ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅକ୍ଷୟ ମହାନ୍ତି
ଲକ୍ଷ୍ମୀଧର ନାୟକ
ମହାପାତ୍ର ନୀଳମଣି ସାହୁ
ସୁଶାନ୍ତ ଦାଶ
ଶୈଳେନ୍ଦ୍ର କୁମାର ଜେନା
କାହ୍ନୁଚରଣ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁଲାଇ ୬, ୨୦୧୨  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

ରାଉରକେଲା: ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ୨୦୧୧ ଓ ୨୦୧୨ ବର୍ଷ ପାଇଁ ମୋଟ ୩୩ଜଣ ସାରସ୍ବତ ସାଧକଙ୍କୁ ସମର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି୤ ସୂଚନା ମୁତାବକ ୨୦୧୧ ବର୍ଷ ପାଇଁ ସମ୍ବର୍ଦ୍ଧିତ ହେବାକୁ ଥିବା ସାହିତ୍ୟିକମାନେ ହେଉଛନ୍ତି ଶ୍ରୀବତ୍ସ ପ୍ରଧାନ, ଡ.ପ୍ରହ୍ଲାଦ ଚରଣ ମହାନ୍ତି, ମୃତ୍ୟୁଞ୍ଜୟ ନାରାୟଣ ବଳ, ଡ.ନିଖିଳାନନ୍ଦ ପାଣିଗ୍ରାହୀ, କାଳିପ୍ରସନ୍ନ ପରିଜା, ଗୌରୀରଞ୍ଜନ ଦାଶ, ଶ୍ରୀଧର ପୁହାଣ, କୃଷ୍ଣମୋହନ ମହାନ୍ତି, ସ୍ନେହଲତା ମହାପାତ୍ର, ଡ.ବୀଣାପାଣି ସିଂହ, ମୁରଲିଧର ପ୍ରଧାନ, ଗୌରହରି ଦଳାଇ, ଡ.ନୀଳକଣ୍ଠ ମିଶ୍ର, ଦୁର୍ଗାଚରଣ ପଟ୍ଟନାୟକ, ବାସୁଦେବ ପାତ୍ର, ଡ.ଲକ୍ଷ୍ମୀଧର ଦାସ ଓ ନଟବର ସାହୁ୤ ସେହିପରି ୨୦୧୨ ବର୍ଷ ପାଇଁ ସମ୍ବର୍ଦ୍ଧିତ ହେବାକୁ ଥିବା ସାଧକମାନେ ହେଲେ ରାମପ୍ରସାଦ ପୁରୋହିତ, ଶଶିଭୁଷଣ ଦାଶ, ବିଷ୍ଣୁଚରଣ ବେହେରା, ବିଦ୍ୟାଧର ବାରିକ, ଉତ୍ତମ ନାୟକ, ଜୟନାରାୟଣ ତ୍ରିପାଠୀ, କୃଷ୍ଣ ସିଂହ, ସୁଧୀରକୁମାର ବିଜେନ୍ଦ୍ରନାରାୟଣ (ଜାପାନୀ), ଲକ୍ଷ୍ମଣ ମାନଦୋରା, ଡ. ରମାବଲ୍ଲଭ ମିଶ୍ର, କପିଳେଶ୍ବର ପ୍ରସାଦ ମହାପାତ୍ର, ସାହିତ ଉମର, ଶୁକଦେବ ସାହୁ, ଚକ୍ରଧର ରାଉତ ଓ ଗୋବର୍ଦ୍ଧନ ଦୋରା୤

ଉକ୍ତ ସମସ୍ତ ସାଧକମାନଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ୤ ଏ ନେଇ ନିକଟରେ ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ଏକାଡ଼େମୀର ସଭାପତି ରାମଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ଅସିତ କୁମାର ସ୍ୱାଇଁ |  ଜୁଲାଇ ୧୧, ୨୦୧୨ - ୬:୩୬ ପୂର୍ବାହ୍ନ

    ନମସ୍କାର ୤ ଆପଣଙ୍କର ସାଇଟ୍ ଦେଖି ଖୁବ୍ ଭଲ ଲାଗିଲା ୤ ମୁଁ ମଧ୍ୟ ଗୋଟିଏ ଲେଖା ନବ ପ୍ରତିଭା ପାଇଁ ପଠାଇଥିଲି ୤ ଆପଣଙ୍କୁ ମିଳିଲା ନା ନାହିଁ ସେଇଟା ମଧ୍ୟ ଜାଣିପାରିଲି ନାହିଁ ୤ ଆପଣଙ୍କ ଉତ୍ତର ଶୀଘ୍ର ମିଳିଲେ ଖୁସିର ପରିମାଣ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା ୤ ଜୟ ଜଗନ୍ନାଥ

  • ୨. ଲକ୍ଷ୍ମୀକାନ୍ତ ତ୍ରିପାଠୀ |  ଜୁଲାଇ ୧୨, ୨୦୧୨ - ୮:୦୭ ଅପରାହ୍ନ

    ଓଡିଆ ଲେଖା ଦେଖି ଖୁବ୍ ଖୁସି ଲାଗିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤