ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସେନାପତି ପ୍ରଦ୍ୟୁମ୍ନ କେଶରୀ
ଫକୀରମୋହନ ସେନାପତି
ମୃଣାଳ
ଶାରଦା ପ୍ରସାଦ ମିଶ୍ର
ଉତ୍କଳମଣି ଗୋପବନ୍ଧୁ ଦାସ
ଡ.ହରେକୃଷ୍ଣ ମହତାବ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଡିସେମ୍ବର୍ ୨, ୨୦୧୧  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଭୁବନେଶ୍ବର : ଶିକ୍ଷା ସମାଜ ଓ ବ୍ୟକ୍ତିର ଦର୍ପଣ ସଦୃଶ୤ ତେଣୁ ଅଧିକ ସଂଖ୍ୟାରେ ଜ୍ଞାନ ଆହରଣ କରିବାକୁ ହେଲେ ଅଧିକ ପୁସ୍ତକ ଅଧ୍ୟୟନ କରିବାର ଅବଶ୍ୟକ ରହିଛି ବୋଲି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ପ୍ରକାଶ କରିଛନ୍ତି୤ ଗୁରୁବାର ଦିନ ଦ୍ବାଦଶ ରାଜଧାନୀ ପୁସ୍ତକ ମେଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଜପତି ମହାରାଜ କହିଲେ ଯେ ଦିନକୁ ଦିନ ସମାଜର ପିଲାମାନେ ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନରୁ ଦୂରେଇ ଯାଉଛନ୍ତି୤ ତେଣୁ ଛାତ୍ରଛାତ୍ରୀ, ଯୁବ ସମାଜ ଅଧିକରୁ ଅଧିକ ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନ କରିବା ଦରକାର ବୋଲି ସେ ପ୍ରକାଶ କରିଥିଲେ୤

ଗତକାଲି ଠାରୁ ଆରମ୍ଭ ହୋଇଥିବା ରାଜଧାନୀ ପୁସ୍ତକ ମେଳାରେ ୫୫୦ଟି ଷ୍ଟଲ ଲାଗିଛି୤ ୧୪ଟି ରାଜ୍ୟର ପ୍ରକାଶକ ଓ ବିତରକ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ପୁସ୍ତକମେଳା ରାଜଧାନୀର ସର୍ବ ବୃହତ୍ତ ପୁସ୍ତକମେଳା ଭାବେ ପରିଚିତ ବୋଲି ପୁସ୍ତକ ମେଳାର ସଂଯୋଜକ କାଳୀ ପ୍ରସାଦ ଦାସ ପ୍ରକାଶ କରିଥିଲେ୤ ୧୨ ଦିନ ଧରି ଚାଲିବାକୁ ରହିଥିବା ଏହି ମେଳାରେ ପ୍ରତିଦିନ ସନ୍ଧ୍ୟାରେ ସାରସ୍ବତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି୤ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁସ୍ତକ ମେଳା ଆୟୋଜନ କମିଟିର ସମ୍ପାଦକ ବିଧୂ ଭୂଷଣ ପଟ୍ଟନାୟକ, ଆବାହକ ରମେଶ ଚନ୍ଦ୍ର ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ପ୍ରଶାନ୍ତ କୁମର ପାଣିଗ୍ରହି |  ଡିସେମ୍ବର୍ ୫, ୨୦୧୧ - ୯:୫୨ ପୂର୍ବାହ୍ନ

    ଆପଣଙ୍କର ସାଇଟ୍ ଖୁବ ଭଲ ହେଇଛି

  • ୨. ghanashyam dash |  ଫେବୃଆରୀ ୧୩, ୨୦୧୨ - ୧୦:୦୫ ଅପରାହ୍ନ

    khub bhala laguchhi

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤