ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଭଗବତୀ ଚରଣ ପାଣିଗ୍ରାହୀ
କନକଲତା ସାହୁ
ରମାକାନ୍ତ ରଥ
କମଳା ଶତପଥି
ଦୟାନିଧି ମିଶ୍ର
ଜଗଦୀଶ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୨୩, ୨୦୧୧  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଭୁବନେଶ୍ବର : ସପ୍ତବିଂଶ ଭୁବନେଶ୍ବର ପୁସ୍ତକମେଳା ୨୨ ତାରିଖ ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି୤ ୨୧ ତାରିଖ ଦିନ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଶ୍ରୀ ଗୋପାଳବଲ୍ଲଭ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ୤ ସାତକଡି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ୤ ଉଦ୍‌ଯାପନୀ ଉତ୍ସବରେ ସପ୍ତବିଂଶ ଭୁବନେଶ୍ବର ପୁସ୍ତମେଳା ପୁରସ୍କାର ପ୍ରଦାନ କରାଯାଇଥିଲା୤ ‘ଓଡ଼ିଆ ସିନେମା : ରୂପ ଓ ରୂପାନ୍ତର’ ପାଇଁ ସୁର୍ଯ୍ୟ ଦେଓଙ୍କୁ ପୁସ୍ତକମେଳା ସାହିତ୍ୟ ପୁରସ୍କାର, ଗଳ୍ପ ‘ସୁନା ପାଉଁଜି’ ପାଇଁ ସୁନନ୍ଦା ପ୍ରଧାନଙ୍କୁ ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର, ‘ଅଜାଙ୍କ ବିଜ୍ଞାନ ପେଡି’ ପୁସ୍ତକପାଇଁ ସୂର୍ଯ୍ୟମଣି ବେହେରାଙ୍କୁ ଶିଶୁ ସାହିତ୍ୟ ପୁରସ୍କାର, ‘ଗଣିତ ଛୁଙ୍କ’ ପୁସ୍ତକ ପାଇଁ ନୀଳାମ୍ବର ବିଶ୍ବାଳଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଅତୁଳ ବଳଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦ ପଟ୍ଟ ଶିଳ୍ପୀ ପୁରସ୍କାର ଓ ସୁବର୍ଣ୍ଣଶ୍ରୀ ପ୍ରକାଶନୀକୁ ଶ୍ରେଷ୍ଠ ପ୍ରକାଶକ ପୁରସ୍କାର ପ୍ରଦାନ କରାଯାଇଛି୤ ଏ ବର୍ଷ ପୁସ୍ତକମେଳାରେ ସର୍ବମୋଟ ୪୫୦ଟି ଷ୍ଟଲ ଖୋଲିଥିବା ବେଳେ ଅଦିନିଆ ବର୍ଷାଯୋଗୁଁ ଏ ବର୍ଷ ପୁସ୍ତକମେଳାରେ କମ୍‌ ବିକାକିଣା ହୋଇଥିବା ଜଣାପଡିଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ନୀଳାମ୍ବର ବିଶ୍ବାଳ |  ଫେବୃଆରୀ ୨୮, ୨୦୧୧ - ୧୦:୩୩ ପୂର୍ବାହ୍ନ

    ମହାଶୟ
    ସପ୍ତବିଂଶ ଭୁବନେଶ୍ବର ପୁସ୍ତକମେଳା ପୁରସ୍କାର୍ ପ୍ରାପ୍ତ ବହି ଗୁଡିକର ଆଲୋଚନା ଆଶା କରୁଛି ୤
    ନୀଳାମ୍ବର ବିଶ୍ବାଳ
    ୯୯୩୭୯୪୮୬୬୪(ମୋ)

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤