ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ଚିରସ୍ଥାୟୀ ଦୁନିଆଁରେ
କ୍ଷଣସ୍ଥାୟୀ ଶରୀର
ମିଛମାୟା ମୋହେ ବାନ୍ଧି
ସବୁ କହେ ମୋର
ଶେଫାଳି ଫୁଲଟି ପରି
କ୍ଷୁଦ୍ର ଏହି ଜୀବନ
ଚତୁର୍ଦ୍ଦିଗ ଅନ୍ଧକାର
ବୁଜିଦେଲେ ନୟନ
ତଥାପି ମଉଳି ନାହିଁ
ଆଶାର ପ୍ରଦୀପ
ଏ ଜୀବନ ଲାଗିଥାଉ
ପର ହିତେ ସତତ
ଯଦି କେହି ଉପକୃତ
ହୁଏ ମୋର କାର୍ଯ୍ୟରେ
ମୋ ଜୀବନ ଚରିତାର୍ଥ
ଭାବିବି ମନରେ
ଡର ନାହିଁ ମରିବାକୁ
ମୋହରି ଜୀବନେ
ଆକାଂକ୍ଷା ମୋ ଖୁସି ଦେବି
ସବୁରି ଜୀବନେ
ଶେଷ ନିଶ୍ବାସର ମୁହିଁ
ଅପେକ୍ଷାରେ ରହିଲି
ସ୍ବଜନ ମାୟା ମୋହ
ବନ୍ଧନ କାଟିଲି
ସତ୍ୟ ଜନ୍ମ ସତ୍ୟ ମୃତ୍ୟୁ
ଲୁହ ଗଡିବନି
ଲୁହ ଗଡାଇ ନୟନୁ
ମୋତେ ଛୋଟ କରିବନି
bhalo lekha ti.
( kiran kumar lenka ) →
people admire your social critics,
Thank you sir, Jarirahu
( ମୁରଲିଧର କବି ) →
khub sundar
( ମୁରଲିଧର କବି ) →
ମତାମତ ସଂଖ୍ୟା - ୧୩ ଆପଣଙ୍କ ମତାମତ ?
୧. onlinenihar | ଜାନୁଆରୀ ୨୯, ୨୦୧୦ - ୧୨:୧୦ ଅପରାହ୍ନ
ବାଃ! ବାଃ! ଅକ୍ଷୟ ଭାଇ, ଚମତ୍କାର ଏକଦମ୍ ହୃଦୟସ୍ପର୍ଶୀ୨. ºÝÊÝÑÛ999999 | ମାର୍ଚ୍ଚ୍ ୬, ୨୦୧୦ - ୬:୪୨ ଅପରାହ୍ନ
ବୋବାଲ୍ ହୋଇଛି, ବହୁତ ବଢିଆ, ଧନ୍ୟବାଦ୩. ÊÛ³ÚÕ999999 | ମାର୍ଚ୍ଚ୍ ୭, ୨୦୧୦ - ୧୧:୩୪ ପୂର୍ବାହ୍ନ
ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି ବହୁତ ଭଲ ଲାଗିଲା ଏହି ପଦଟି- "ଡରନାହିଁ ମରିବାକୁ ମୋହରି ଜୀବନେ ଆକାଂକ୍ଷା ମୋ ଖୁସି ଦେବି ସବୁରି ଜୀବନେ"୪. Minati barik | ମେ ୨୦, ୨୦୧୦ - ୧:୪୦ ପୂର୍ବାହ୍ନ
ଶେଫାଳି ଫୁଲଟି ପରି . . . . . ବହୁତ ଭଲ ଲାଗିଲା୫. ×ð{ÂÛ ÏyýÆ ×óÚ§¡999999 | ମେ ୨୭, ୨୦୧୦ - ୪:୪୨ ପୂର୍ବାହ୍ନ
ବହୁତ ବଢିଆ ହୋଇଛି୬. arun.tripathy | ଜୁଲାଇ ୭, ୨୦୧୦ - ୧:୫୩ ପୂର୍ବାହ୍ନ
ବହୁତ ଭଲ ହେଇଛି୭. ଜଗଦୀଶ ତ୍ରିପାଠୀ | ଫେବୃଆରୀ ୪, ୨୦୧୧ - ୧:୩୧ ପୂର୍ବାହ୍ନ
ବହୁତ ବହୁତ ଭଲ ହେଇଛି୮. ନୀଳାମ୍ବର ବିଶ୍ବାଳ | ଫେବୃଆରୀ ୨୮, ୨୦୧୧ - ୧୦:୪୧ ପୂର୍ବାହ୍ନ
ବହୁତ ବଢିଆ, ଧନ୍ୟବାଦ ନୀଳାମ୍ବର ବିଶ୍ବାଳ୯. gaurishankar | ମାର୍ଚ୍ଚ୍ ୧୮, ୨୦୧୧ - ୮:୩୪ ପୂର୍ବାହ୍ନ
bahut bhala heichi.୧୦. Jayadev Ghadei | ଏପ୍ରିଲ୍ ୧, ୨୦୧୧ - ୩:୦୧ ପୂର୍ବାହ୍ନ
bahut bhala, prakash karibaku shabda nahi mo pakhare.୧୧. rashmi | ଏପ୍ରିଲ୍ ୨, ୨୦୧୧ - ୨:୨୧ ପୂର୍ବାହ୍ନ
very nice୧୨. Dillip Kumar Nayak | ଜୁନ୍ ୬, ୨୦୧୧ - ୧୨:୪୮ ପୂର୍ବାହ୍ନ
bhala lekhichha bandhu, hele tike khapchhada lagila sesha niswas.....bandhan pakhare୧୩. ପ୍ରତାପ କୁମାର ପରିଡା | ଜୁଲାଇ ୧୦, ୨୦୧୧ - ୬:୦୯ ପୂର୍ବାହ୍ନ
ବହୁତ ବହୁତ ବଡିଆ ହୋଇଛି କିନ୍ତୁ ଉପର ପଦ ଠାରୁ ତଳ ଦୁଇ ପଦ ଅଲଗା ଲାଗିଲା ଧନ୍ୟବାଦ