ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଏପ୍ରିଲ୍ ୧୨, ୨୦୧୦  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

Seashore Sahitya Ecademyଭୁବନେଶ୍ବର: ଭାରତୀୟ ବିଦ୍ୟାଭବନଠାରେ ୧୧ ତାରିଖ ସନ୍ଧ୍ୟାରେ ‘ସିସୋର ସାହିତ୍ୟ ଏକାଡ଼େମୀ’ ପକ୍ଷରୁ ଦ୍ବିତୀୟ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି୤ ଏହି ଅବସରରେ ବିଶିଷ୍ଠ କଥାକାର ତଥା ଗାଳ୍ପିକ ଶାନ୍ତନୁ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନରେ ସାହିତ୍ୟର ଉପଲବ୍ଧି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ୤ ଏହା ସହିତ ବର୍ତ୍ତମାନ ଯୁଗରେ ଓଡିଆ ଭାଷା ସାହିତ୍ୟର ମହାନ ସଂସ୍କୃତି ଏବଂ ପରମ୍ପରା ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ନିଜ ଜୀବନାଭୁତିର କିଛି ବାସ୍ତବ ତଥ୍ୟ ସାହିତ୍ୟ ପ୍ରେମୀଙ୍କ ନିକଟରେ ଉପସ୍ଥାପନ କରିଥିଲେ୤ ଏହି ସଭାରେ ସଭାପତିତ୍ବ କରୁଥିବା ପ୍ରଖ୍ୟାତ କଥାକାର ନାରୁ ମହାନ୍ତିଙ୍କ କଥା ଗଳ୍ପରେ କାହାଣୀ କେତେ ଓ କେମିତି ଉପରେ ଅରବିନ୍ଦ ରାୟ, ପ୍ରକାଶ ମହାପାତ୍ର ଏବଂ ନିଜେ ନାରୁ ମହାନ୍ତି ଆଲୋଚନା କରିଥିଲେ୤ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ତଥା ଏକାଡେମୀର ସଭାପତି ରାଜେନ୍ଦ୍ର କିଶୋର ପଣ୍ଡା ଉଦ୍‌ଘାଟନୀ ଭାଷଣ ଦେଇଥିବାବେଳେ ଏକାଡେମୀର ପ୍ରମୁଖ ସଚିବ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ୤ ସଭା ଶେଷରେ ସନ୍ତୋଷ ସାହୁ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤