ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

କମଳା ଶତପଥି
କୃଷ୍ଣପ୍ରସାଦ ମିଶ୍ର
ସଦାନନ୍ଦ ତ୍ରିପାଠୀ
ଭକ୍ତକବି ମଧୁସୂଦନ ରାଓ
ରମାକାନ୍ତ ରଥ
ରାଧାନାଥ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅସ୍ତଛବି
 |- ସୁଧାଂଶୁ ଶେଖର ପାତ୍ର
 
 
ତା: ଅକ୍ଟୋବର୍ ୧୯, ୨୦୧୨  
 

ଅସ୍ତ ଗଗନେ ଅସ୍ତଛବି ମୁଁ
ସାଥୀ ମୋର ଅସ୍ତରାଗ,
ଅସ୍ତରାଗରେ ମୋ ଜୀବନ ଲିପି
ଲଭିଅଛି ସାଧୁବାଦ ୥

ଆଦିମ ନାହିଁ ଅନ୍ତିମ ନାହିଁ
ମଧ୍ୟମ ସିନା ସ୍ଥିତି,
ମଧ୍ୟମ ନୁହେଁ ମାଧ୍ୟମ ମୁହିଁ
ଅନ୍ତରଙ୍ଗ କଳା ସୃଷ୍ଟି ୥

ନନ୍ଦନ ବନେ ବନ୍ଦିନୀ ନାମେ
ଯଦି ବା ହେଲି ଖ୍ୟାତ,
ନନ୍ଦିନୀ ନୁହେଁ ବନ୍ଦିନୀ ନୁହେଁ
ଶୂନ୍ୟର ଅଭିଷେକ ୥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୁଧାଂଶୁ ଶେଖର ପାତ୍ର, ଜୁନାଗଡ଼, କଳାହାଣ୍ଡି
ସୁଧାଂଶୁ ଶେଖର ପାତ୍ର
ଜଣେ ଘରୋଇ ବିଦ୍ୟାଳୟର ଶିକ୍ଷକ ଭାବେ ସୁଧାଂଶୁ ଶେଖର ପାତ୍ର କାର୍ଯ୍ୟ କରୁଥିଲେ ମଧ୍ୟ ଲେଖାଲେଖି କରିବା ତାଙ୍କର ନିଶା୤ ଆକାଶବାଣୀ ଜୟପୁର ଓ ଭବାନୀପାଟଣାରୁ ତାଙ୍କର ଏକାଧିକ କବିତା ପ୍ରସାରିତ ହୋଇଛି୤ ଏହା ବ୍ୟତୀତ ବିଭିନ୍ନ ଓଡ଼ିଆ ପତ୍ରିକା ଯଥା: ନବଲିପି ଓ କାଦମ୍ବିନୀ ଆଦିରେ ତାଙ୍କର ଲେଖାଗୁଡ଼ିକ ପ୍ରକାଶିତ ହୋଇ ପାଠକୀୟ ଆଦୃତି ହାସଲ କରିଛି୤
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ROHIT NAIK, BBSR |  ଅକ୍ଟୋବର୍ ୧୯, ୨୦୧୨ - ୧୦:୨୪ ପୂର୍ବାହ୍ନ

    Kabita khub uchha manara

  • ୨. dillip kumar nayak, Rourkela |  ଜାନୁଆରୀ ୧୬, ୨୦୧୩ - ୧୦:୪୦ ଅପରାହ୍ନ

    Dhanyabad Sudhanshu mahasaya, mote tinoti bada majhire kichhi rahigala pari lagila.

  • ୩. Rojaline jena, konark,puri |  ଜୁଲାଇ ୨୭, ୨୦୧୩ - ୧:୫୨ ପୂର୍ବାହ୍ନ

    Respected sir,
    your poem has touched the bottom of my heart.Beautiful creation.Thanks
    Rojaline Jena (B.sc,M.C.A)

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )