ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭

ଲେଖକ ଓ ଲେଖିକା

କାମାକ୍ଷୀ ପ୍ରସାଦ ଦାଶ
କୁନ୍ତଳା କୁମାରୀ ସାବତ
ନୀଳମଣି ବିଦ୍ୟାରତ୍ନ
ନିତ୍ୟାନନ୍ଦ ମହାପାତ୍ର
ଗଣେଶ୍ୱର ମିଶ୍ର
ଭକ୍ତକବି ମଧୁସୂଦନ ରାଓ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବଉଳ
 |- ଆଦିତ୍ୟ କୁମାର ପଣ୍ଡା
 
 
ତା: ସେପ୍ଟେମ୍ବର୍ ୨୯, ୨୦୧୨  
 

ତୁ ଆସିବୁ ନା ବଉଳ
ଏ ସମ୍ଭାବନାମୟ ସୃଷ୍ଟିକୁ
ଯୋଗ ଆଉ ବିଯୋଗ ପାଇଁ
ସୁଖ ଆଉ ଦୁଃଖ ପାଇଁ

ମନରେ ତୋର କିଛି ପ୍ରଶ୍ନ ନଥିବ
ଫଗୁଣ ତୋତେ ଛୁଇଁଲା ପରେ
ଅସଂଖ୍ୟ ପ୍ରଶ୍ନ ଉଠିବ
ଯାହାର ଉତ୍ତର ମିଳିବନି ବଉଳ

ତୁ କେବଳ ଫୁଟିବୁ
ସାରା ଜୀବନକୁ ଢାଳିଦେବୁ ଆଉ ଏକ ସୃଷ୍ଟି ପାଇଁ..୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆଦିତ୍ୟ କୁମାର ପଣ୍ଡା, ମହୀଶୂର,କର୍ଣ୍ଣାଟକ
ଆଦିତ୍ୟ କୁମାର ପଣ୍ଡାଙ୍କ ଜନ୍ମ ବରଗଡ଼ ଜିଲ୍ଲାର କେଶାଇପାଲି ଗ୍ରାମରେ୤ ସେ ଜଣେ ଯୁବ କବି ଭାବେ କଲେଜ ପଢ଼ିବା ଦିନଠୁଁ କବିତା ଲେଖିବା ଆରମ୍ଭ କରନ୍ତି୤ ସମ୍ପ୍ରତି ଭାରତୀୟ ଭାଷା ସଂସ୍ଥା ଅଧୀନସ୍ଥ ରାଷ୍ଟ୍ରୀୟ ଅନୁବାଦ ମିଶନ୍‌ରେ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି ଶ୍ରୀ ପଣ୍ଡା୤ ନିକଟରେ ତାଳପତ୍ରରେ ଲେଖାଥିବା ଶାମାଦେଇ ବ୍ରତକଥାକୁ ସେ ପୁସ୍ତକ ଭାବେ ପ୍ରକାଶିତ କରିଛନ୍ତି୤
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ସୁରେନ୍ଦ୍ର କୁମIର ମIଝି |  ଅକ୍ଟୋବର୍ ୨, ୨୦୧୨ - ୧୦:୧୧ ଅପରାହ୍ନ

    ସାର୍, କବିତା ବହୁତ୍ ସୁନ୍ଦର ହେଇଛି୤

    ଧନ୍ୟବାଦ

    ସୁରେନ୍ଦ୍ର କୁମାର ମାଝି, ଭୁବନେଶ୍ବର

  • ୨. ପ୍ରଗତି, ଭୁବନେଶ୍ବର୍ |  ଡିସେମ୍ବର୍ ୫, ୨୦୧୨ - ୧୨:୨୦ ଅପରାହ୍ନ

    Sir, Poem is very fine. Please visit us whenever you are in Bhubaneswar.

  • ୩. sannyasi nayak, ମନମ |  ଏପ୍ରିଲ୍ ୧୮, ୨୦୧୩ - ୪:୩୨ ଅପରାହ୍ନ

    ଅତି ଭଲ…………… ଝିଅ ଲଗି କବିତ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )
  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )