ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

 
 
ତା: ଜୁନ୍ ୭, ୨୦୧୦  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

shilapadmaଗତ ତିନିବର୍ଷ ଧରି ସୁନ୍ଦରଗଡ ଜିଲ୍ଲାର ଉପାନ୍ତ ସହର ବିରମିତ୍ରପୁରରୁ ପ୍ରକାଶ ପାଇଆସୁଥିବା ସାହିତ୍ୟ ପତ୍ରିକା ଶିଳ୍ପାପଦ୍ମର ବିଷୁବ ୨୦୧୦ ସଂଖ୍ୟା ପ୍ରକାଶିତ ହୋଇଯାଇଛି ୤ ଅଧ୍ୟାପକ ହରିହର ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶିତ ଏହି ସଂଖ୍ୟାଟିର ପ୍ରବନ୍ଧ ବିଭାଗରେ କୁମାର୍ ହସନ୍, ସଞ୍ଜୟ ରାଉଳ, ପ୍ରଫୁଲ୍ଲ ସାହୁ ପ୍ରମୁଖ, ଗଳ୍ପ ବିଭାଗରେ ଗିରି ଦଣ୍ଡସେନା, ସତ୍ୟବ୍ରତ ଦାସ, ବିବିଧ ବିଶ୍ବ ପ୍ରମୁଖ ଲମ୍ବ କବିତା ବିଭାଗରେ ଅଶୋକ ଚନ୍ଦ୍ର ମହାପାତ୍ର, ରାଜୁ ଷଡଙ୍ଗୀ, ଅଜୟ ବିଶ୍ବାଳ, ତ୍ରିନାଥ ସିଂହ, ସୂର୍ଯ୍ୟ ମିଶ୍ର, ଗୌରାଙ୍ଗ ଚନ୍ଦ୍ର ଦାଶ ପ୍ରମୁଖ ଆହୁରି ଅନେକ ତରୁଣ ଓ ପ୍ରବୀଣ ଲେଖକଙ୍କର ଲେଖା ସ୍ଥାନିତ ହୋଇଛି ୤ ପ୍ରଚ୍ଛଦ ଓ ମୁଦ୍ରଣ ଆକର୍ଷଣୀୟ ୤ ପତ୍ରିକାଟି ପାଠକୀୟତା ହାସଲ ଆଶା କରାଯାଏ ୤

ତୁଣ୍ଡ ବାଇଦ :
 
Sahitya Publisher
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤