ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମହାପାତ୍ର ନୀଳମଣି ସାହୁ
ଅମରେନ୍ଦ୍ର ଖଟୁଆ
ମନମୋହନ ମିଶ୍ର
ଭୁବନେଶ୍ବର ବେହେରା
ଅଶୋକ ଚନ୍ଦ୍ର ମହାପାତ୍ର
ପ୍ରଦୀପ ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଅକ୍ଟୋବର୍ ୧, ୨୦୧୦  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

ରାଉରକେଲା: ରାଜ୍ୟ ଲେଖିକା ସଂସଦ ପକ୍ଷରୁ ଆସନ୍ତା ଡିସେମ୍ବର ୧୧ ତାରିଖରେ ଆୟୋଜିତ ହେବାକୁଥିବା ସାହିତ୍ୟ ସମାରୋହ ପାଇଁ ସ୍ଥାନୀୟ ମ୍ୟୁଜିକ୍ ସର୍କଲ୍‌ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି୤ ସର୍କଲର ସାଧାରଣ ସମ୍ପାଦିକା ଓ ଲେଖିକା ଅଳକା ଚାନ୍ଦ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସମାରୋହର ସଫଳ ଆୟୋଜନ ନିମନ୍ତେ ଏକ ୧୫ ଜଣିଆ ଅଭ୍ୟର୍ଥନା ସମିତି ଗଠନ କରାଯାଇଛି୤ ଏଥିରେ ଶ୍ରୀମତୀ ଚାନ୍ଦଙ୍କ ସମେତ ବବିତା ମହାପାତ୍ର, ନମିତା ପାଇକରାୟ, ଡା. ଗୀତାଞ୍ଜଳୀ ପତ୍ରୀ, ଅଶୋକ ମହାପାତ୍ର, ରାଜୀବ ପାଣି, ଡା. କିଶୋରୀ ଦାସଙ୍କ ସମେତ ପ୍ରତିଷ୍ଠିତ ସାହିତ୍ୟିକ, ଲେଖକ ଓ କବି ପ୍ରମୁଖ ସଭ୍ୟ ରହିଛନ୍ତି୤ ସମାରୋହ ଅବସରରେ ପ୍ରକାଶ ପାଇବାକୁଥିବା ସ୍ମରଣିକା ପାଇଁ ଅକ୍ଟୋବର୍‌ ୩୦ ତାରିଖ ସୁଦ୍ଧା ଲେଖା ପଠାଇବାକୁ ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି୤ ଲେଖା ଗୁଡିକ ରାଉରକେଲା, ଜେଲ୍ ରୋଡ୍‌ସ୍ଥିତ ମ୍ୟୁଜିକ୍ ସର୍କଲ୍ ଠିକଣାରେ ପଠାଇବାକୁ କୁହାଯାଇଛି୤ ଏହି ବୈଠକରେ ପୂର୍ବତନ ଉପ-ଜିଲ୍ଲାପାଳ ମହେନ୍ଦ୍ର ପଟ୍ଟନାୟକ, ଡା. କୃପାସିନ୍ଧୁ ନାୟକ ଋ ଲୋପାମୁଦ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଉପାଦେୟ ପରାମର୍ଶ ଦେଇଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤