ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭ Back to Vote Screen

ଲେଖକ ଓ ଲେଖିକା

ରାଧାନାଥ ରାୟ
ବିରଜା ବଳ
ଅଶୋକ ଚନ୍ଦ୍ର ମହାପାତ୍ର
ଫନି ମହାନ୍ତି
ସାର୍‌ ବାସୁଦେବ ସୁଢ଼ଳଦେବ
ରଜତ କୁମାର ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁନ୍ ୫, ୨୦୧୦  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

33-kabiକଟକ ସ୍ଥିତ ନିଉ ଏଜ୍ ପବ୍ଲିକେଶନ୍‌ସ୍ ପକ୍ଷରୁ ନିକଟରେ ତେତିଶ ଓଡିଆ କବି ଶୀର୍ଷକ ଏକ ମର୍ଯ୍ୟାଦାଜନକ କାବ୍ୟ ସଙ୍କଳନ ପ୍ରକାଶ ପ୍ରକାଶ ପାଇଛି ୤ ବରିଷ୍ଠ କବି ବିଭୁପ୍ରସାଦ ପାଢୀ, ପ୍ରଫେସର ଗୁରୁଚରଣ ବେହେରା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରାଙ୍କ ମିଳିତ ସମ୍ପାଦନାରେ ପ୍ରକାଶିତ ଏହି ସଙ୍କଳନରେ ଭାରତର ସ୍ବାଧୀନତା ପ୍ରାପ୍ତି ପରେ ଜନ୍ମ ଗ୍ରହଣ କରିଥିବା ତେତିଶଜଣ ଓଡିଆ କବିଙ୍କର କବିତା ସ୍ଥାନିତ କରାଯାଇଛି୤ ପାଶ୍ଚାତ୍ୟ ସଂସ୍କୃତିର ଅନ୍ଧ ଅନୁସରଣକୁ ପ୍ରତ୍ୟାଖ୍ୟାନ କରି ଅବଲୁପ୍ତ ଓ ବିସ୍ତୃତ ପ୍ରାୟ ଆମର ଦେଶୀୟ ସଂସ୍କୃତିର ପୁନରୁଦ୍ଧାର ଓ ଏହାର ପ୍ରାସଙ୍ଗିକ ପୁନର୍ବିନିଯୋଗ ଉପରେ ଗୁରୁତ୍ବ ପ୍ରଦାନ ଏ ସଙ୍କଳନର କାବ୍ୟିକ ଆଦର୍ଶ ୤ ରାଉରକେଲାର ଏକମାତ୍ର କବି ଭାବେ ଜଣାଶୁଣା ଅଶୋକ ଚନ୍ଦ୍ର ମହାପାତ୍ରଙ୍କର ଗୋଟିଏ ନିଃସଂଗ ଦିନ, ଝରକା ବାହାରେ, ଯନ୍ତ୍ର ସହ ଯନ୍ତ୍ର ଭଳିବୁଢାଲୋକ ଆଦି କବିତା ଏଥିରେ ସ୍ଥାନ ପାଇବାର ସୂଚନା ମିଳିଛି ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤