ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ନୀଳମଣି ବିଦ୍ୟାରତ୍ନ
ବ୍ରଜନାଥ ରଥ
ଭୂପେନ୍‌ ମହାପାତ୍ର
ଉତ୍କଳମଣି ଗୋପବନ୍ଧୁ ଦାସ
ରଜତ କୁମାର ମିଶ୍ର
ସନ୍ଥକବି ଭୀମ ଭୋଇ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନିବୁଜ ପେଡ଼ି
  ପ୍ରଶାନ୍ତ କୁମାର ବିଶ୍ବାଳ, ଅଳଗୁମ, ପୁରୀ
 
 
ତା: ମାର୍ଚ୍ଚ୍ ୧୬, ୨୦୧୧  
 

ନିବୁଜ ପେଡ଼ି
କୁଆଁ କୁଆଁ ରଡ଼ି
ବଜାଇ ପାତକର ବାଡ଼ି
ବାଇଶ ପାହାଚ଼ ଚଢ଼ି
ପାପୁଲିରେ ସ୍ବପ୍ନର ଦିହୁଡ଼ି୤

ଖୋଲିକି ପାରିବା ଆମେ ନିବୁଜ ପେଡ଼ି
ସେବକର ଦାଢ଼ି
ଭୋକିଲାର ରଡ଼ି
ବିରହୀର ଭିଜା ଶାଢ଼ି
ବିଧବାର ଭଙ୍ଗା ଚୁଡ଼ି
ପେଁ ପାଁ ମଟରଗାଡ଼ି
ଚଢ଼ିବାକୁ ପ୍ରାସାଦର ସିଢ଼ି
ଭିଡ଼ିବାକୁ ଚଲାପଥେ
ରଥର ଦଉଡ଼ି୤

ଖୋଲି କି ପାରିବା ଆମେ ନିବୁଜ ପେଡ଼ି
ଅହିଂସାର ଶସ୍ୟକ୍ଷେତ୍ର
ପାଲଟେ ମରୁଡ଼ି
ଏଇଆସ ସମ୍ବିଧାନ ପେଡ଼ି
ଯା’ଭିତରେ ଥିଲା
ଦେଖିଥିଲୁ ଦିନେ ରାଜରାସ୍ତାରେ
ସାପୁଆ କେଳାର ହାତେ ମୁକ୍ତିର ପେଡ଼ି
ଦଂଶନର ଜ୍ବାଳା
କେତେ କୋମଳ ମୟ….
ହାତତାର ଗଣ୍ଠି ପାଲଟିଲା
ଚକ୍ରର ବିଣ୍ଡିସବୁ ବକୁଳି ବାନ୍ଧିଲେ
ପଦ୍ମ ପାପୁଲି ତା’ର ବିଖଣ୍ଡିତହେଲା
ଭିକ୍ଷାର ଚାଉଳ ସବୁ
ରଙ୍ଗ ବଦଳିଲା
ଭୋକିଲା ପେଟରେ ବିଷ ପାଲଟିଲା
କଙ୍କାଳ ଧାଡ଼ି ଧାଡ଼ି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଶାନ୍ତ କୁମାର ବିଶ୍ବାଳ, ଅଳଗୁମ, ପୁରୀ
author photo
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. kabira kumar das |  ମାର୍ଚ୍ଚ୍ ୧୮, ୨୦୧୧ - ୧୨:୪୧ ପୂର୍ବାହ୍ନ

    Thank you prasant kumar Biswal
    Jai Jagannath Varasha

  • ୨. I can't write in odia |  ମାର୍ଚ୍ଚ୍ ୧୮, ୨୦୧୧ - ୫:୪୨ ପୂର୍ବାହ୍ନ

    ବହୁତ ଭଲ ହୋଇଛି ଲେଖାଟି ଭଲ ଲାଗିଲା| ଧନ୍ୟବାଦ|
    narendra behera

  • ୩. gaurishankar |  ମାର୍ଚ୍ଚ୍ ୧୮, ୨୦୧୧ - ୮:୨୭ ପୂର୍ବାହ୍ନ

    very nice poem…

  • ୪. ଦିବ୍ୟ ରନଜନ ଦାସ୍, |  ମାର୍ଚ୍ଚ୍ ୧୯, ୨୦୧୧ - ୧୨:୦୦ ପୂର୍ବାହ୍ନ

    ବହୁତ ସୁନ୍ଦର ହେଇଛି. ଧନ୍ୟବାଦ୤

  • ୫. Dillip Kumar Nayak |  ମାର୍ଚ୍ଚ୍ ୨୦, ୨୦୧୧ - ୧୧:୧୭ ଅପରାହ୍ନ

    dhanyabad, Prasanta Babu, duniata ebe pura puri janichhi bigidi

  • ୬. ଦିଗନ୍ତ ମହାନ୍ତି |  ମାର୍ଚ୍ଚ୍ ୨୬, ୨୦୧୧ - ୧:୫୧ ପୂର୍ବାହ୍ନ

    ଭଲ ହେଇଛି ! ଧନ୍ୟବାଦ୍

  • ୭. p.c. parida |  ମାର୍ଚ୍ଚ୍ ୨୭, ୨୦୧୧ - ୧୦:୧୩ ପୂର୍ବାହ୍ନ

    It is a best way to save our odia language

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )