ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ଆତ୍ମବିଶ୍ବାସ
  ପ୍ରବୋଧ କୁମାର ହୋତା, ଭୁବନେଶ୍ବର
 
 
ତା: ଜୁଲାଇ ୨୮, ୨୦୧୦  
 

ତୁମର ଆତ୍ମବିଶ୍ବାସ ଭାଙ୍ଗିବାରେ ଅନ୍ୟର ଅଧିକାର
ଅଛି କି ନା ମୁଁ ଜାଣିନି
ତେଣୁ ଭାବିନେଲି ତୁମର ସେ
ଆତ୍ମବିଶ୍ବାସ ଅତୁଟ ରହୁ
ଏବଂ ମୋର କି ବିଶ୍ବାସ ହେଲା ଯେ
ତୁମେ ସତ କହିଛ
ଅବଶ୍ୟ ମଝିରେ ମଝିରେ
ମୁଁ ଅଭୁଲାପଣରେ
ସେଥିରେ ବାଧା ଦେଇପାରିଥାଏ,
ଯଦିଓ ତୁମେ ମୋତେ ଅନ୍ୟମାନଙ୍କ ପରି ଦେଖିନାହିଁ୤

ସେ ଯାହା ହେଉନା କାହିଁକି
ମୁଁ ବ୍ୟସ୍ତ ବହୁଳତା ମଧ୍ୟରେ ବି
ନିଜର ଆତ୍ମବିଶ୍ବାସକୁ ଜାହିର କରିବାକୁ
କିଛିଟା ସଫଳକାମୀ ହୋଇଛି
ଏବଂ ବଡ଼ଠାରୁ ଛୋଟଯାଏଁ
କାହିଁକି ମୋ ପଛରେ କହୁଛନ୍ତି
ବୁଝିବାକୁ ଚେଷ୍ଟା କରୁଛି ମାତ୍ର
ଠିକ୍ କରିଛି କି ଭୁଲ୍ କରିଛି
କେବଳ କହିବେ ଉପରବାଲା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରବୋଧ କୁମାର ହୋତା, ଭୁବନେଶ୍ବର
author photo
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤



♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ