ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ଯଜ୍ଞେଶ୍ବର ପଣ୍ଡା, କୋରାପୁଟମୁଁ ଏକ ଜ୍ୟାମିତିକ ବିନ୍ଦୁ
ସ୍ଥିତି ଅଛି ଆୟତନ ନାହିଁ
ପରିଧି ମୋ ନିଜେ ମୁହିଁ
ପରିସୀମା ଖୋଜି ପାଏ ନାହିଁ ୧
ତୁମେ ଦୂରେ କାହିଁ କେତେ ଦୂରେ
ମୋ ମନର ସରହଦ ଡେଇଁ
ଦୀର୍ଘ ଏକ ଆୟତକ୍ଷେତ୍ର
ପାରିବି କି ତୁମକୁ ଗୋ ଛୁଇଁ ୨
ଆମେ ଦୁହେଁ ଜ୍ୟାମିତିକ ରେଖା
ସରଳ ଓ ସଦା ସମାନ୍ତର
ମିଳନ ଗୋ ଅସମ୍ଭବ ଏଠି
ଖାଲି ଯାହା ସମ୍ପର୍କ ଦୂରର ୩
Poem is very impressive. The theme is very heart- touching. I think it also reflects the poet's magnanimity.
( sanat ) →
khub bhala.
( sanat ) →
A beautiful reading.
( sanat ) →
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. áÄÊÚÕÛÖ999999 | ଜୁଲାଇ ୨୭, ୨୦୧୦ - ୪:୪୫ ପୂର୍ବାହ୍ନ
ବହୁତ ଭଲ ହେଇଛି