ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମୃଣାଳ
ଭୁବନେଶ୍ବର ବେହେରା
ବ୍ରଜନାଥ ରଥ
ମନୋଜ ଦାସ
ଜୟନ୍ତ ମହାପାତ୍ର
ସନତ୍‌ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଥିଲା ମୋର ଏକ ଶାଳୀ
  ଅକ୍ଷୟ ରାଉତ, ନୂଆଦିଲ୍ଲୀ
 
 
ତା: ଅଗଷ୍ଟ୍ ୨୮, ୨୦୧୨  
 

ଥିଲା ମୋର ଏକ ଶାଳୀ
ଦେଖିବାକୁ ଟିକେ କାଳୀ
ହସିଦେଲେ ସେ ମୁକ୍ତା ଝରିପଡ଼େ
କଥା କହେ ଭଳି ଭଳି ୤

ନାଁ ଟି ମଉନାବତୀ…
ଚବିଶି ଘଣ୍ଟିଆ ଚ୍ୟାନେଲ୍‌ ପରି ସେ
ଯାଏ ନାହିଁ କେବେ ଥକି
ପିଠା ପଣା ଆଉ ଶାଗ, ଶାଗୁଆତି, ବଡ଼ି ବାଇଗଣ ଝୋଳ
ଗୋଟା କଲରାକୁ ଭେଣ୍ଡି ବାଇଗଣ, ଜହ୍ନି ଦିଏ ପୁଣି ତାଳ
କଙ୍କଡ଼ା, ମାଛର ଝୋଳ, ଇଲିଶିରେ ସିଏ ହାତ ମାରିଦେଲେ
ବୁହଇ ପାଟିରୁ ଲାଳ ୤

ଝୋଟି ଆଉ ଚିତା, ମୁରୁଜ ସାଙ୍ଗକୁ
ଘର କାମ ଯେତେ କରେ
ଗ୍ରାଜୁଏଟ୍‌ ହୋଇ ଅଭିମାନ ନାହିଁ
ରଙ୍ଗ ତା’ର କଳା, ରୂପ ତା’ର କଳା
କଳା ନୁହେଁ ତା’ର ଗୁଣ ୤

ଗୁଣ ଯଦି ନାହିଁ, ରୂପରେ କି ଲାଭ
ରୂପ ନୁହେଁ ଚିରସ୍ଥାୟୀ
ରୂପ ଚାଲିଯାଏ ଶରୀର ସାଥୀରେ
ଗୁଣ ହୁଏ ଚିରସ୍ଥାୟୀ ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅକ୍ଷୟ ରାଉତ, ନୂଆଦିଲ୍ଲୀ
author photo
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ପ୍ରିୟରଞ୍ଜନ୍ ମହାପାତ୍ର |  ଅଗଷ୍ଟ୍ ୨୯, ୨୦୧୨ - ୯:୦୯ ପୂର୍ବାହ୍ନ

    ବହୁତ ଭଲ ହେଇଛି୤

  • ୨. ମନୋଜ କୁମାର ପଟେଲ |  ଅଗଷ୍ଟ୍ ୩୧, ୨୦୧୨ - ୯:୧୨ ପୂର୍ବାହ୍ନ

    ବହୁତ ଭଲ ଲାଗିଲା ୤ ମଣିଷର ମହାନତା ରୁପରେ ନାହିଁ, ଗୁଣରେ ୤

  • ୩. ajit |  ଅଗଷ୍ଟ୍ ୩୧, ୨୦୧୨ - ୧୧:୫୮ ପୂର୍ବାହ୍ନ

    prakutare kabita ti mana ku paila…

  • ୪. Arati Mishra |  ସେପ୍ଟେମ୍ବର୍ ୮, ୨୦୧୨ - ୫:୫୨ ପୂର୍ବାହ୍ନ

    ରୁପ ମସାଣିକୁ, ଗୁଣ ସଂସାରକୁ୤
    ଭଲ ହୋଇଛି କବିତାଟି୤

  • ୫. ବିଜୟ କୁମାର ଜେନା, ଯାଯପୁର ।ଓଡିଶା । |  ଜାନୁଆରୀ ୧୬, ୨୦୧୫ - ୯:୩୧ ପୂର୍ବାହ୍ନ

    ଆପଣ ଏହା ମାଧମରେ ସମସ୍ତଙ୍କୁ ଗୋଟିଏ ଡୋରିରେ ବାନ୍ଧି ପାରିବଏହା ନିଶ୍ଚିତ ଏକ ସୁନ୍ଦର ଚେଷ୍ଟା।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )