ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରମାକାନ୍ତ ରଥ
ରବି ଶତପଥୀ
ଭାନୁଜୀ ରାଓ
ସୁଧାଂଶୁ ଶେଖର ପାତ୍ର
ଶାରଦା ପ୍ରସାଦ ମିଶ୍ର
ବିଷ୍ଣୁପ୍ରିୟା ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭାର୍ଯ୍ୟା ପୂରାଣ
  ଚିତ୍ତରଞ୍ଜନ ଓଝା
 
 
ତା: ଏପ୍ରିଲ୍ ୨୬, ୨୦୧୨  
ମୂଳ ପୃଷ୍ଠାକାବ୍ୟ ଓ କବିତା
 

ଯା ଭାର୍ଯ୍ୟା ସର୍ବ କାଳେଷୁ ଝାଡୁ ଧାରିଣୀ ସଂସ୍ଥିତା
ନମୋ ଭାର୍ଯ୍ୟା ନମୋ ଭାର୍ଯ୍ୟା ନମୋ ଭାର୍ଯ୍ୟା ନମୋ ନମଃ |

ନମସ୍ତେ ଚରଣେ ତୋର ଆଗୋ ରଙ୍ଗବତୀ
ଦିବାନିଶି ସେବା କରେ ମୁଁ ଯେ ତୋର ପତି
ଧନ୍ୟ ଧନ୍ୟ ଧନ୍ୟ ତୁଲୋ କଞ୍ଜୁସ ଦୁଲଣୀ
ଯେତେ କହିଲେ ନ ସରିବ ତୋହର କାହାଣୀ |

ସକାଳରୁ ବିଛଣାରେ ମାରୁଥାଉ ହାଇ
ମୋର ହାତୁ ଚାହା ଖାଇ ଯାଉ ବେଗେ ଶୋଇ
ବ୍ରେକଫାଷ୍ଟ ତୋହର ଗୋ ନିତି ଲୋଡା ଅଣ୍ଡା
ସିଝାଇ ସାରିଣ ଡାକେ କାଳେ ହେବ ଥଣ୍ଡା |

ବିରକ୍ତ ହୋଇଣ ଉଠି ଯାଉ ଦାନ୍ତ ଘଷି
ଖାଇସାରି ଆଇନାର ଆଗେ ଯାଉ ବସି
ତରବର ହୋଇ ନିଜେ ମୁଁ ମିଲ୍ ବନାଏ
ଅଫିସ୍ ମୋ ଡେରି ହେବ ଘଣ୍ଟାକୁ ଅନାଏ |

ରନ୍ଧାରନ୍ଧି ସାରି ବେଗେ ଗାଧୋଇ ଆସଇ
ପୂଜାପୂଜି ପରେ ଠିଆଠିଆ ମୁଁ ଗିଳଇ
ଯଥାବେଗେ ଚାଲିଯାଏ ଅଫିସକୁ ମୋର
ତାପରେ ତୋର ଘଟଣା ମତେ ଅଗୋଚର |

ଚୌକିରେ ବସି ମୁଁ କାମ ଯେ କରଇ
ବାର ନ ବାଜୁଣୁ ପେଟ ଭୋକରେ ଜଳଇ
ସମ୍ଭାଳି ନ ପାରି ଯାଏ ପାଖ କେଣ୍ଟିନ୍ କୁ
ଟାଣ ବରା ଚଣା ଝୋଳ ମିଳେ ଖାଇବାକୁ |

ପଚାରନ୍ତି ଯଦି କିଏ ଓଝାବାବୁ ଆଣିନ ଟିଫିନ୍
ଆହା ଭୁଲି ମୁଁ ଯାଇଛି ଆଜ ମନେ ମୋ ପଡ଼ିନି
ଘରର ଗୁମର ଆଉ କହିବି କାହାକୁ
ଖାଲି ଯାହା ନିନ୍ଦୁଥାଏ ମୋହରି ଭାଗ୍ୟକୁ |

ହାଇରେ ଦଇବ ତତେ ଏତିକି କହୁଛି
ଏପରି ଭାରିଯା କାହାକୁ ନ ଦେବୁରେ ବାଛି |

ଇତି ଶ୍ରୀମଦ୍ ଭାର୍ଯ୍ୟାପୂରାଣ ପରିସମାପ୍ତଂ ନାମ ପ୍ରଥମୋଧ୍ୟାୟ ||

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଚିତ୍ତରଞ୍ଜନ ଓଝା
author photo
 

ମତାମତ ସଂଖ୍ୟା - ୬୨ ଆପଣଙ୍କ ମତାମତ ?

  • ୧. ଅନିକେତ୍ ପାଲ୍ |  ଏପ୍ରିଲ୍ ୨୭, ୨୦୧୨ - ୫:୩୪ ପୂର୍ବାହ୍ନ

    ବହୁତ ଭଲ କବିତା ହୋଇଛି ୤

  • ୨. ପୀୟୁଷ ରଞ୍ଜନ ପଣ୍ଡା |  ଏପ୍ରିଲ୍ ୨୭, ୨୦୧୨ - ୫:୫୪ ପୂର୍ବାହ୍ନ

    ସାର୍ କବିତା ଟି ବହୁତ ଭଲ ଲାଗିଲା ୤

  • ୩. dhanuram soren |  ଏପ୍ରିଲ୍ ୨୭, ୨୦୧୨ - ୬:୧୬ ପୂର୍ବାହ୍ନ

    nice

  • ୪. ପୀତବାସ |  ଏପ୍ରିଲ୍ ୨୭, ୨୦୧୨ - ୬:୨୧ ପୂର୍ବାହ୍ନ

    ସାର୍ ଭାରି ସୁନ୍ଦର କବିତାଟିଏ ହୋଇଛି ୤

  • ୫. dhanuram soren |  ଏପ୍ରିଲ୍ ୨୭, ୨୦୧୨ - ୬:୨୨ ପୂର୍ବାହ୍ନ

    ଭଲ

  • ୬. amit |  ଏପ୍ରିଲ୍ ୨୭, ୨୦୧୨ - ୮:୧୦ ପୂର୍ବାହ୍ନ

    priya ra sir,
    apananka lekha bahut uchakotira.prateha apana apananka lekhare amaku hasaee thanti.bhagaban karantu apana emiti lekhuthantu…auu amaku hasauthanu.
    ati apanara amit sir

  • ୭. soumya kanta Rautaray |  ଏପ୍ରିଲ୍ ୩୦, ୨୦୧୨ - ୧୨:୪୪ ପୂର୍ବାହ୍ନ

    very good

  • ୮. swetanjali gahan |  ଏପ୍ରିଲ୍ ୩୦, ୨୦୧୨ - ୧:୪୬ ପୂର୍ବାହ୍ନ

    ସାର୍ ଲେଖାଟି ହୋଇଛି ଉଚ କୋଟିର କବିତା ଭରିଲା ମନରେ ଆନନ୍ଦ ଆମର

  • ୯. SUSIL |  ଏପ୍ରିଲ୍ ୩୦, ୨୦୧୨ - ୧:୪୬ ପୂର୍ବାହ୍ନ

    sir apanka kabita sabubele sudar.aou A kabita madhya sudar heichi.kebe kebe apna kabita madhyamare sata katha guda lekhi thati. I wish apna emiti lekhuthatuuuuu

  • ୧୦. ଶୋଭନ କୁମାର ଲେଙ୍କା |  ଏପ୍ରିଲ୍ ୩୦, ୨୦୧୨ - ୧:୫୧ ପୂର୍ବାହ୍ନ

    ବହୁତ ସୁନ୍ଦର ହେଇଛି କବିତା ୤ ଏପରି କବିତା ସଦା ଲେଖୁଥାଅ. ଆମ ଶୁଭକାମନା ଆପଣଙ୍କ ସାଥିରେ ଅଚ୍ଛି.
    ଶୋଭନ କୁମାର

  • ୧୧. ପଙ୍କଜ |  ଏପ୍ରିଲ୍ ୩୦, ୨୦୧୨ - ୨:୧୧ ପୂର୍ବାହ୍ନ

    ସାର୍ ଲେଖାଟି ବହୁତ ଭଲ ଲାଗିଲା ଏହିପରି ଆହୁରି ଲେଖା ଦିଅନ୍ତୁ ୤

  • ୧୨. ଅତିମା ଜେନା |  ଏପ୍ରିଲ୍ ୩୦, ୨୦୧୨ - ୪:୩୧ ପୂର୍ବାହ୍ନ

    ଓଝା ସାର୍ ଆପଣଙ୍କ ଲେଖା ଅତି ଉଚକୋଟିର ହୋଇଛି. ଆପଣଙ୍କ ବହୁତ ଗୁଡିଏ ଲେଖା ମୁ ଶୁଣିଛି. ସବୁ ଗୁଡୀକ ବହୁତ ଭଲ ଲାଗେ . ଆପଣ ଏମିତି ଲେଖୁଥାନ୍ତୁ ସମସ୍ତଙ୍କୁ ହସଉଥାନ୍ତୁ. ଭଗବାନ କରନ୍ତୁ ଆପଣଙ୍କ ଲେଖାକୁ ସମସ୍ତେ ପସନ୍ଦ କରନ୍ତୁ.

  • ୧୩. ସ୍ନେହାଶିଷ୍ ସୂତାର |  ଏପ୍ରିଲ୍ ୩୦, ୨୦୧୨ - ୪:୪୮ ପୂର୍ବାହ୍ନ

    ଭାଇ ପୁରା ସତ କଥା କହିଛନ୍ତି …ଏହା ହଉଛି ଦୁର୍ବଳ ପୁରୁଷ ଙ୍କ ଉପରେ ସବଳ ନାରି ଙ୍କ ଅତ୍ୟାଚାର……

  • ୧୪. ଆଲୋକ ରଞ୍ଜନ ସାହୁ |  ଏପ୍ରିଲ୍ ୩୦, ୨୦୧୨ - ୪:୫୯ ପୂର୍ବାହ୍ନ

    ସାର୍ କବିତା ଟି ବହୁତ ଆନନ୍ଦ ଦାୟକ ହୋଇଛି ୤ଏ ବୁଦ୍ଧି ଭାରିଯା ମାନଙ୍କୁ କିଏ ଦେଲାରେ…… ୤ ଆପଣଙ୍କ ଭଳି ସତ୍ୟବାନ୍ ପତି ଦେବଙ୍କ ଉପରେ ଏ ସତୀ ନାରୀଙ୍କ ଅତ୍ୟାଚାର ଆଉ କେତେ ଦିନ ? ରହିଲି ଜୁହାର …..

  • ୧୫. ଅନିଲ୍ |  ଏପ୍ରିଲ୍ ୩୦, ୨୦୧୨ - ୫:୩୬ ପୂର୍ବାହ୍ନ

    ଅତି ଉତମ ଭଗବାନଙ୍କ କୃପା ଆପଣଙ୍କ ଉପରେ ଥାଉ୤

  • ୧୬. ଦେବାଶିସ୍ ଦାଶ୍ |  ଏପ୍ରିଲ୍ ୩୦, ୨୦୧୨ - ୫:୩୮ ପୂର୍ବାହ୍ନ

    apananka lekha simple o manaku chuila pari heichhi.kabitati padhi mun brahmachari hebaku sthira karichhi.

  • ୧୭. avinandan ojha |  ଏପ୍ରିଲ୍ ୩୦, ୨୦୧୨ - ୫:୪୯ ପୂର୍ବାହ୍ନ

    good
    aau gote romantic kabita hau.

  • ୧୮. ହରମୋହନ ନନ୍ଦ |  ଏପ୍ରିଲ୍ ୩୦, ୨୦୧୨ - ୬:୨୯ ପୂର୍ବାହ୍ନ

    ବହୁତ ଭଲ ଅଉ ମଜାକିଅ କବିତା ହୋଇଛି…

  • ୧୯. ପୁଅ |  ମେ ୧, ୨୦୧୨ - ୧:୧୨ ପୂର୍ବାହ୍ନ

    ନନା ତମ ଲେଖା କବିତା ସବୁତ ସୁନ୍ଦର, ଏଇଟା ବି ଭଲ ଲାଗିଲା ଏହିପରି ଆହୁରି ଲେଖ ୤

  • ୨୦. ରଶ୍ମିରେଖା ମିଶ୍ର |  ମେ ୧, ୨୦୧୨ - ୩:୩୩ ପୂର୍ବାହ୍ନ

    ଭଗବାନ କରନ୍ତୁ ଆପଣ ସବୁବେଳେ ଏମିତି ସୁନ୍ଦର କବିତା ମାନ ଲେଖୁଥାନ୍ତୁ ଆଉ ଆମେ ମାନେ ତାକୁ ପଢି ଆନନ୍ଦ ଉପଭୋଗ କରୁଥାଉ…..

  • ୨୧. chinmaya panigrahi |  ମେ ୧, ୨୦୧୨ - ୬:୨୩ ପୂର୍ବାହ୍ନ

    poet is too
    funny

  • ୨୨. ପ୍ରଫେସର ପି.କେ. ନାୟକ |  ମେ ୨, ୨୦୧୨ - ୨:୧୬ ପୂର୍ବାହ୍ନ

    ସାର୍ ଆପଣଙ୍କର ଲେଖା ସମୟୋପଯୋଗୀ ଓ ସାହିତ୍ୟ ସମାଜ ପାଇଁ ଏକ ଅନବଦ୍ୟ ସ୍ମାରକୀ ବିଶେଷ କରି ବର୍ତ୍ତ ମାନର ନାରୀ ସମାଜ କୁ ସଚେତନ କରିବା ପାଇଁ ଏହା ଏକ ଛୋଟ ପ୍ରୟାସ ୤ବାସ୍ତବିକ୍ ଏହା ସମସ୍ତଙ୍କୁ ହସାଉ, ଖୁସି ଦଉ ଏବଂ ସମସ୍ତଙ୍କର ସଦଗ୍ୟାନ ଆପଣଙ୍କ ଲେଖାଉପରେ କେନ୍ଦ୍ରୀଭୁତ ହେଉ ଏହା ମୋର ଶିରିଡି ସାଇଙ୍କ ପାଖରେ ପ୍ରାର୍ଥନା…..

  • ୨୩. ସିତାଂଶୁ |  ମେ ୨, ୨୦୧୨ - ୩:୧୫ ପୂର୍ବାହ୍ନ

    ବହୁତ ଭଲ ଲାଗିଲା …..

  • ୨୪. ମୁକେଶ୍ |  ମେ ୩, ୨୦୧୨ - ୪:୫୯ ପୂର୍ବାହ୍ନ

    ଓଝା ସାର୍ ଆପଣଙ୍କ ଲେଖା ଅତି ଉଚକୋଟିର ହୋଇଛି.
    ସାର୍ ଲେଖାଟି ବହୁତ ଭଲ ଲାଗିଲା ଏହିପରି ଆହୁରି ଲେଖା ଦିଅନ୍ତୁ ୤

  • ୨୫. ରଶ୍ମିରେଖା ମିଶ୍ର |  ମେ ୩, ୨୦୧୨ - ୧୧:୩୫ ଅପରାହ୍ନ

    ସାର୍ ବହୁତ ବହୁତ ଭଲ ହେଇଛି, ଭଗବାନ କରନ୍ତୁ ଆପଣ ସବୁବେଳେ ଏମିତି ସୁନ୍ଦର ଲେଖା ମାନ ଲେଖୁଥାନ୍ତୁ…….

  • ୨୬. sumit |  ମେ ୫, ୨୦୧୨ - ୨:୪୮ ପୂର୍ବାହ୍ନ

    very nice…

  • ୨୭. JYOTI PRASAD BEHERA |  ମେ ୫, ୨୦୧୨ - ୧୧:୦୫ ପୂର୍ବାହ୍ନ

    Sir, It is too funny and nice one !!

  • ୨୮. ଶେଖରେଶ୍ ,ସୁରଜିତ୍,ଅସୁତୋଶ୍ |  ମେ ୭, ୨୦୧୨ - ୧:୨୩ ପୂର୍ବାହ୍ନ

    ବହୁତ୍ ବହୁତ ଭଲ .ଉଚକୋଟିର ……#

    ବହୁତ ଭଲ ଲାଗିଲା …..

  • ୨୯. ବିଶ୍ବରଞ୍ଜନ |  ମେ ୭, ୨୦୧୨ - ୧:୨୫ ପୂର୍ବାହ୍ନ

    ସାର୍ କବିତାଟି ବହୁତ ଭଲ ଲାଗିଲା ଏହିପରି ଆଗକୁ ଆହୁରି ଲେଖନ୍ତୁ……….

  • ୩୦. ସୁଜାତା ମହାନ୍ତି |  ମେ ୭, ୨୦୧୨ - ୫:୦୦ ପୂର୍ବାହ୍ନ

    ସାର୍ କବିତାଟି ଚମତ୍କାର ଓ ହାଶ୍ୟାସ୍ପଦ ଅଟ

  • ୩୧. ପଙ୍କଜ କୁମର ମହାପାତ୍ର |  ମେ ୭, ୨୦୧୨ - ୫:୦୪ ପୂର୍ବାହ୍ନ

    ଓଝା ସାର୍ ଆପଣଙ୍କ ଲେଖା ଅତି ଉଚ୍ଚକୋଟିର ହୋଇଛି୤ ଆପଣଙ୍କ ବହୁତ ଗୁଡିଏ ଲେଖା ମୁ ଶୁଣିଛି୤ ସବୁ ଗୁଡୀକ ବହୁତ ଭଲ ଲାଗେ୤ ଆପଣ ଏମିତି ଲେଖୁଥାନ୍ତୁ ସମସ୍ତଙ୍କୁ ହସଉଥାନ୍ତୁ୤ ଭଗବାନ କରନ୍ତୁ ଆପଣଙ୍କ ଲେଖାକୁ ସମସ୍ତେ ପସନ୍ଦ କରନ୍ତୁ୤

  • ୩୨. ପଗୁ ଆଣ୍ଡ୍ ସୁଜାତା |  ମେ ୭, ୨୦୧୨ - ୫:୦୮ ପୂର୍ବାହ୍ନ

    ସାର୍ ଆପଣଙ୍କ ଲେଖା ଆମକୁ ଭାରି ଭଲଲାଗିଲା୤ ଆପଣ ଏତେ ସୁନ୍ଦର କବିତା ଲେଖିଥିବାରୁ ଆପଣଙ୍କୁ ଅସେସ ଅସେସ ଧନ୍ୟବାଦ୍୤

  • ୩୩. ସୁନିଲ୍ ମହାନ୍ତି |  ମେ ୭, ୨୦୧୨ - ୧୧:୨୯ ଅପରାହ୍ନ

    ସାର୍ ଆପଣଙ୍କ ବହୁତ କବିତା ଶୁଣିଛି ହେଲେ ଇଣ୍ଟର୍ ନେଟ୍ ରେ ପଢି ବହୁତ ବହୁତ ଖୁସି ଲାଗିଲା ଏହିପରି ଆହୁରି ଲେଖା ଆପଣଙ୍କର ବାହାରୁ……………

  • ୩୪. ଚିତ୍ତରଞ୍ଜନ ଓଝା(ସି.ଆର୍.ଓ) |  ମେ ୯, ୨୦୧୨ - ୧:୩୯ ପୂର୍ବାହ୍ନ

    ଜୟ ମା ଶାରଳା, ମୁଁ ପ୍ରଥମେ ଓଡିଆ ସାହିତ୍ୟର ବିଚାରକ ମଣ୍ଡଳୀ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି ତତ୍ ପରେ ଆପଣମାନଙ୍କୁ ତଥା ଯେଉଁମାନେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଛନ୍ତି ସେମାନଙ୍କୁ ମୋର ହୃଦୟଭରା ପ୍ରଣାମ ଓ ଧନ୍ୟବାଦ ଯେ ସେମାନେ ନିଜର ବହୁମୂଲ୍ୟ ସମୟ ଦେଇ ମୋ କବିତାଟି ପଢିଛନ୍ତି ଓ ମୋତେ ଆଗକୁ ଲେଖିବା ପାଇଁ ପ୍ରେରଣା ଦେଇଛନ୍ତି……..

  • ୩୫. ପୂର୍ଣ୍ଣ ଚନ୍ଦ୍ର ମହାରଣା |  ମେ ୯, ୨୦୧୨ - ୧:୫୭ ପୂର୍ବାହ୍ନ

    ଆପଣଙ୍କ କବିତା ପାଠ କରି ଖାଣ୍ଟି ଓଡିଆର ନିସ୍ତକ ସତ ଘଟଣା ବୋଧ ହେଲା ଆଶା ରଖିଲୁ ଆପଣଙ୍କ ଦିତୀୟ ଅଧ୍ୟାୟ କୁ ଆଶା ରଖିଛୁ……….

  • ୩୬. manoj kumar pradhan |  ମେ ୧୧, ୨୦୧୨ - ୫:୧୩ ପୂର୍ବାହ୍ନ

    ବହୁତ ସୁନ୍ଦର ହେଇଛି କବିତା ୤ ଏପରି କବିତା ସଦା ଲେଖୁଥାଅ. ଆମ ଶୁଭକାମନା ଆପଣଙ୍କ ସାଥିରେ ଅଚ୍ଛି

  • ୩୭. jitendra baliarsingh |  ମେ ୧୧, ୨୦୧୨ - ୯:୫୪ ଅପରାହ୍ନ

    Sir Kabita bahut bhala hoechi,
    mu aha padhi bahut anandita heli, au mu sanga mananku suneli semane bi bahut khushi hele, mora subha kamana apan amiti lekhu thantu, au agaru genu kabita mu sunithili taha mo sanga mane suniba ku chahuchanti. jai jagarnath…..

  • ୩୮. kailas Chandra Guru |  ମେ ୧୨, ୨୦୧୨ - ୯:୦୧ ଅପରାହ୍ନ

    bahut badhia heichhi

  • ୩୯. ସୁମିତ୍ |  ମେ ୧୩, ୨୦୧୨ - ୧୧:୧୧ ପୂର୍ବାହ୍ନ

    Dear nana,
    Actual this is the truth of modern age,which is clearly reflecting in your poem.But your way of expressing this type of truth in a comedy format is excellent.Also because now a days peoples are so busy with their day to day work that they forgotten to laugh.But your medicine(like this poem) will surely make them all laugh.So just keep on writing this type of poems which will bring smile on everybody’s face whoever reads in today’s competitive age where its very difficult to make the people laugh.Excellent poem…………..

  • ୪୦. ପ୍ରଭାସ ଚନ୍ଦ୍ର ପଟ୍ଟନୟକ |  ମେ ୧୩, ୨୦୧୨ - ୧୦:୪୩ ଅପରାହ୍ନ

    ପ୍ରୀୟ କବି ଚିତ୍ତରଞ୍ଜନ,

    ଆପଣଙ୍କର ଲିଖିତ ଭାର୍ଯ୍ୟା ପୂରାଣ ମନୋରମ ହୋଇଚି, ଭଲ ଲାଗିଲା – ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ୤

    କିଛି ମନେ କରିବେନାହିଁ, କବିତାଟି ଉପରେ ପଦେ/ଦୁଇ ପଦ ଲେଖୁଚି :- ପ୍ରଥମ ୩ ପଙ୍‌କ୍ତି ଭାର୍ଯ୍ୟା ବିଷୟରେ ଲେଖିବାଟା ଠିକ୍ ଲାଗିଲା, ହେଲେ ତା’ପର ୩ ପଙ୍‌କ୍ତିଗୁଡିକ କେବଳ ନିଜ ବିଷୟରେ ହୋଇଗଲା୤ ଆଉ ଭାର୍ଯ୍ୟା କଥା କିଛି ରହିଲା ନହିଁ୤ ଭବିଷ୍ୟତରେ ଏ ଭଳି ଛୋଟ ଛୋଟ କଥାଗୁଡିକୁ ଲକ୍ଷ୍ୟ ରଖିଲେ ଅତ୍ୟନ୍ତ ଭଲ ହୁଅନ୍ତା ବୋଲି ମନେକରୁଚି୤ ମୋର ଏ ପ୍ରସ୍ତାବଟିକୁ ମନେ ରଖିବେ ବୋଲି ଆଶା୤

    ଧନ୍ୟବାଦ୤

  • ୪୧. ମନୋରଞ୍ଜନ ନାଏକ |  ମେ ୧୪, ୨୦୧୨ - ୬:୧୭ ପୂର୍ବାହ୍ନ

    ପାରିବାରିକ ବ୍ୟକ୍ତିଗତ ଜୀବନର ନିଚ୍ଛକ ଅଭିବ୍ୟକ୍ତି

  • ୪୨. ଚିତ୍ତରଞ୍ଜନ ଓଝା |  ମେ ୧୪, ୨୦୧୨ - ୧୧:୪୯ ଅପରାହ୍ନ

    ଧନ୍ୟବାଦ ପ୍ରଭାସ ଭାଇ, ଆପଣଙ୍କ ସୁଚିନ୍ତିତ ମତାମତ କୁ ମୁଁ ସାଦରେ ଗ୍ରହଣ କରୁଛି ଏବଂ ଆପଣ ଦେଇଥିବା ପ୍ରସ୍ତାବଟିକୁ ମନେ ରଖି ନିଶ୍ଚୟ କାମରେ ଲଗାଇବି ୤ଆପଣଙ୍କୁ ମୋର ଅନୁରୋଧ ଏହିପରି ମତାମତ ସବୁବେଳେ ଦିଅନ୍ତୁ………..

  • ୪୩. ଦିଲ୍ଲୀପ କୁମାର ଦାସ |  ମେ ୧୫, ୨୦୧୨ - ୩:୩୩ ପୂର୍ବାହ୍ନ

    କବିତାଟି ବହୁତ ଭଲ ଲାଗିଲା | ଆମେ ଜେ.ଏନ.ୟୁ ରେ ଓଡ଼ିଆ ଭାଷାର କର୍ପୋରାରେ କାମ କରୁଛୁ | ସେଥିପାଇଁ ଆପଣଙ୍କର ଓଡ଼ିଆ ସାହିତ୍ୟ ପଢ଼ୁଛୁ |

  • ୪୪. kunjabihari sahoo |  ମେ ୧୬, ୨୦୧୨ - ୧୨:୨୯ ପୂର୍ବାହ୍ନ

    i know one day may come when u r very much popular among all the odia poet fellows.so wish u all the best …….
    maa tuma upare ehibhali krupa rakhi thantu. aei kabitati niscita bhabare ucha kotira heichi.

  • ୪୫. ଚିତ୍ତରଞ୍ଜନ ଓଝା |  ମେ ୧୬, ୨୦୧୨ - ୧୨:୫୮ ପୂର୍ବାହ୍ନ

    ଧନ୍ୟବାଦ ଦିଲ୍ଲୀପ ବାବୁ………..ଏହିପରି ମତାମତ ସବୁବେଳେ ଦିଅନ୍ତୁ……..

  • ୪୬. ଚିତ୍ତଭାଇ |  ମେ ୧୬, ୨୦୧୨ - ୧୧:୫୮ ଅପରାହ୍ନ

    ଧନ୍ୟବାଦ କୁଞ୍ଜ ବହୁତ ବହୁତ ଧନ୍ୟବାଦ ମା ଶାରଳା ତୁମର ମଙ୍ଗଳ କରନ୍ତୁ…………….

  • ୪୭. manju |  ମେ ୧୭, ୨୦୧୨ - ୫:୦୭ ପୂର୍ବାହ୍ନ

    I wish ur creativity always admire by all people like this from each corner of the world.All the best SIR.

  • ୪୮. ସରିତା ମାଡାମ୍ |  ମେ ୧୮, ୨୦୧୨ - ୩:୪୩ ପୂର୍ବାହ୍ନ

    ଧନ୍ୟବାଦ ଆପଣ ଏମିତି ଲେଖୁଥାନ୍ତୁ ଆମକୁ ଖୁସି କରନ୍ତୁ…….

  • ୪୯. ଆଦିତ୍ୟ ମାହାର |  ମେ ୧୯, ୨୦୧୨ - ୧:୧୬ ପୂର୍ବାହ୍ନ

    ଲେଖାଟି ବହୁତ ସୁନ୍ଦର ହେଇଛି.. ଆପଣ ଏମିତି ଲେଖି ଓଡିଆ ସାହିତ୍ୟକୁ ସମୃଦ୍ଧ କରନ୍ତୁ… ଧନ୍ୟବାଦ…

  • ୫୦. ଚିତ୍ତରଞ୍ଜନ ଓଝା |  ମେ ୨୧, ୨୦୧୨ - ୧୨:୧୯ ପୂର୍ବାହ୍ନ

    ଧନ୍ୟବାଦ ଆଦିତ୍ୟ ବାବୁ ଆପଣଙ୍କ ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ……….

  • ୫୧. ଗିରିଜା |  ମେ ୨୧, ୨୦୧୨ - ୬:୦୨ ପୂର୍ବାହ୍ନ

    ରମ୍ୟ ରଚନାପାଇଁ ବହୁତ ଧନ୍ୟବାଦ୤ ଲେଖିବାଜାରି ରହୁ୤

  • ୫୨. ପ୍ରିୟଦର୍ଶିନି ବେହେରା |  ମେ ୨୧, ୨୦୧୨ - ୬:୧୯ ପୂର୍ବାହ୍ନ

    ସାର୍

    ବହୁତ୍ ସୁନ୍ଦର୍ ହୋଇଛି୤ ଆପଣଙ୍କୁ ଅନେକ ସୁଭକାମନ ଆପଣ ଏମିତି ଲେଖୁଥାନ୍ତୁ୤

  • ୫୩. ସୁବାସ ଚନ୍ଦ୍ର ବିଶ୍ବାଳ |  ମେ ୨୫, ୨୦୧୨ - ୪:୦୦ ପୂର୍ବାହ୍ନ

    Waiting for 2nd Edition of Bharyapurana because 1st Edition is appreciated by my friend circle.

  • ୫୪. ସୁଭଦ୍ରା ମହାରଣା |  ମେ ୨୬, ୨୦୧୨ - ୧୨:୩୪ ପୂର୍ବାହ୍ନ

    ବହୁତ ବହୁତ ଧନ୍ୟବାଦ ସାର୍…….ଏ କବିତା ଟି ପଢି ମୁଁ ବହୁତ ଖୁସି ହେଲି……..

  • ୫୫. ସୁଜିତ୍ କୁମାର ନାୟକ |  ଜୁନ୍ ୪, ୨୦୧୨ - ୧:୦୨ ପୂର୍ବାହ୍ନ

    ସାର ବହୁତ ବଢିଆ କବିତା ହେଇଛି, ଏହିପରି ଆପଣ ଲେଖନ୍ତୁ ଓ ଆମେମାନେ ପଢି ଖୁସି ହଉଥାଉ………..

  • ୫୬. ଚନ୍ଦ୍ର ଶେଖର ଓତା |  ଜୁନ୍ ୫, ୨୦୧୨ - ୩:୩୨ ପୂର୍ବାହ୍ନ

    ଏମିତି ଯେ ବ୍ୟଙ୍ଗ କବି ମିଳିବେନି ଜମା
    ଧନ୍ୟ ଆପଣଙ୍କ ଲେଖା ପୁଣି ଧନ୍ୟ ଆପଣଙ୍କ ଭାବନା
    ଗୀତରେ ଲେଖିଲା ମତାମତ ଯେ ବବିନା…….ଧନ୍ୟବାଦ ସାର୍…….

  • ୫୭. Prafulla Kumar Dash |  ଜୁଲାଇ ୧୬, ୨୦୧୨ - ୯:୪୧ ପୂର୍ବାହ୍ନ

    Very interesting

  • ୫୮. ପ୍ରବୀଣ ମିଶ୍ର |  ଅଗଷ୍ଟ୍ ୨୭, ୨୦୧୨ - ୧୧:୪୨ ଅପରାହ୍ନ

    ଭଲତ ହୋଇଛି…………………

  • ୫୯. ସ୍ରିନିବାସ, ଭୁବନେସ୍ବର |  ଡିସେମ୍ବର୍ ୨୭, ୨୦୧୨ - ୬:୧୮ ପୂର୍ବାହ୍ନ

    ଚିତ୍ତସାର୍… ବହୁତ୍ ସୁନ୍ଦର୍ ଲେଖା,

  • ୬୦. ଦିନେଶ୍ ମହାଜନ, ଭୁବନେଶ୍ବର |  ଏପ୍ରିଲ୍ ୬, ୨୦୧୩ - ୮:୪୮ ପୂର୍ବାହ୍ନ

    ସାର ବହୁତ ଭଲ ହେଇଛି ୤

  • ୬୧. ହରିହର ରଣା, ରାଜ ଜଙ୍କିଆ,ନୟାଗଡ |  ମେ ୨୫, ୨୦୧୩ - ୧:୫୯ ଅପରାହ୍ନ

    ସାର୍ ,ବହୁତ ଭଲଲାଗିଲା

  • ୬୨. ଦମୟନ୍ତୀ ମହାରଣା, ଯାଜପୁର |  ସେପ୍ଟେମ୍ବର୍ ୨୦, ୨୦୧୫ - ୧୦:୨୯ ପୂର୍ବାହ୍ନ

    ତୁମ ପରି ସ୍ୱାମୀ ମତେ ସବୁ ଜନ୍ମରେ ମିଳୁ…………

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )