ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ରାଧାନାଥ ରାୟ
ଭାନୁଜୀ ରାଓ
ସହଦେବ ସାହୁ
ଭଗବତୀ ଚରଣ ପାଣିଗ୍ରାହୀ
ବାମାଚରଣ ମିତ୍ର
ରମାକାନ୍ତ ରଥ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆକାଙ୍‌କ୍ଷା
  ଅକ୍ଷୟ କୁମାର ନାଏକ, ସୁନ୍ଦରଗଡ
 
 
ତା: ଅକ୍ଟୋବର୍ ୩, ୨୦୦୯  
 

ଚିରସ୍ଥାୟୀ ଦୁନିଆଁରେ
କ୍ଷଣସ୍ଥାୟୀ ଶରୀର
ମିଛମାୟା ମୋହେ ବାନ୍ଧି
ସବୁ କହେ ମୋର ୤

ଶେଫାଳି ଫୁଲଟି ପରି
କ୍ଷୁଦ୍ର ଏହି ଜୀବନ
ଚତୁର୍ଦ୍ଦିଗ ଅନ୍ଧକାର
ବୁଜିଦେଲେ ନୟନ ୤

ତଥାପି ମଉଳି ନାହିଁ
ଆଶାର ପ୍ରଦୀପ
ଏ ଜୀବନ ଲାଗିଥାଉ
ପର ହିତେ ସତତ ୤

ଯଦି କେହି ଉପକୃତ
ହୁଏ ମୋର କାର୍ଯ୍ୟରେ
ମୋ ଜୀବନ ଚରିତାର୍ଥ
ଭାବିବି ମନରେ ୤

ଡର ନାହିଁ ମରିବାକୁ
ମୋହରି ଜୀବନେ
ଆକାଙ୍‌କ୍ଷା ମୋ ଖୁସି ଦେବି
ସବୁରି ଜୀବନେ ୤

ଶେଷ ନିଶ୍ବାସର ମୁହିଁ
ଅପେକ୍ଷାରେ ରହିଲି
ସ୍ବଜନ ମାୟା ମୋହ
ବନ୍ଧନ କାଟିଲି ୤

ସତ୍ୟ ଜନ୍ମ ସତ୍ୟ ମୃତ୍ୟୁ
ଲୁହ ଗଡିବନି
ଲୁହ ଗଡାଇ ନୟନୁ
ମୋତେ ଛୋଟ କରିବନି ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅକ୍ଷୟ କୁମାର ନାଏକ, ସୁନ୍ଦରଗଡ
author photo
 

ମତାମତ ସଂଖ୍ୟା - ୧୪ ଆପଣଙ୍କ ମତାମତ ?

  • ୧. onlinenihar |  ଜାନୁଆରୀ ୨୯, ୨୦୧୦ - ୧୨:୧୦ ଅପରାହ୍ନ

    ବାଃ! ବାଃ!
    ଅକ୍ଷୟ ଭାଇ, ଚମତ୍କାର୤ ଏକଦମ୍‌ ହୃଦୟସ୍ପର୍ଶୀ୤

  • ୨. ºÝÊÝÑÛ999999 |  ମାର୍ଚ୍ଚ୍ ୬, ୨୦୧୦ - ୬:୪୨ ଅପରାହ୍ନ

    ବୋବାଲ୍‌ ହୋଇଛି, ବହୁତ ବଢିଆ, ଧନ୍ୟବାଦ

  • ୩. ÊÛ³ÚÕ999999 |  ମାର୍ଚ୍ଚ୍ ୭, ୨୦୧୦ - ୧୧:୩୪ ପୂର୍ବାହ୍ନ

    ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି୤ ବହୁତ ଭଲ ଲାଗିଲା ଏହି ପଦଟି-

    “ଡରନାହିଁ ମରିବାକୁ
    ମୋହରି ଜୀବନେ
    ଆକାଂକ୍ଷା ମୋ ଖୁସି ଦେବି
    ସବୁରି ଜୀବନେ୤”

  • ୪. Minati barik |  ମେ ୨୦, ୨୦୧୦ - ୧:୪୦ ପୂର୍ବାହ୍ନ

    ଶେଫାଳି ଫୁଲଟି ପରି . . . . . ବହୁତ ଭଲ ଲାଗିଲା

  • ୫. ×ð{ÂÛ ÏyýÆ ×óÚ§¡999999 |  ମେ ୨୭, ୨୦୧୦ - ୪:୪୨ ପୂର୍ବାହ୍ନ

    ବହୁତ ବଢିଆ ହୋଇଛି୤

  • ୬. arun.tripathy |  ଜୁଲାଇ ୭, ୨୦୧୦ - ୧:୫୩ ପୂର୍ବାହ୍ନ

    ବହୁତ ଭଲ ହେଇଛି

  • ୭. ଜଗଦୀଶ ତ୍ରିପାଠୀ |  ଫେବୃଆରୀ ୪, ୨୦୧୧ - ୧:୩୧ ପୂର୍ବାହ୍ନ

    ବହୁତ ବହୁତ ଭଲ ହେଇଛି

  • ୮. ନୀଳାମ୍ବର ବିଶ୍ବାଳ |  ଫେବୃଆରୀ ୨୮, ୨୦୧୧ - ୧୦:୪୧ ପୂର୍ବାହ୍ନ

    ବହୁତ ବଢିଆ, ଧନ୍ୟବାଦ ୤
    ନୀଳାମ୍ବର ବିଶ୍ବାଳ

  • ୯. gaurishankar |  ମାର୍ଚ୍ଚ୍ ୧୮, ୨୦୧୧ - ୮:୩୪ ପୂର୍ବାହ୍ନ

    bahut bhala heichi.

  • ୧୦. Jayadev Ghadei |  ଏପ୍ରିଲ୍ ୧, ୨୦୧୧ - ୩:୦୧ ପୂର୍ବାହ୍ନ

    bahut bhala, prakash karibaku shabda nahi mo pakhare.

  • ୧୧. rashmi |  ଏପ୍ରିଲ୍ ୨, ୨୦୧୧ - ୨:୨୧ ପୂର୍ବାହ୍ନ

    very nice

  • ୧୨. Dillip Kumar Nayak |  ଜୁନ୍ ୬, ୨୦୧୧ - ୧୨:୪୮ ପୂର୍ବାହ୍ନ

    bhala lekhichha bandhu, hele tike khapchhada lagila sesha niswas…..bandhan pakhare

  • ୧୩. ପ୍ରତାପ କୁମାର ପରିଡା |  ଜୁଲାଇ ୧୦, ୨୦୧୧ - ୬:୦୯ ପୂର୍ବାହ୍ନ

    ବହୁତ ବହୁତ ବଡିଆ ହୋଇଛି
    କିନ୍ତୁ ଉପର ପଦ ଠାରୁ ତଳ ଦୁଇ ପଦ ଅଲଗା ଲାଗିଲା

    ଧନ୍ୟବାଦ

  • ୧୪. ମନ୍ମଥ କୁମାର ଦଳେଇ |  ସେପ୍ଟେମ୍ବର୍ ୧୭, ୨୦୧୬ - ୧୧:୨୪ ପୂର୍ବାହ୍ନ

    ଶେଷ ପଂକ୍ତିଟି ମନ ତଥା ହୃଦୟକୁ ସ୍ପର୍ଶ କଲା । ମୋଟାମୋଟି ଭଲ ହେଇଛି ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )