୬, ୨୦୧୨ - ୩:୧୦ ପୂର୍ବାହ୍ନ

    very nice.chudir runujhun sabdre oriy narir reality sundar bhavare dscribe karajaichhi

  • ୯. ଇତିଶ୍ରୀ |  ଏପ୍ରିଲ୍ ୨୭, ୨୦୧୨ - ୨:୪୬ ପୂର୍ବାହ୍ନ

    ଚୁଡ଼ି ତ ସମସ୍ତେ ପିନ୍ଧନ୍ତି, ଆଜି ମୁଁ ଭାବୁଛି ଚୁଡ଼ି ର ଭୁମିକା ଏବଂ ମର୍ଯ୍ୟଦା୤
    ମୁଁ ଗର୍ବ ଅନୁଭବ କରେ୤ ସୁନ୍ଦର କବି ଙ୍କ ଅଭିବ୍ୟକ୍ତି ଜାହାକି ଅତ୍ୟନ୍ତ ହୃଦୟସ୍ପର୍ଶୀ୤ କବି ଙ୍କୁ ଶୁଭ କାମନା୤

  • ୧୦. ରାଜୁ |  ଏପ୍ରିଲ୍ ୨୭, ୨୦୧୨ - ୩:୧୫ ପୂର୍ବାହ୍ନ

    ଚୁଡି……. ବହୁତ ଭଲ କବିତା୤

  • ୧୧. ସରୋଜ ପଣ୍ଡା |  ଏପ୍ରିଲ୍ ୨୭, ୨୦୧୨ - ୩:୨୦ ପୂର୍ବାହ୍ନ

    ବହୁତ ଭଲ ଲାଗିଲା୤ କବି ଙ୍କ ସୃଜନଶିଳତା କୁ ଧନ୍ୟବାଦ୍୤

  • ୧୨. ଅଭିଶେକ୍ ମିଶ୍ର |  ଏପ୍ରିଲ୍ ୨୭, ୨୦୧୨ - ୩:୨୨ ପୂର୍ବାହ୍ନ

    ବହୁତ ସୁନ୍ଦର କବିତା ବହୁତ ଭଲ ଲାଗିଲା୤

  • ୧୩. ଇତିଶ୍ରୀ |  ଏପ୍ରିଲ୍ ୨୭, ୨୦୧୨ - ୩:୩୪ ପୂର୍ବାହ୍ନ

    ଏକ ସୁନ୍ଦର ଅନୁଭୂତି… ବହୁତ ଭଲ ଲାଗିଲା… ମୋର ଶୁଭ କାମନା୤

  • ୧୪. ମିଣ୍ଟୂ |  ଏପ୍ରିଲ୍ ୨୭, ୨୦୧୨ - ୩:୩୮ ପୂର୍ବାହ୍ନ

    ସୁନ୍ଦର ଲେଖା…

  • ୧୫. ଚିଣ୍ଟୂ |  ଏପ୍ରିଲ୍ ୨୭, ୨୦୧୨ - ୧୧:୫୧ ପୂର୍ବାହ୍ନ

    ଆପଣଙ୍କ କବିତା ପଢ଼ି ବୁଝିଲି ଚୁଡି ର ମହତ୍ବ୤ ହୃଦୟସ୍ପର୍ଶୀ କବିତା୤ କବିଙ୍କୁ ହର୍ଦ୍ଦିକ ଶୁଭେଚ୍ଛା୤

  • ୧୬. ରାଜ୍ |  ଏପ୍ରିଲ୍ ୨୭, ୨୦୧୨ - ୧୧:୫୮ ପୂର୍ବାହ୍ନ

    ଅତି ସୁନ୍ଦର୍ କବିତା୤ ଜାଣିଲି ଚୁଡ଼ିର ମହତ୍ବ୤ ଆଜି ବୁଝିଲି ମା ଆଉ ସ୍ତ୍ରୀ ର ମହତ୍ବ୤

  • ୧୭. ବବୁନା |  ଏପ୍ରିଲ୍ ୨୭, ୨୦୧୨ - ୧୨:୦୦ ଅପରାହ୍ନ

    Beautiful… Awesome. I liked it very much.

  • ୧୮. krishna |  ଏପ୍ରିଲ୍ ୨୭, ୨୦୧୨ - ୧୧:୦୩ ଅପରାହ୍ନ

    touchy….

  • ୧୯. Satya |  ଏପ୍ରିଲ୍ ୨୮, ୨୦୧୨ - ୧୦:୫୩ ପୂର୍ବାହ୍ନ

    Beautiful poem

  • ୨୦. litu |  ଏପ୍ରିଲ୍ ୨୯, ୨୦୧୨ - ୪:୧୮ ପୂର୍ବାହ୍ନ

    really so nice poem.

  • ୨୧. rabi narayan mohanty |  ଏପ୍ରିଲ୍ ୨୯, ୨୦୧୨ - ୪:୨୦ ପୂର୍ବାହ୍ନ

    this poem is so niceeeeeeeee

  • ୨୨. ଅରୁଣ କୁମାର ଦାଶ |  ଏପ୍ରିଲ୍ ୨୯, ୨୦୧୨ - ୫:୦୭ ପୂର୍ବାହ୍ନ

    ଚୁଡ଼ିର ଅନ୍ତରାଳେ ଭାରତୀୟ ପାରମ୍ପରିକ ନାରୀର କର୍ତ୍ତବ୍ୟପରାୟଣତା କବିତାର ପ୍ରତିଟି ପଙ୍‌କ୍ତି ରେ ବିଦ୍ୟମାନ୤ ସୁନ୍ଦର ଲେଖା୤ କବିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା୤

  • ୨୩. Gouri |  ଏପ୍ରିଲ୍ ୨୯, ୨୦୧୨ - ୯:୩୦ ପୂର୍ବାହ୍ନ

    ପଢିଲା ପରେ ବହୁତ ଖୁସି ଲଗିଲା ଯେ ଚୁଡ଼ିର ମହତ୤

  • ୨୪. Rakesh Rock |  ଏପ୍ରିଲ୍ ୨୯, ୨୦୧୨ - ୧:୧୦ ଅପରାହ୍ନ

    keep it up……………….

  • ୨୫. sudhansu satpathy |  ଏପ୍ରିଲ୍ ୨୯, ୨୦୧୨ - ୧:୩୧ ଅପରାହ୍ନ

    nice one……..

  • ୨୬. BHABASANKAR DAS MOHAPATRA |  ଏପ୍ରିଲ୍ ୨୯, ୨୦୧୨ - ୧୦:୧୮ ଅପରାହ୍ନ

    WOW,VERY VERY EXCELLENT…..THIS is CALLED THE REAL INDIAN CULTURE.I WISH THE LONG LIFE OF POET INWHICH WE CAN GET THOUSAND AND THOUSAND NUMBERS OF POEM LIKE “chudi”.

  • ୨୭. BIJAY KUMAR KHATUA GABGAN |  ଏପ୍ରିଲ୍ ୨୯, ୨୦୧୨ - ୧୦:୩୭ ଅପରାହ୍ନ

    sundara truptira abasada nahin.jete dekhuthile nua laguthai.”CHUDI” kabitaku anek thar padhili.jete padhile madhya ahuri padhibaku ichha heuchhi.sundar…sundar…sundar….

  • ୨୮. MD SHAKIL |  ଏପ୍ରିଲ୍ ୨୯, ୨୦୧୨ - ୧୧:୧୨ ଅପରାହ୍ନ

    BAHUT BHALA LAGILA, YEHA MO MANA KU CHUYI GALA……. AAPAN EMITI KABITA AAHURI LEKHANTU…

  • ୨୯. ସୁଶାନ୍ତ |  ଏପ୍ରିଲ୍ ୩୦, ୨୦୧୨ - ୯:୦୪ ପୂର୍ବାହ୍ନ

    ଚୁଡ଼ି ତ ଆଜନ୍ମ ସୁନ୍ଦରୀ୤ ଆପଣଙ୍କ ଅନୁଭୁତି ଓ ଅଭିଜ୍ଞତା ଭରା ଲେଖନି ମୁନ ରେ ସେ ଅହୁରି ସୁନ୍ଦରୀ ହୋଇ ଉଠିଛି୤

  • ୩୦. ଲଲି |  ଏପ୍ରିଲ୍ ୩୦, ୨୦୧୨ - ୧୧:୫୫ ପୂର୍ବାହ୍ନ

    କବିତାଟି ବହୁତ ସୁନ୍ଦର ହୋଇଛି

  • ୩୧. ଚିତ୍ତରଞ୍ଜନ ଓଝା |  ମେ ୧, ୨୦୧୨ - ୧:୩୨ ପୂର୍ବାହ୍ନ

    ଭାଇ ମୁଁ ଜାଣିନି ଆପଣ ମୋ ଠାରୁ ବୟସ ରେ ବଡ ନା ଛୋଟ , ତଥାବି ଅଭିନନ୍ଦନ ଜଣାଉଛି ଯେ ଏ ସାମାନ୍ୟ ପାଣି କାଚ ଚୁଡି ହେଲେ ବି ତ୤ରି ମାଧ୍ୟମରେ ଆପଣ ଜଣେ ଓଡିଆ ଘର ର ବୋହୂର ଦିନଚର୍ଯ୍ୟା ବୁଝେଇଦେଇଛ ୤

  • ୩୨. ଦେବପ୍ରତିମ୍ |  ମେ ୧, ୨୦୧୨ - ୩:୫୬ ପୂର୍ବାହ୍ନ

    ଅତ୍ୟନ୍ତ ସୁନ୍ଦର ହୋଇଛି୤ ଅନୁରୋଧ କରୁଛି ଏକା ସ୍ବାଦର ଆଉ କିଛି କବିତା୤

  • ୩୩. କୁନି ରାବଣ |  ମେ ୧, ୨୦୧୨ - ୪:୦୧ ପୂର୍ବାହ୍ନ

    Superb

  • ୩୪. Sanghamitra Jena |  ମେ ୧୬, ୨୦୧୨ - ୧୨:୦୩ ପୂର୍ବାହ୍ନ

    All can’t give powerful words to express their thoughts…
    its very nice….simple but heart touching….

  • ୩୫. ସୁନିଲ୍ |  ମେ ୨୨, ୨୦୧୨ - ୪:୦୬ ପୂର୍ବାହ୍ନ

    ଅଜି ଭଳିଆ ଦୁନିଅରେ ଏସବୁ ଏକ ସପ୍ନ, ତଥପି ଏସବୁ ବିନା ଘର ଘର ଲଗେନି…..ଧନ୍ୟବାଦ୍
    The poem is the mirror of real odiya family..superb

    -ସୁନିଲ୍ କୁମର୍

  • ୩୬. ASHOK KUMAR BISWAL |  ମେ ୨୨, ୨୦୧୨ - ୧୧:୨୬ ପୂର୍ବାହ୍ନ

    ***********EXCELLENT*****
    ***IT CAN ONLY HAPPEN IN INDIA***
    **** CHUDI****
    E KABITA PADHI MANE PADE SE NUA BOHUTIRA CHUDI RA RUNU JHUNU SABDA. MANA PUNI FERI JAAE SE ATITAKU***

  • ୩୭. ପ୍ରମୋଦ କୁମାର ନାୟକ |  ମେ ୨୩, ୨୦୧୨ - ୨:୦୬ ପୂର୍ବାହ୍ନ

    କବିତାଟି ବହୁତ ଭଲ ଲାଗିଲା୤ ସତରେ କେବଳ ଘରେ ନୁହେଁ, ବେଳେ ବେଳେ ମନ ମଧ୍ୟରେ ସେଇ ଚୁଡିର ଶବ୍ଦ ପ୍ରତିଧ୍ବନିତ ହୁଏ୤ ଅତୀତ ତ ଆଖି ଆଗରେ ଭାସିଯାଏ୤

    ବହୁତ ସୁନ୍ଦର୤

  • ୩୮. kabi Prasad Sahoo,BPO Jaleswar |  ମେ ୩୦, ୨୦୧୨ - ୭:୩୯ ପୂର୍ବାହ୍ନ

    very nice poem.keep it up…

  • ୩୯. ଶ୍ରିପତି କିଙ୍କର୍ ଦାସ୍ |  ଜୁଲାଇ ୧୨, ୨୦୧୨ - ୧:୦୫ ପୂର୍ବାହ୍ନ

    ଅତି ସୁନ୍ଦର ଲେଖା

  • ୪୦. PROF D K SAR, BANGALORE |  ଅକ୍ଟୋବର୍ ୨୧, ୨୦୧୨ - ୪:୦୯ ପୂର୍ବାହ୍ନ

    First of all I am very much fortunate to intercat a great oriya poet who has thrown the ideas amongst all oriya people to think once again about ladies contribution towards the ovearall development.
    Dear Poet
    I request whole heartdely to keep on writing such kind of sentimetal poems.
    warm regards
    Prof D K Sar.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )